ମନୋରଞ୍ଜନ

‘ତା ଅଧୁରା କାମକୁ କରିବି ପୁରା, ବେଦୀରେ ବସି ମୁଁ ହୋଇବି ବାହା, କେନ୍ଦ୍ରାପଡ଼ାରେ ମୁଁ ଚୁଡ଼ା ଚାଉଳ ବାଣ୍ଟିବି, ହେଲେ କେବେ ବି ତାକୁ…’

ବନ୍ଧୁଗଣ, ସୂଚନା ଅନୁଯାୟୀ କେନ୍ଦ୍ରାପଡା ରେ ସଞ୍ଜୟ ଙ୍କ ପରିବାରକୁ ସାହାର୍ଯ୍ୟର ହାତ ବଢାଇବାକୁ ଯାଇଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ତେବେ ବର୍ତ୍ତମାନ ରାଣୀ ପଣ୍ଡା ଏବଂ କେନ୍ଦ୍ରାପଡା ର ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଙ୍କୁ ନେଇ କିଛି ଏଭଳି ଚର୍ଚ୍ଚା ହେବାକୁ ଲାଗିଛି ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ଏହି କିଛି ଦିନ ହେବ ଏକ ଖବର ଶୁଣିବାକୁ ମିଳିଥିଲା ଯେ ଗୋଟିଏ ପୁଅ ପାଇଁ ତା’ ମା’ 1 ଟଙ୍କା ଲେଖାଏଁ ମାଗୁଛି ।

ଆଉ ତାଙ୍କୁ ସାହାର୍ଯ୍ୟ କରିବା ପାଇଁ ସେହି ଗ୍ରାମର ସରପଞ୍ଚ ମଧ୍ୟ ଭିକ୍ଷାବୃତି କରୁଛନ୍ତି । ଠିକ ସେହି ସମୟରେ ଯାତ୍ରା ଅଭିନେତ୍ରୀ ରାଣୀପଣ୍ଡା ପହଞ୍ଚିଥିଲେ ତାଙ୍କ ପାଖରେ । ତାଙ୍କ ପାରୁ ପର୍ଯ୍ୟନ୍ତ ସେ ଯେତିକି ସାହାର୍ଯ୍ୟ କରି ପାରିବେ ସେତିକି ସାହାର୍ଯ୍ୟ ର ହାତ ବଢାଇଥିଲେ ପରିବାରକୁ । ତେବେ ମି-ଡି-ଆ ଭାଇ ମାନଙ୍କ ପ୍ରଶ୍ନ ଥିଲା ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ ଯେ ମାଡାମ ଏହା ହେଉଛି ଅନୁଭବ ମହାନ୍ତି ଙ୍କ କର୍ମ କ୍ଷେତ୍ର, ଆଉ କିଛିଦିନ ପୂର୍ବରୁ ଆପଣ ଅନୁଭବ ମହାନ୍ତି ଙ୍କୁ ବିବାହ କରିବେ ବୋଲି କହୁଥିଲେ ।

ଏହାର ଉତ୍ତରରେ ରାଣୀ ପଣ୍ଡା କହିଥିଲେ ଯେ ହଁ ସବୁବେଳେ ସେ ଅନୁଭବ ଙ୍କ ପଛରେ ଅଛନ୍ତି । ଅନୁଭବ ମହାନ୍ତି ତାଙ୍କ ହୃଦୟରେ ଅଛନ୍ତି, ସେ ବର୍ତ୍ତମାନ ଟିକିଏ ବାମ୍ଫ ନେଇଛନ୍ତି, ତଥା ପୋଲିଓ ଖାଇଛନ୍ତି, ଏବଂ ଟୀକା ନେଇଛନ୍ତି ସେଥିପାଇଁ, ତାଙ୍କୁ ଟିକିଏ ଜର ହୋଇଛି ଆଉ ରାଣୀ ସେଥିପାଇଁ ଧାଇଁ ଆସିଛନ୍ତି ।

ରାଣୀ ଙ୍କର ଏଭଳି କହିବାର ଅର୍ଥ ହେଉଛି ଯେ ଅନୁଭବ ମହାନ୍ତି ବହୁତ ଡିପ୍ରେସନରେ ଅଛନ୍ତି ତାଙ୍କ ବ୍ୟକ୍ତିଗତ ଜୀବନରେ ଯାହା ସବୁ ହେଉଛି । ତାଙ୍କର ଅଲଗା କାର୍ଯ୍ୟରେ ମଧ୍ୟ ବ୍ୟସ୍ତ । ଏଣୁ ସେ ଆସି ନାହାଁନ୍ତି ରାଣୀ ପଣ୍ଡା ଆସି ପହଞ୍ଚିଛନ୍ତି କେନ୍ଦ୍ରାପଡା ରେ ଏବଂ ରାଣୀ ପଣ୍ଡା କରିବା ଯାହା ଅନୁଭବ ମହାନ୍ତି କରିବା ମଧ୍ୟ ସେୟା ।

କିଏ ଲକ୍ଷ ଲକ୍ଷ ରେ ଖେଳ ଖେଳୁଥିଲେ ରାଣୀ ପଣ୍ଡା ହଜାର ହଜାର ରେ ଖେଳ ଖେଳିବେ ବୋଲି କହିଥିଲେ । ଅର୍ଥାତ ସେ ଅତ୍ୟନ୍ତ ଧନୀ ବ୍ୟକ୍ତି ନୁହଁନ୍ତି । କିନ୍ତୁ ଗରିବ ତଥା ଅସହାୟ ଲୋକ ଙ୍କ ପାଇଁ ଯାହା ତାଙ୍କ ପକ୍ଷେ ସମ୍ଭବ ହୋଇପାରିବ ସେ ତାହା ନିଶ୍ଚିତ କରିବେ ବୋଲି କହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button