ଜୀବନଶୈଳୀ

42 ବର୍ଷର ସ୍ଵାମୀ-ସ୍ତ୍ରୀ Hotel, ଯାହା ଖାଇବେ ମାତ୍ର 20 ଟଙ୍କା, ଦେଖନ୍ତୁ କିପରି ନିଜ ସଂଘର୍ଷର କାହାଣୀ କହୁ କହୁ କାନ୍ଦି ପକେଇଲେ ମଉସା…

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଜି ଆମ୍ଭେ ଆପଣଙ୍କୁ ଏଭଳି ଏକ ସଂଘର୍ଷ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣ ଶୁଣିଲେ ଆପଣଙ୍କ ହୃଦୟ ମର୍ମାହତ ହୋଇଯିବ । ତେବେ ଆସନ୍ତୁ ଜାଣିନେବା ଏହି କାହାଣୀ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । ଏହା ଜଣେ ବୁଦ୍ଧ ଦମ୍ପତ୍ତି ଙ୍କ ସଂଘର୍ଷ ର କାହାଣୀ ଅଟେ । ରଞ୍ଜିତ ମହାପାତ୍ର ନାମକ ବ୍ୟକ୍ତି ୮୦ ମସିହାରୁ ହୋଟେଲ କରି ଆସିଛନ୍ତି । ସେତେବେଳେ ମିଲ ଥିଲା ୬ ଟଙ୍କା । ବର୍ତ୍ତମାନ ମାଉସ ଙ୍କ ବୟସ ୫୪ ବର୍ଷ ହେବ । ବର୍ତ୍ତମାନ ମିଲ ଗୋଟା ୬୦ ଟଙ୍କା ଅଟେ ।

ମଟନ ହେଉ କି ଚିକେନ ଏବଂ ମାଛ ହେଉ କିଅବା ଅଣ୍ଡା ସବୁ ଭେରାଇଟି ର ଖାଦ୍ୟ ମିଳିବ । ସାଧା ଖାଉଥିବା ଲୋକଙ୍କ ପାଇଁ ମଧ୍ୟ ଅନେକ ଭେରାଇଟିର ଖାଦ୍ୟ ରହିଅଛି ଏହି ହୋଟେଲରେ । ହୋଟେଲ ପୂର୍ବରୁ ମଜୁରି ଲାଗୁଥିଲେ ବୋଲି କହିଛନ୍ତି । ତାଙ୍କର ଜାଗା ରହିଥିବାରୁ ସେ ଚିନ୍ତା କରିଲେ ଏଠାରେ କିଛି ବ୍ୟବସାୟ କରିବାକୁ ।

ଏହାପରେ ସେ ଏଠାରେ ଜଳଖିଆ ଦୋକାନ କରିଲେ କ୍ରମଶଃ ଏହାକୁ ବଢାଇ ହୋଟେଲ କରିବାକୁ ଚିନ୍ତା କରିଲେ ଏବଂ ହୋଟେଲ କରିବା ପରେ ତାହା ସଠିକ ଚାଲିଥିଲା କିନ୍ତୁ କିଛି ବର୍ଷ ହେବ ଆଉ ହୋଟେଲ ପୂର୍ବଭଳି ଚାଲିନାହିଁ । ଏବଂ ହୋଟେଲର ଏହି ବୃଦ୍ଧ ଦମ୍ପତ୍ତି ଯିଏ କି ପରସ୍ପର ସାଥ ହୋଇ ହୋଟେଲଟିକୁ ଦୁଖେ ସୁଖେ ଚଲାଉଛନ୍ତି ।

ସେ କାନ୍ଦି କାନ୍ଦି କହିଛନ୍ତି ଯେ ସେମାନେ ଖଟୁଛନ୍ତି ବହୁତ ମାତ୍ର ସେହି ପରିମାଣରେ ତାଙ୍କର ଲାଭ କିଛି ହେଉନାହିଁ । ଆଜିଭଳି ମହଙ୍ଗା ଦିନରେ ଆମିଷ ୬୦ ଟଙ୍କାରେ ମିଳିବା ବହୁତ ବଡ କଥା ଅଟେ । ଏବଂ ମଉସା ଦୀର୍ଘ ବର୍ଷ ହେବ ଏହିଭଳି ହୋଟେଲଟିକୁ ଚଳାଇଆସୁଛନ୍ତି ।

ଏହାକୁ ନେଇ ତାଙ୍କ ପତ୍ନୀ କହିଛନ୍ତି ଯେ ତାଙ୍କ ସ୍ଵାମୀ ଙ୍କର ଅପରେସନ ହେବାର ଅଛି । ଏବଂ ସେଥି ନିମନ୍ତେ ୫୦ ରୁ ୬୦ ହଜାର ଅର୍ଥ ଦରକାର ହେବ । କିନ୍ତୁ ଏଭଳି ଭାବରେ ବେପାର ହେଉନାହିଁ ଯେ ସେ ନିଜ ସ୍ଵାମୀ ଙ୍କ ଚିକିତ୍ସ୍ୟା କରାଇ ପାରିବେ । ତଥାପି ସୁଖେ ଦୁଖେ ଚେଷ୍ଟା ଚଳାଇଛନ୍ତି ଯେ କିଛି ଅର୍ଥ ମଧ୍ୟରୁ ରଖି ତଥା ସଞ୍ଚଯ କରି ମଉସା ଙ୍କ ଅପରେସନ କରାଇ ପାରିବେ ।

କାରଣ ସେ ବହୁତ କଷ୍ଟ ପାଉଥିବା କଥା କହିଛନ୍ତି । ତେବେ ଆମ୍ଭେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛୁ ଯେ ତାଙ୍କ ହୋଟେଲ ପୂର୍ବଭଳି ଲୋକାରଣ୍ୟ ହୋଇ ଚାଲୁ, ଏବଂ ମଉସା ତାଙ୍କ ଅପରେସନ ଯଥା ସମ୍ଭବ କରି ପାରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button