ଦେଶ ବିଦେଶ

ତାନାଶାହାଙ୍କ ଗଭୀର ରାଜ ର ହେଲା ପର୍ଦ୍ଦାଫାସ, ଛୋଟବେଳୁ ଥିଲା ସେକ୍ସର ସଉକ, ବାପାଙ୍କୁ ମିଳିଥିଲା ଖରାପ ବହି

ନର୍ଥ କୋରିଆର ତାନାଶାହା କିମ୍ ଜୋଙ୍ଗ ଉନ୍ ପବ୍ଲିକଙ୍କ ସାମନାକୁ ଆସିବା ପର ଠାରୁ ତାଙ୍କର ପର୍ଶନାଲ ଲାଇଫକୁ ନେଇ ପୁଣି ଥରେ ଚର୍ଚା ଆରମ୍ଭ ହୋଇ ଯାଇଛି । ଏହା ମଧ୍ୟରେ ସେ ସ୍ଵିଜରଲାଣ୍ଡର ସ୍କୁଲରୁ ନର୍ଥ କୋରିଆ ଆସିବା ପରେ ବହୁତ ରୋମାଞ୍ଚକର ତଥ୍ୟ ସାମନାକୁ ଆସିଛି । କିମ୍ ଜୋଙ୍ଗ ଉନଙ୍କ ପିତାଙ୍କ ଗୁପ୍ତଚର ମାନେ ତାଙ୍କୁ କିଛି ଏମିତି ଘଟଣା ବିଷୟରେ ଅବଗତ କରାଇଲେ କି କିମ୍ ଜୋଙ୍ଗଙ୍କୁ ସେଠାରୁ ଡକା ଯାଇଥିଲା ।

କିମ୍ ଜୋଙ୍ଗ ଉନ୍ 1990 ଦଶକରେ ସ୍ଵିଜରଲାଣ୍ଡର ବର୍ଣ୍ଣ ରେ ଏକ ପ୍ରାଇଭେଟ ସ୍କୁଲରେ ପାଠ ପଢୁଥିଲେ । ତାଙ୍କ ପିତା କିମ୍ ଜୋଙ୍ଗ ଇଲ ସେଟାକୁ କିଛି ଗୁପ୍ତଚର ପଠାଇ ଥିଲେ ଯିଏକି କିମ୍ ଜୋଙ୍ଗ ଙ୍କ ଉପରେ ନଜର ରଖୁଥିଲେ । ଏହି ଗୁପ୍ତଚରଙ୍କୁ କିଛି ସେକ୍ସ ମାଗାଜିନ କିମ୍ ଜୋଙ୍ଗଙ୍କ କୋଠରୀରୁ ମିଳିଥିଲା । ଏହି ଖବର ମିଳିଲା ପରେ କିମ୍ ଇଲ ତାଙ୍କୁ କୋରିଆକୁ ନେଇ ଆସିଥିଲେ । ତାଙ୍କୁ ଚିନ୍ତା ହେଉଥିଲା କି ପାଶ୍ଚତ୍ୟ ସଭ୍ୟତା ତାଙ୍କ ପୁଅକୁ ବିଗାଡି ଦେଉଛି । କିମ୍ ଇଲ ଙ୍କ ଗୁପ୍ତଚରମାନେ ତାଙ୍କର ଚାରି ସନ୍ତାନ ଙ୍କ ବିଷୟରେ ସଠିକ ତଥ୍ୟ ପ୍ରଦାନ କରୁଥିଲେ ।

ଚାରିଜଣ ଯାକ ନିଜ ପରିଚୟକୁ ଲୁଚାଇ ନର୍ଥ କୋରିଆର ଡିପ୍ଲୋମେଟଙ୍କ ପିଲା ହିସାବରେ ପାଠ ପଢୁଥିଲେ । ଶିକ୍ଷକମାନଙ୍କୁ ସନ୍ଦେହ ଥିଲା କି କିମ ପରିକ୍ଷାରେ ଖରାପ ନମ୍ବର ଆସିବା ପରେ ଚିଟିଙ୍ଗ ର ସାହାରା ନେଉଥିଲେ । ଏଥିପାଇଁ ତାଙ୍କ ରୁମ୍ କୁ ଚେକ କଲାପରେ ଏମିତି ଏକ ଜିନିଷ ତାଙ୍କ ରୁମ୍ ରୁ ବାହାରିଲା କି ପଢା ବହି ଭିତରେ ଜର୍ମାନୀ ସେକ୍ସ ବହି ରହିଥିଲା । ଏହାର ସୂଚନା କିମ୍ ଜୋଙ୍ଗ ଇଲଙ୍କୁ ଦିଆଗଲା ଓ ସେ ତୁରନ୍ତ ତାଙ୍କ ପିଲାମାନଙ୍କୁ ଫେରାଇ ଆଣିଥିଲେ ।

ସବୁ ସ୍ୱିସ୍ ଜିନିଷକୁ ପସନ୍ଦ ଥିଲା

କିମଙ୍କ ପିଲାଦିନ ର ସାଙ୍ଗ ଜୋଆଓ ମାଇକେଲ କହିଲେ କି ସେ ଦୁଇ ଜଣ ବହୁତ ମସ୍ତି କରୁଥିଲେ । ତାଙ୍କୁ ଅନ୍ୟ ପିଲାମାନେ ବହୁତ ପସନ୍ଦ ମଧ୍ୟ କରୁଥିଲେ । ସେ ବାସ୍କେଟବଲ ପସନ୍ଦ କରନ୍ତି । କୁହଯାଏ କି କିମଙ୍କୁ ସ୍ଵିଜରଲାଣ୍ଡର ସବୁକିଛି ବହୁତ ପସନ୍ଦ ଆସୁଥିଲା । ସେ ସବୁ ପାର୍ଟିରେ ଅଧିକାରୀମାନଙ୍କୁ ସ୍ୱିସ୍ ଘଣ୍ଟା ଦେଉଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button