ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବହୁ ଚର୍ଚିତ ତପସ୍ଵିନୀ ଘଟଣାରେ ପୁଣି ଆସିଛି ଏକ ନୂଆ ମୋଡ । ହଁ ବନ୍ଧୁଗଣ ଏପରି କିଛି ଖବର ବର୍ତ୍ତମାନ ସମୟରେ ଆସି ପହଞ୍ଚିଛି । ତେବେ ଡାକ୍ତର ସୁମିତ ଓ ତପସ୍ଵିନୀଙ୍କୁ ନେଇ କିଛି ଦିନ ତଳେ ପାରିବାରିକ କଳହ ଦେଖା ଯାଇଥିଲା । ତାପରେ ଏହି ଘଟଣାର ସମାଧାନ କରାଯାଇ କୋର୍ଟ ତପସ୍ଵିନୀଙ୍କୁ ତାଙ୍କ ଶାଶୁ ଘରେ ରାଜିବାର ଅନୁମତି ମଧ୍ୟ ଦେଇଥିଲେ । ଯେଉଁଠାରେ ତପସ୍ଵିନୀଙ୍କ ରୁମ୍ ଲାଇଟ ତାଙ୍କ ଶାଶୁ ଘରେ ଲୋକେ କାଟିଦେଉଛନ୍ତି । ତେବେ ତପସ୍ଵିନୀଙ୍କ କହିବା ଅନୁଯାଇ ମୁଁ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଛି । ଏହି ସମୟରେ ଶାଶୁ ଘର ଲୋକେ ମୋତେ ବାରମ୍ବାର ହଇରାଣ କରିବାରେ ଲାଗି ପଡିଛନ୍ତି । ତେବେ ମୋ ରୁମ୍ କୁ ସୁମିତଙ୍କ ଆସିବା ଦେଖି ଘର ଲୋକ ସହି ପାରୁନାହାନ୍ତି । ତେବେ ଗତ ୪ ରୁ ୫ ଦିନ ଧରି ହେବ । मधुमेह से मिली हमेशा के लिए निजात! मैंने बस सोने से पहले ये किया INSUGR शोंडा राइम्स के शोज़ के सबसे हॉट मोमेंट्स जो फैंस भूल नहीं सकते Brainberries Your Cuddle Style Might Reveal More Than You Think Herbeauty होश उड़ा देने वाले पल जो हुए कैमरे कैद Brainberries ମୁ ରହୁଥିବା ରୁମ୍ ଲାଇନ କାଟି ଦେଉଛନ୍ତି । ଯାହା ଯୋଗୁ ମୋର ପାଠ ପଢାରେ ଅସୁବିଧା ହେଉଛି । ତେବେ ଏଥିଯୋଗୁ ଶାଶୁ ଘର ପରିବାରରେ କହିଲେ । ସେ ମୋ କଥା ଜମାରୁ ମଧ୍ୟ ଶୁଣୁନାହାନ୍ତି । ଓଲଟା ମୋ ବାପା, ମାଆ ଲଗାଇ ଗାଳି ଗୁଲଜ କରୁଛନ୍ତି । ଏହା ସହିତ ଅଯଥା ଯୁକ୍ତି ତର୍କ କରି ଆମେ ଲାଇନ କାଟିବା କଥା ଲାଇନ କାଟିବୁ । Diabetes Won’t Trouble You—do This Before Bed Dia Amrit One Of The First Female Scientists To Dirty With Fieldwork Herbeauty भुबनेश्वर: महिला ने ढूँढा डायबिटीज से बचने का उपाय जो हो गया वायरल INSUGR This ‘Horsegirl’ Gallops And Jumps Like The Real Thing Brainberries ତୋର କଣ କରିବା ଇଛା ତୁ ଜା କରିବୁ କହି ଧମକ ମଧ୍ୟ ଶାଶୁ ଘର ଲୋକେ ତପସ୍ଵିନୀଙ୍କୁ ଦେଉଛନ୍ତି । ତେବେ ତପସ୍ଵିନୀ ସିଭିଲ ସର୍ଭିସ ପାଇଁ ନିଜର ପ୍ରସ୍ତୁତି ଚଳାଇଛନ୍ତି । ତେବେ ପ୍ରଥମେ ଏକ ପରୀକ୍ଷାରେ ମଧ୍ୟ ତପସ୍ଵିନୀ କୃତକାର୍ଯ୍ୟ ହୋଇ ଉତ୍ତୀନ ହୋଇଛନ୍ତି । ତେବେ ତାପରେ ଫେବୃଆରି ଓ ମେ’ ମାସରେ ମଧ୍ୟ ତପସ୍ଵିନୀଙ୍କର ପରୀକ୍ଷା ରହିଛି । ହେଲେ ତପସ୍ଵିନୀଙ୍କ ଶାଶୁ ଘର ଲୋକେ ତପସ୍ଵିନୀଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି କରିବା ପାଇଁ ବାରମ୍ବାର ଲାଇନ କାଟି ଦେଉଛନ୍ତି । ତେବେ ଏହି ଘଟଣାକୁ ନେଇ ତପସ୍ଵିନୀ ସମାଜସେବୀ ପ୍ରମିଳାଙ୍କ ଦ୍ଵାରସ୍ଥ ହୋଇଥିଲେ । ତେବେ ପ୍ରମିଳାଙ୍କୁ ତପସ୍ଵିନୀ ନିଜର ସବୁ ସମସ୍ଯା ଜଣାଇଥିଲେ । ତାପରେ ସମାଜସେବୀ ପ୍ରମିଳା ଓ ତପସ୍ଵିନୀ ମିଶି ନ୍ୟାୟ ପାଇବା ପାଇଁ ଏସପିଙ୍କ ନିକଟକୁ ଆଗେଇ ଯାଇଥିଲେ ।

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୋଲିସଙ୍କ ହାତରେ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରକ୍ଷିତ ତ ! ତେବେ ଏପରି କିଛି ମନ୍ତବ୍ୟ ବିଜେଡି ନେତା ଦେବାଶିଷ ନାୟକଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ତାଙ୍କ କହିବା ଅନୁଯାଇ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କୁ guli କରି htya କରାଯିବା କଥା ବହୁତ ଦୁଃଖନୀୟ ଘଟଣା ଅଟେ । ତେବେ ସଂପୂର୍ଣ୍ଣ ଭାରତ ବର୍ଷରେ ଏଭଳି ଘଟଣା ହୁଏତ ୨ ଥର ଦେଖାଗଲା ।

କାରଣ ପ୍ରଥମ କରି ଇନ୍ଦିରା ଗାନ୍ଧୀଙ୍କ ଘରେ ତାଙ୍କ ସୁରକ୍ଷା ଦାୟିତ୍ଵରେ ରହିଥିବା ସିକ୍ଯୁରୀଟି ଗାର୍ଡ ମଧ୍ୟ ଇନ୍ଦିରା ଗାନ୍ଧୀଙ୍କୁ ଆକ୍ର-ଅମଣ କରିଥିଲେ । ତେବେ ଏଠାରେ ରକ୍ଷକ ଭକ୍ଷକ ସାଜିଲା ପରି କାମ ହୋଇଛି । ତେବେ ଯେଉଁଠାରେ କି ସୁରକ୍ଷା ଦାୟିତ୍ଵରେ ରହିଥିବା ପୋଲିସ ହିଁ ମନ୍ତ୍ରୀଙ୍କୁ mariବାକୁ ଉଦ୍ୟମ କରିଲା । ତେବେ ଯାହାକି ବର୍ତ୍ତମାନ ସମୟରେ ପୋଲିସ ସଂପୂର୍ଣ୍ଣ ଟିମ ପାଇଁ ଏକ କଳଙ୍କ ସାଜିଲା ।
ତେବେ ଯେଉଁ ମାନେ ଲୋକଙ୍କୁ ସୁରକ୍ଷା ଦେବା ଦାୟିତ୍ଵରେ ରହିଛନ୍ତି । ସେମାନେ ଯଦି ଏଭଳି କାର୍ଯ୍ୟ କରିବେ । ତେବେ ଲୋକମାନେ ଅନ୍ୟ କାହା ଉପରେ ବିଶ୍ବାସ କରିବେ । ତେବେ ଏପରି କ୍ଷେତ୍ରରେ କହିବାକୁ ଗଲେ । ବିଜେଡି ନେତା ଶୁଭାଶିଷ ନାୟକଙ୍କ କହିବା ଅନୁଯାଇ ପୋଲିସଙ୍କ ହାତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରକ୍ଷିତ ଅଛନ୍ତି ।
କାରଣ ମନ୍ତ୍ରୀ ନବ ଦାସଙ୍କୁ ମଧ୍ୟ ଏତେ ଜନ ସମାଗମ ମଧ୍ୟରେ ପୋଲିସ ଥିବା ଅବସ୍ଥାରେ ହିଁ ସେହି ପୋଲିସ ବିଭାଗର ପୋଲିସ ମନ୍ତ୍ରୀଙ୍କୁ guli କରିବା ପାଇଁ ଦୁଃସାହସ କରିପାରୁଛି । ତେବେ ପୋଲିସ ଡିଜି ଏହି ପ୍ରସଙ୍ଗରେ କଣ ପାଇଁ ଚୁପ ହୋଇ ବସିଛନ୍ତି । ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ତେବେ ଡିଜି ଏହି ପ୍ରସଙ୍ଗରେ ନିଜର ଷ୍ଟେଟମେଣ୍ଟ ଦିଅନ୍ତୁ । ଏହା ସହିତ ଦୃଢ ବିଶ୍ବାସରେ ଆମ ମୁଖ୍ୟମନ୍ତ୍ରୀ ଆମ ପୋଲିସ ସୁରକ୍ଷା ବଳୟରେ ସୁରକ୍ଷିତ ଅଛନ୍ତି କି ନାହିଁ ଜବାବ ଦିଅନ୍ତୁ ।

ତେବେ ନେତା ଶୁଭାଶିଷ ନାୟକଙ୍କ କହିବା ଅନୁଯାଇ ବ୍ୟକ୍ତିଗତ ସ୍ତରରେ ମନ୍ତ୍ରୀ ନବ ଦାସଙ୍କୁ ମୁଁ ଜାଣିଛି । ତେବେ ସେ ଦଳରେ ମଧ୍ୟ ଜଣେ ଦକ୍ଷ ଓ ସୁସଙ୍ଗଠିତ ମନ୍ତ୍ରୀ ରୂପେ ନିଜର କାର୍ଯ୍ୟ ନିର୍ବାହ କରୁଥିଲେ । ତେବେ ତାଙ୍କ ସହିତ ଏଭଳି ହୋଇଯିବା ଏହା ସହିତ ତାଙ୍କର ପରଲୋକ ଘଟିବା । ଏହା ବହୁତ ବଡ ଏକ ଦୁଃଖ ଖବର ଆମ ମାନଙ୍କ ପାଇଁ ଅଟେ ।



