ଦେଶ ବିଦେଶ

ମୋ ବୋହୂକୁ ପୁରା ନେଇଯା, ଆଉ ଲୁଚିକି କରନା…ରାତିରେ ବୋହୂର ରାସଲୀଳା ଧରିଲା ଶ୍ୱଶୁର, ସକାଳୁ ସେହି ପ୍ରେମିକକୁ ବୋହୂ ସହ କରିଦେଲା ବାହା,

ଦର୍ଶକ ବନ୍ଧୁ ବର୍ତ୍ତମାନର ଡିଜିଟାଲ ଯୁଗରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେବେଠାରୁ ଇଣ୍ଟର୍ନେଟ ଆଉ ସୋସିଆଲ ମିଡିଆ ଆସିଲାଣି ସେବେଠାରୁ ଲୋକ ମାନେ ଯେକୌଣସି ସ୍ଥାନରେ ରହି ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣି ପାରୁଛନ୍ତି । ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଭିଡିଓ ଭାଇରାଲ ହେଉଛି ।

ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଜ ମୁଣ୍ଡରେ ହାତ ଦେବେ । ଏହି ଘଟଣାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା କାରଣ ଏହି ଘଟଣାଟି ଆଉ କେଉଁଠି ନୁହଁ ଆମ ରାଜ୍ୟରେ ଘଟିଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ବନ୍ଧୁଗଣ ଗତ କିଛି ଦିନ ତଳେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ବୋହୂ ନିଜ ପ୍ରେମିକକୁ ଘରକୁ ଡାକି ରାସନୀଳା କରୁଥିଲା । ସେହି ସମୟରେ ଶାଶୁ ଶଶୁର ଉଭୟ ପ୍ରେମିଯୁଗଳଙ୍କୁ ଧରି ଦେଇଥିଲେ । ଶଶୁର ଉକ୍ତ ଯୁବକଙ୍କୁ କହିଥିଲେ ତୁ ମୋ ବୋହୂ ସହ କେତେ ଥର କରିଛୁ । ଏହି ଘଟଣାକୁ ନେଇ ସେତେବେଳେ ସମସ୍ତ ସ୍ଥାନରେ ଚର୍ଚ୍ଚା ସୃଷ୍ଟି ହୋଇଥିଲା ।

ଅନ୍ୟ ପକ୍ଷେ ଶଶୁର ବୋହୂକୁ ଯେଉଁ ସବୁ କଥା କହିଥିଲେ ତାହା ଆମେ ଆପଣ ମାନଙ୍କୁ କହିବା ଟିକେ କଷ୍ଟକର । ଆପଣ ମାନଙ୍କୁ ଏହି ଘଟଣା ନିଶ୍ଚୟ ମନେ ଥିବ । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଶାଶୁ ଶଶୁର ନିଜ ବୋହୂ ଆଉ ତାର ପ୍ରେମିକର ବିବାହ କରି ଦେଇଛନ୍ତି । ଉଭୟଙ୍କ ବିବାହ କରି ଜବରଦସ୍ତି କାରରେ ବସାଇ ବିଦା କରୁଥିବାର ନଜର ଆସୁଛନ୍ତି ।

ଶାଶୁ-ଶଶୁର ବୋହୂକୁ ଯେଉଁ ନାମ ଦେଇଛନ୍ତି ତାହା ବୋଧ ହୁଏ ଆଉ କେଉଁ ଶାଶୁ-ଶଶୁର ଦେଇ ନଥିବେ । ଏମିତି ଅନେକ ଥର ବୋହୂ ମାନେ ପରକ୍ରିୟା ପ୍ରୀତି ମାମଲାରେ ଧରା ପଡିଛି । ହେଲେ ଏମିତି କାହା ସହ ବି ହୋଇ ନଥିବ । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି ଆଉ ଲୋକ ମାନେ ମଧ୍ୟ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଉଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button