ବନ୍ଧୁଗଣ, ଚର୍ଚ୍ଚିତ ଚେହେରା ବିଧାୟକ ସୁର ରାଉତରାୟଙ୍କୁ କିଏ ବା ନ ଜାଣେ ? ସୁର ନିଜ ଦମଦାର କଥା ତଥା କିଛି ବିଶେଷ ଡାଇଲୋଗ ପାଇଁ ବେସ ଚର୍ଚିତ ଅଟନ୍ତି ତଥା ଲୋକେ ମଧ୍ୟ ତାଙ୍କୁ ବେସ ସନ୍ନମାନ ଭଲ ପାଇବା ଦେଇ ଆସିଛନ୍ତି । ତେବେ ନବବର୍ଷ ଉପଲକ୍ଷେ ସୁର କିଛି ଏଭଳି କଥା କହିଛନ୍ତି ଭୁବନେଶ୍ଵର ଝିଅଙ୍କୁ ନେଇ, ତେବେ ଆସନ୍ତୁ ଜାଣିନେବା ଯେ ସୁର ବାବୁ କ’ଣ ମନ୍ତବ୍ୟ ଦେଇଛନ୍ତି ? ସୁର କହିଛନ୍ତି ଯେ ନୂଆବର୍ଷ ଆସିଛି କିନ୍ତୁ ଆଗ ପୁରୁଣା ବର୍ଷର ଆଡକୁ ଦେଖିବାକୁ ହେବ । ଆଃ ଭୁବନେଶ୍ଵର ଲୋକଙ୍କୁ ମାନିବାକୁ ହେବ । ଭଗବାନ ଙ୍କ କୃପାରୁ 2023 ବିଶ୍ବରେ ଆଗ ଶାନ୍ତି ପ୍ରତିଷ୍ଠା ହେଉ । ଭାରତବର୍ଷ ରେ ମଧ୍ୟ ଶାନ୍ତି ପ୍ରତିଷ୍ଠା ହେଉ । ଓଡିଶା ତଥା ଉତ୍କଳ ମହାନ ଏଠାରେ ସମସ୍ତଙ୍କ ମଙ୍ଗଳ ହେଉ ଛାତ୍ରମାନେ ଭଲ ପଢନ୍ତୁ । 79 साल की उम्र में भी मर्दाना ताकत 10 गुना कैसे बढ़ाएं? Tantra Max 11 Ayurveda Health Secrets From Ancient India Herbeauty Nick Stars Then Vs. Now—Who Aged Best? Find Out Brainberries फिटकरी के फायदे सुनकर हैरान रह जाएंगे, बुरी नजर से भी बचाती है ये Brainberries ଏକ ଷ୍ଟେଜ ପ୍ରୋଗ୍ରାମରେ ସୁର ବାବୁ ଏହିଭଳି ପପୁ ପମପମ ଙ୍କ ସହିତ ମଜାମସ୍ତି କରିବା ସହିତ ସୁଲୋଚନା ଙ୍କୁ ନେଇ କିଛି ବିଶେଷ କଥା କହିଥିଲେ । ସୁର କହିଥିଲେ ଯେ ଭୁବନେଶ୍ଵର ର ଝିଅ ସୁଲୋଚନା ହେଉଛନ୍ତି ତାଙ୍କ ସାନ ଭଉଣୀ । ଭୁବନେଶ୍ଵରର ଝିଅ ଓଃ ବିୟୁଟିଫୁଲ । 60 ବର୍ଷ ହେଲା ଭୁବନେଶ୍ବରରେ କାମ କରୁଛନ୍ତି ସେ, ମାତ୍ର 4 ରୁ 5 ଟି ୟୁନିଟି ଥିଲା । जिन्हें भी डायबिटीज है वह सोने से पहले ये उपाय आज़माएं INSUGR 79 साल की उम्र में भी मर्दाना ताकत 10 गुना कैसे बढ़ाएं? Tantra Max What Really Happened Behind The Scenes At Disney Channel Brainberries फिटकरी के फायदे सुनकर हैरान रह जाएंगे, बुरी नजर से भी बचाती है ये Brainberries 6 ପର୍ଯ୍ୟନ୍ତ 7 ନଥିଲା, ଟିଭି ସବୁ ଗାଁ ମାନଙ୍କରେ ଲାଗୁଥିଲା । ସେହିଦିନଠାରୁ ସୁର ରାଉତରାୟ ଭୁବନେଶ୍ଵରରେ କାମ କରି ଆସୁଛନ୍ତି । ଏତେଦିନ ପରେ ବିୟୁଟିଫୁଲ ମେୟର ଆମର, ବିଚିଙ୍ଗ ପକାଇବା, ଫିନାଇଲ ପକାଇବା, ମଶାଧୂଆଁ ବୁଲାଇବା, ଏହା ସହିତ ମର୍ଡନ ଚେଷ୍ଟା ଯାହା ସବୁ କରାଯାଉଛି ଆକାଶମାର୍ଗ ରୁ ତାକୁ ସେ ସବୁ ଅତ୍ୟନ୍ତ ଭଲ କଥା ଅଟେ । ଏ ସବୁ ଆଦୌ ନଥିଲା କିଛି ରାସ୍ତାରେ ମଧ୍ୟ ଉତ୍ତମ କାମ ସବୁ ହେଉଛି । ଡ୍ରେନ କାମ ହେଉଛି, ଗରିବ ଆଦିବାସୀ ଯିଏ ସବୁ ଅଛନ୍ତି ଝୋପଡିରେ ତାଙ୍କ ନିମନ୍ତେ ଥଇଥାନର ବ୍ୟବସ୍ଥା ହେଉଛି । ସୁନ୍ଦର କାମ ସବୁ ମୁନିସିପାଲଟିର ଚାଲିଛି । ୱାର୍ଡ ବୁଲିବା ସହିତ ଅସୁବିଧା ସବୁ ବୁଲି ବୁଝୁଛନ୍ତି । ଭାରତ ସରକାର ମଧ୍ୟ କିଛି ଅର୍ଥ ସାହାର୍ଯ୍ୟ କରିବା ଆବଶ୍ୟକ । ଖାଲି ଓଡିଶା ସରକାର ଏ ନେଇ ଅର୍ଥ ସାହାର୍ଯ୍ୟ କରିଲେ ହେବ ନାହିଁ ବୋଲି କହିଥିଲେ ମେୟର ସୁଲୋଚନା ଙ୍କୁ ନେଇ ସୁର ରାଉତରାୟ ।

ବନ୍ଧୁଗଣ, ସୂଚନା ଅନୁଯାୟୀ ଯାଜପୁର ଅଞ୍ଚଳରେ ମାଙ୍କଡଟି ତାଣ୍ଡବ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଆସନ୍ତୁ ଏ ନେଇ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ଖବର ଅନୁଯାୟୀ ତାଟି କବାଟ ସବୁ ବନ୍ଦ କରି ରଖୁଛନ୍ତି ଗ୍ରାମବାସୀ । ବାହାରକୁ ବାହାରିବାକୁ ମଧ୍ୟ ଭୟ ଲାଗୁଛି । ହାତରେ ଠେଙ୍ଗାବାଡି ଧରି ସଜାଗ ଅଛନ୍ତି ଗ୍ରାମବାସୀ । ଅପର ପାର୍ଶ୍ଵରେ ରାଜରାସ୍ତାରେ ହୁତୁ ହୁତୁ ହୋଇ ଜଳୁଛି ନିଆଁ । ଯାହାକୁ ଚାହିଁବେ ସମସ୍ତ ଙ୍କ ମୁହଁରେ ଭୟର ବାତାବରଣ ।

କ’ଣ ହୋଇଛି ବୋଲି ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇ ବସିବେ । ଗୋଟିଏ ମାଙ୍କଡ ଗାଁ ର 15 ରୁ ଅଧିକ ଲୋକଙ୍କୁ କାମୁଡି କ୍ଷତାକ୍ତ କରିସାରିଲାଣି । କାହାର ଗୋଡରେ ମାଂସ ନାହିଁ ତ କାହା ହାତରୁ ମାଂସ ପୁଳାଏ ଝାମ୍ପି ନେଇଛି । ଏହି ଘଟଣା ହେଉଛି ଯାଜପୁର ଥାନା ଅନ୍ତର୍ଗତ ବିଜିପୁର ଏବଂ ଇନ୍ଦାସ ଗ୍ରାମରେ । ଗତ 15 ଦିନ ହେବ ଗୋଟିଏ ମାଙ୍କଡ ଆତଙ୍କ ଖେଳାଇଛି ।
ସେ ଲୁଚି ରହୁଛି ଏବଂ ଦୌଡି ଆସି ପୁଳାଏ ପୁଳାଏ ମାଂସ ଝାମ୍ପି ନେଉଥିବାର ଅଭିଯୋଗ ହେଉଛି । ଗ୍ରାମବାସୀ ଙ୍କର କହିବା ଅନୁଯାୟୀ 5 ତାରିଖରୁ ମାଙ୍କଡଟି ଆସି ସମସ୍ତଙ୍କୁ କାମୁଡି ବାରେ ଲାଗିଛି । ଘରୁ ବାହାର କରି ଦେଉନି କାହାକୁ ମଣିଷ ଦେଖିଲା ମାତ୍ରେ ମାଙ୍କଡଟି ତାଙ୍କ ଉପରକୁ ଡେଉଁଛି । 8 ଦିନ ହେବ ସମସ୍ତେ ଭୟରେ ଘରେ କବାଟ ଦେଇ ରହୁଛନ୍ତି ।
ବନ ବିଭାଗ ମାଙ୍କଡକୁ ଆୟତ କରି ପାରୁ ନଥିବାରୁ ଗ୍ରାମବାସୀ ନିଆଁ ଜାଳି ରାସ୍ତାରୋକ କରିଥିଲେ । ଗ୍ରାମରେ ଯାଜପୁର ରୋଡ ବନ ଅଧିକାରୀ ଏବଂ ରେସକ୍ୟୁ ଟିମ ପହଞ୍ଚି ଉତପାତ ଚଳାଇଥିବା ମାଙ୍କଡ କୁ ଧରିବା ପାଇଁ ଉଦ୍ୟମ କରିଥିଲା । ଫରେଷ୍ଟର ଜ୍ୟୋତି ରଞ୍ଜନ ମହାପାତ୍ର କହିଥିଲେ ଯେ ମାଙ୍କଡ କୁ ଧରିବା ପାଇଁ ପ୍ରାୟ 20 ଜଣିଆ ଟିମ ଆସିଛନ୍ତି, ଚେଷ୍ଟା ଚାଲିଛି ମାଙ୍କଡଟିକୁ କିଭଳି ସୁରକ୍ଷିତ ଭାବରେ ଧରିପାରିବେ ।

ତେବେ ନିଶ୍ଚିତ ଭାବରେ ତାକୁ ଧରିବେ ବୋଲି କହିଥିଲେ ଫରେଷ୍ଟର । ଆଶ୍ଵାସନା ଦେଲେ ମଧ୍ୟ ମାଙ୍କଡଟି ଯେଉଁଭଳି ଭାବରେ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି ତାହା ତାଙ୍କ ହାତରେ ଧରିଥିବା ଠେଙ୍ଗାକୁ ଦେଖିଲେ ଜଣା ପଡୁଛି । ତେବେ ବଡ ଲୋକଙ୍କ ସମେତ ମାଙ୍କଡ ଛୋଟ ଛୋଟ ଛୁଆ ମାନଙ୍କ ଉପରେ ମଧ୍ୟ ଏହିଭଳି ଆକ୍ରମଣ କରୁଥିବାର ସୂଚନା ମିଳିଥିଲା ।


