ନୀତି

ଏହି ଫଟୋରୁ ୨ଟି ବିଲେଇ ଖୋଜି ପାଇବେ କି? – Utkal Mail


ନୂଆଦିଲ୍ଲୀ: ଲୋକଙ୍କ ଦୃଷ୍ଟିଶକ୍ତି ସହିତ ଚତୁରତାର ପରୀକ୍ଷା ପାଇଁ ଏକ୍ସ (ଟୁଇଟର)ରେ ଏକ ଅପ୍ଟିକାଲ ଭ୍ରମର ଫଟୋ ସେୟାର କରାଯାଇଛି। ଏହି ଫଟୋକୁ ଏକ ସାଧାରଣ କ୍ୟାପସନ ସହିତ ସେୟାର କରାଯାଇଛି। ଯେଉଁଥିରେ ଲେଖାହୋଇଛି, ‘ବିଲେଇକୁ ଖୋଜନ୍ତୁ’। ଆପଣ ବି କିଛି କାଠଗଦା ଭିତରୁ ବିଲେଇକୁ ଖୋଜି ବାହାର କରି ପାରିବେ କି?

ଅପ୍ଟିକାଲ ଭ୍ରମରେ କାଠଗଦା ହୋଇଥିବା ଏକ ଫଟୋ ‌ରହିଛି। ଏହି ଫଟୋରେ ୨ଟି ବିଲେଇ ଲୁଚି ରହିଛି। କେଉଁକେଉଁ ସ୍ଥାନରେ ତିନିଟି ବିଳେଇ ଲୁଚି ବସିଛନ୍ତି ତାହା ନିମ୍ନରେ ଫଟୋରେ ଦର୍ଶା ଯାଇଛି। ଗୋଟିଏ ବିଳେଇ ସାମ୍ନା କାଠରେ ବସିଥିବା ବେଳେ ଅନ୍ୟ ଦୁଇଟି ବାମପାର୍ଶ୍ବରେ ବସିଛନ୍ତି। ଯାହା ଆପଣ ଫଟୋରେ ଚିହ୍ନଟ କରାଯାଇଥିବା ସ୍ଥାନକୁ ଦେଖି ଜାଣି ପାରିବେ।

ତେବେ ଏହି ଅପ୍ଟିକାଲ ଭ୍ରମକୁ ଅନେକ ଲୋକ ପସନ୍ଦ କରିବା ସହିତ ବିଲେଇ ଖୋଜିବାକୁ ମଜା ଆସିଲା ବୋଲି କହିଛନ୍ତି। ଏଥିସହିତ ନିଜନିଜ ଆକାଉଣ୍ଟରେ ସେୟାର କରିଛନ୍ତି।

ତେବେ ସୋସିଆଲ ମିଡିଆରେ ଏମିତି ଅନେକ ଅପ୍ଟିକାଲ ଭ୍ରମର ଫଟୋ ପୋଷ୍ଟ ହୋଇଥ‌ାଏ। ଏହି ଅପ୍ଟିକାଲ ଭ୍ରମର ଫଟୋ ପିଲା ଠାରୁ ବୃଦ୍ଧ ସମସ୍ତେ ପସନ୍ଦ କରିଥାଆନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button