ଜୀବନସାଥି ଖୋଜୁଛନ୍ତି କି ? ‘ଯୋଡ଼ିଆପ୍’ ସହ ଯୋଡି ହୁଅନ୍ତୁ – Utkal Mail
୨୦୨୩ ମସିହା ଆରମ୍ଭ ହେବା ବେଳକୁ ସସ୍ମିତା ଏବଂ ଆକାଶ ବିବାହର ପ୍ରଥମ ବାର୍ଷିକୀ ପାଳନ କରିଥିଲେ। ସସ୍ମିତା ତାଙ୍କର ବିବାହକୁ ନେଇ ମନେ ପକାନ୍ତି ପୁରୁଣା କଥା, ‘‘ଆମ ପରିବାର ମୋ ପାଇଁ ୨୦୨୧ ମସିହାରେ ବର ଖୋଜିବା ଆରମ୍ଭ କରିଥିଲେ। ଏଥିଲାଗି ଆମେ ନିକଟ ତଥା ଦୂର ସମ୍ପର୍କୀୟଙ୍କଠାରୁ ବହୁ ବିବାହ ପ୍ରସ୍ତାବ ପାଇଥିଲୁ। କିନ୍ତୁ ସେଗୁଡ଼ିକ ମଧ୍ୟରୁ ଗୋଟିଏ ବି ମନକୁ ପାଇ ନଥିଲା। କେତେକଙ୍କ ସହ ମୋର କୁଣ୍ଡଳୀ ବା ଜାତକ ମେଳ ଖାଉ ନଥିଲା ତ ପୁଣି କେତେକଙ୍କର ସୁରକ୍ଷିତ ଚାକିରି ନଥିଲା। ପୁଣି କେଉଁଠି ଜାତି ଓ ସଂପ୍ରଦାୟ ଥିଲା ଭିନ୍ନ।’’
ଏମିତି ଖୋଜାଲୋଡାରେ ଅତି କମରେ ୧୦ ମାସ ଚାଲିଥିଲା। ରାଜ୍ୟ ପରିବହନ ବିଭାଗର ଅବସରପ୍ରାପ୍ତ ବସ୍ ଡ୍ରାଇଭର ତଥା ସସ୍ମିତାଙ୍କ ପିତା ଏଥିପାଇଁ ଚିନ୍ତିତ ଥିଲେ। ସେ କିଛି ମଧ୍ୟସ୍ଥିଙ୍କୁ ମଧ୍ୟ ଯୋଗାଯୋଗ କରି ଝିଅର ବିବାହ ସ୍ଥିର କରାଇବାକୁ ଚେଷ୍ଟା କରିଥିଲେ। ଏଥି ସହ ସେ ସ୍ଥାନୀୟ ମନ୍ଦିର ପୁରୋହିତଙ୍କ ସହାୟତା ମଧ୍ୟ ନେଇଥିଲେ। କିନ୍ତୁ ତାଙ୍କୁ କୌଣସି ସୂତ୍ରରୁ ସଫଳତା ମିଳି ନଥିଲା।
ବିବାହ ସ୍ଥିର ନହେବା ଯୋଗୁ ମାନସିକ ଚାପ ବଢ଼ିବାରୁ ସେ ସମସ୍ୟା ସଂପର୍କରେ ନିଜର ଜଣେ ଘନିଷ୍ଠ ବନ୍ଧୁଙ୍କୁ ଜଣାଇଲେ। ଏକଥା ଶୁଣି ତାଙ୍କ ସାଙ୍ଗ ‘ଯୋଡ଼ି’ଆପ୍ ବିଷୟରେ ଉଲ୍ଲେଖ କଲେ। ସେତେବେଳେ ସେ ସନ୍ଦେହରେ ପଡ଼ିଗଲେ-ସତରେ କ’ଣ ଏହା ସହାୟକ ହେବ? କିନ୍ତୁ ବନ୍ଧୁଙ୍କ ପରାମର୍ଶ ମାନି ଏହି ତରିକା ପରୀକ୍ଷା କରିବାକୁ ସ୍ଥିର କଲେ। ଏକ ଦ୍ୱିଧାଗ୍ରସ୍ତ ପ୍ରୟାସ ଭାବରେ ଯାହା ଆରମ୍ଭ ହୋଇଥିଲା, ତାହା ସସ୍ମିତାଙ୍କ ଜୀବନକୁ ସବୁଦିନ ପାଇଁ ବଦଳାଇଲା। ସସ୍ମିତା କହନ୍ତି, “ଆମେ ଏକ ମାସ ପରେ ଯୋଡିରେ ମୋର ପ୍ରୋଫାଇଲ୍ କ୍ରିଏଟ୍ କରିଥିଲୁ। ଏହି ଆପ୍ ମହିଳାମାନଙ୍କ ପାଇଁ ମାଗଣା ଏବଂ ଓଡ଼ିଆରେ ଉପଲବ୍ଧ ଥିବାରୁ ମୋର ପିତାମାତା ମଧ୍ୟ ଏହାକୁ ସହଜରେ ବ୍ୟବହାର କରିପାରିଲେ। ଯେତେବେଳେ ସେମାନେ ଜାଣିବାକୁ ପାଇଲେ ଯେ ସମସ୍ତ ବରପାତ୍ରର ପ୍ରୋଫାଇଲ୍ର ସରକାରୀ ଆଇଡି ଯାଞ୍ଚ ହୋଇଛି, ସେମାନଙ୍କର ଚିନ୍ତା କମିଗଲା।”
‘ଯୋଡ଼ି’ରେ ଗୋପନୀୟତା ବିକଳ୍ପ ସହିତ ଯାଞ୍ଚ ହୋଇଥିବା ହଜାର ହଜାର ପ୍ରୋଫାଇଲ୍ ଦେଖି ସସ୍ମିତାଙ୍କ ପରିବାର ଏହାର ବିଶ୍ୱସନୀୟତା ଉପରେ ଆସ୍ଥା ପ୍ରକଟ କଲେ। “ଅନେକ ପ୍ରୋଫାଇଲ୍ ଦେଖିବା ପରେ ମୋ ପରିବାର ଆକାଶଙ୍କୁ ଖୋଜି ପାଇଲେ। ତାଙ୍କର ସ୍ଥାୟୀ ଚାକିରି ଥିଲା। ସେ ବେଶ୍ ଭଦ୍ର ଏବଂ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ଆମ ଜାତିର ।” ଭାରତର ପ୍ରଥମ ଆଞ୍ଚଳିକ ଭାଷାରେ ପ୍ରସ୍ତୁତ ବୈବାହିକ ମେଳଣ ସେବା ଆପ୍ ‘ଯୋଡ଼ି’ ଡିପ୍ଲୋମା, ଦ୍ୱାଦଶ ଏବଂ ଦଶମ ପାସ୍ ଏବଂ ଏହାଠାରୁ କମ୍ ପଢ଼ିଥିବା ବର୍ଗ ଲାଗି ଉଦ୍ଦିଷ୍ଟ। ଏକ ସ୍ୱତନ୍ତ୍ର ବିବାହ ଆପ୍। ଅଧିକନ୍ତୁ, ‘ଯୋଡ଼ି’ ୨୩ ବର୍ଷର ମେଳଣ ଅଭିଜ୍ଞତା ଥିବା matrimony.com ସଂସ୍ଥା ଦ୍ବାରା ପ୍ରସ୍ତୁତ। ଏହି ସଂସ୍ଥାର ଓଡ଼ିଆ ମ୍ୟାଟ୍ରିମୋନି ପରି ଲୋକପ୍ରିୟ ବ୍ରାଣ୍ଡ୍ ରହିଛି।
‘ଯୋଡ଼ି’ ଓଡ଼ିଆ ସମେତ ୯ଟି ଭାରତୀୟ ଭାଷାରେ ଉପଲବ୍ଧ। ୬ ମିଲିୟନରୁ ଅଧିକ ଡାଉନଲୋଡ୍ ଏବଂ ହଜାର ହଜାର ସଫଳତାର କାହାଣୀ ରହିଛି ଏଥିରେ। ଏହା ଟେକ୍ନିସିଆନ୍, ସେଲ୍ସଗାର୍ଲ, ବିକ୍ରେତା, ଡ୍ରାଇଭର, ରୋଷେଇଆ, ବିତରଣ କାର୍ଯ୍ୟନିର୍ବାହୀ, ଟେଲିକଲର୍, କାରଖାନା କର୍ମଚାରୀ, ସୁରକ୍ଷାକର୍ମୀ ଓ ବିୟୁଟିସିଆନଙ୍କ ଭଳି ସାଧାରଣ ବୃତ୍ତିଗତ ପୃଷ୍ଠଭୂମିରୁ ଆସିଥିବା ବ୍ୟକ୍ତିଙ୍କୁ ସେବା କରେ। ପ୍ରଜିତାଙ୍କ ପରି ହଜାର ହଜାର ମହିଳା ‘ଯୋଡ଼ି’ରେ ପ୍ରଦତ୍ତ ମାଗଣା ସବସ୍କ୍ରିପସନ୍ ସହିତ ଭଲ ସ୍ୱଭାବର, ରୋଜଗାରକ୍ଷମ ଏବଂ ଭଲ ବୁଝିପାରୁଥିବା ସାଥୀ ପାଇଛନ୍ତି। ବର୍ତ୍ତମାନ ଆପଣ ମଧ୍ୟ ଏହି ସୁବିଧା ପାଇପାରିବେ-
-ଗୁଗୁଲ୍ ପ୍ଲେ ଷ୍ଟୋରରୁ ଯୋଡ଼ି ଆପ୍ ଡାଉନଲୋଡ୍ କରନ୍ତୁ।
-ଆପଣଙ୍କର ମୋବାଇଲ୍ ନମ୍ବର ସହିତ ଲଗ୍ ଇନ୍ କରନ୍ତୁ।
– ଆପଣଙ୍କର ଭାଷା ବାଛନ୍ତୁ ‘ଓଡ଼ିଆ’
-ଆପଣଙ୍କର ପ୍ରୋଫାଇଲ୍ ସୃଷ୍ଟି କରନ୍ତୁ।
-ପସନ୍ଦର ସାଥୀଟିଏ ଖୋଜିବା ଆରମ୍ଭ କରନ୍ତୁ, ଆଗ୍ରହସୂଚକ ବାର୍ତ୍ତା ପଠାନ୍ତୁ ଏବଂ ଆପଣଙ୍କ ପାଇଁ ଜଣେ ସାଥୀ ଖୋଜନ୍ତୁ।
ଏ ସମ୍ବନ୍ଧିତ ସମସ୍ତ ସୂଚନା ଲାଗି 6366448797 ନମ୍ବରକୁ କଲ୍ କରି ଯୋଗାଯୋଗ କରନ୍ତୁ।