ବିଚାର

ଜାଣନ୍ତୁ ଘରକୁ ପିମ୍ପୁଡି ଆସିବା ଭଲ ନା ଖରାପ

ବାସ୍ତୁ ଅନୁସାରେ ଏମିତି କିଛି ସଙ୍କେତ ଅଛି ଯାହାକୁ ଶୁଭ ମାନି ନିଆଯାଇ ନଥାଏ। ସେଥିପାଇଁ ବନ୍ଧୁଗଣ ଆପଣ ମାନଙ୍କୁ ମୋର ଏହି ବିନମ୍ର ଅନୁରୋଧ କି ଯଦି ଆପଣ ନିଜ ଘରେ ଏହି ସଂକେତ ଦେଖୁଛନ୍ତି ତାହେଲେ ସମୟ ଆସିବା ପୁର୍ବରୁ ସତର୍କ ହୋଇଯାଅନ୍ତୁ। ଆଉ ଏହାର ଉପାୟ କରିବାକୁ ଚେଷ୍ଟା କରନ୍ତୁ।ସେଥିପାଇଁ ବନ୍ଧୁଗଣ ଆଜି ଆମେ ଜାଣିବା କିଛି ଏମିତି ସଂକେତ ଯାହା କୁ ଜାଣିବା ପରେ ଆପଣ ସମୟ ଆସିବା ପୂର୍ବରୁ ହିଁ ସତର୍କ ହୋଇଯିବେ।

ଆଜି ଆମେ ଭଗବାନ ଙ୍କ ପ୍ରତି ଥିବା ଭକ୍ତି ଆଉ ଭାବନା ବିଷୟରେ ଆଲୋଚନା କରିବୁ ,ଯାହା ଦ୍ୱାରା ଆପଣଙ୍କ ଜୀବନ ର ସବୁ ଦୁଃଖ ଆଉ ସମସ୍ୟା ଦୁରୀଭୂତ ହୋଇଯିବ।ବନ୍ଧୁଗଣ ବାସ୍ତୁ ଅନୁସାରେ କୁହାଯାଏ କି ଯଦି ଆପଣ ନିଜ ଘରେ ଏହି କାମ ହେବାର ଦେଖୁଛନ୍ତି ତ ତା ପାଇଁ ଏହି ଉପାୟ ଗୁଡିକୁ ନିଶ୍ଚୟ ଅନୁସରଣ କରନ୍ତୁ। ତେଣୁ ଚାଲନ୍ତୁ ଆରମ୍ଭ କରିବା।

ବନ୍ଧୁଗଣ ବାସ୍ତୁ ଅନୁସାରେ କୁହାଯାଏ କି ଯଦି ଆପଣ ଙ୍କ ଘର ଭିତରେ କଳା ମୂଷା ମାନଙ୍କ ସଂଖ୍ୟା ବଢିଯାଉଛି ତାହେଲେ ଏହା ଅମଙ୍ଗଳ ର ସଂକେତ ଦେଇପାରେ। ଯଦି କବାଟ,ଝରକା ଆଲମାରୀ ଇତ୍ୟାଦି ରେ ପୋକ ଲାଗିଯାଇଛି ଅଥବା ଘର ଭିତରେ ମହୁବଶା ଦେଖାଯାଉଛି ତାହେଲେ ଏହାକୁ ମଧ୍ୟ ଶୁଭ ମନା ଯାଏ ନାହିଁ।

ବାସ୍ତୁ ରେ ଉତ୍ତର ଦିଗ କୁ ବହୁତ ଶୁଭ ମନା ଯାଇଥାଏ ,କୁହାଯାଏ କି ଯଦି ଘର ର ଉତ୍ତର ଦିଗ ସଫସଫି ଅଛି ତାହେଲେ ଘରେ ଧନ ର ଆଗମନ ହବ। ଆଉ ବାକି ରହିଲା ଅନ୍ୟ ହାନିକାରକ ବିଷୟବସ୍ତୁ ,ତ ମୋ ମତ ଏଇଆ କି ଯେତେବେଳେ ବି କିଛି ହାନିକାରକ ସଂକେତ ଆପଣଙ୍କୁ ଦେଖାଯିବ ତାହେଲେ ତାକୁ ତୁରନ୍ତ ହଟେଇଦିଅନ୍ତୁ ଏବଂ ବାସ୍ତୁ ପୂଜା କରନ୍ତୁ। ଏହାଦ୍ୱାରା ବିଗତ ସମସ୍ୟା ଗୁଡିକ ଆଉ ଘଟିବ ନାହିଁ

ବାସ୍ତୁ ଅନୁସାରେ କୁହାଯାଏ କି ଯଦି ଘରକୁ କଳା ପିମ୍ପୁଡି ଆସୁଛନ୍ତି ତାହେଲେ ଏହା ବହୁତ ଶୁଭ ହୋଇଥାଏ,ମାତ୍ର ଯଦି ଘରେ ନାଲି ରଙ୍ଗ ର ପିମ୍ପୁଡି ଅସୁଛନ୍ତି ତାହେଲେ ଏହା ଅଶୁଭ ହୋଇଥାଏ। କୁହାଯାଏ ଯେ ଏହା କୌଣସି ହାନି ର ସୂଚକ ଅଟେ। ସେଥିପାଇଁ ଏମିତି ହେବାପରେ ତୁରନ୍ତ ସତର୍କ ହୋଇଯିବା ଦରକାର।


ଏହି ସଂକେତ ଏହା ସୁଚେଇଦିଏ କି ଘର ର ସବୁ ସଦସ୍ୟ ଙ୍କୁ ସମସ୍ୟା ଉଠେଇବାକୁ ପଡିବ। ଏହା ଘର ର ସୁଖ ଶାନ୍ତି ହଉ ଅଥବା ଆର୍ଥିକ ସମସ୍ୟା ହଉ, ଘର ର ଲୋକ ମାନଙ୍କ ଭିତରେ କଳହ ଲାଗି ରହିପାରେ। ଘରେ ଅଶାନ୍ତି ବଜାୟ ରହିପାରେ। ଏହି ସଂକେତ ଏହା ମଧ୍ୟ ସୁଚେଇଦିଏ କି ଲୋକ ମାନଙ୍କ ବୈବାହିକ ଜୀବନ ଦୁଃଖମୟ ହେଇଯିବ। ଅଶାନ୍ତି କଳି ଝଗଡା ଲାଗିରହିବ। ଏହାର ପ୍ରଭାବ ଆମ ପରିବାର ର ମୁରବି ଉପରେ ସର୍ବାଧିକ ହୋଇଥାଏ।ଏହାଦ୍ୱାରା ମୁରବି ସର୍ବଦା ଅଶାନ୍ତି ରେ ସମୟ ବିତାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button