ମନୋରଞ୍ଜନ

ନିଜ ପ୍ରେମିକା ଲୁମ୍‌ରୈନାଙ୍କୁ ନେଇ ଦେଖନ୍ତୁ କଣ କହିଲେ ଅଭିନେତା Raj Rajesh…

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ ଇଣ୍ଡଷ୍ଟ୍ରୀର ଅଭିନେତା ରାଜ ରାଜେଶ ଏହିଭଳି କିଛି ମନର କଥା ସେୟାର କରିଛନ୍ତି ଆସନ୍ତୁ ତେବେ ସେ ସବୁ କ’ଣ ଜାଣିନେବା ? ଅଭିନେତା ରାଜ ରାଜେଶ ଅନେକ ୱେବସିରିସ ସହିତ ଫିଲ୍ମ କରିଛନ୍ତି ଏବଂ ଅନେକ ଆୱାର୍ଡ ମଧ୍ୟ ପାଇଛନ୍ତି । ଏହାକୁ ନେଇ ସେ କହିଛନ୍ତି ଯେ ତାଙ୍କ ପାଇଁ ପ୍ରତୀଟି ଆୱାର୍ଡ ସ୍ପେଶିଆଲ ଥାଏ । ମାତ୍ର ଆୱାର୍ଡ ଅପେକ୍ଷା ରିୱାର୍ଡ ରେ ଅଧିକ ବିଶ୍ଵାସ ରଖନ୍ତି ଯାହାକୁ ଲୋକମାନେ ଅଧିକ ଜାଣୁଛନ୍ତି ।

ଲୋକମାନେ କେଉଁଠାରେ ତାଙ୍କ ସହିତ ଦେଖାହେଲେ ସେମାନେ କହିଥାନ୍ତି ଯେ ଆପଣଙ୍କ ଅଭିନୟ ଆମକୁ ବହୁତ ନ୍ୟାଚୁରାଲ ଲାଗେ । ଘରେ ଯେମିତି କଥା ହୁଅନ୍ତି ଆପଣ ସେହିଭଳି ସ୍କ୍ରିନ ଆଗରେ କଥା ହୁଅନ୍ତି । ଅଭିନେତା ରାଜ ରାଜେଶ ଙ୍କ ମାତା ପିତା ଙ୍କ କାରଣରୁ ସେ ଆଜି ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି ବୋଲି କହିଛନ୍ତି ।

ଏହା ସହିତ ସେ କହିଛନ୍ତି ଯେ ସେ ନିଜକୁ କେବେ ମଧ୍ୟ କହିବେ ନାହିଁ ଯେ ସେ ଏକ ସେଲିବ୍ରେଟି ବୋଲି, ତାଙ୍କୁ ଖୁସି ସେତେବେଳେ ଲାଗିଥାଏ ଯେ ତାଙ୍କ ବାପା ଙ୍କୁ ଦେଖିଲେ ସମସ୍ତେ କୁହନ୍ତି ଯେ ଇଏ ହେଉଛନ୍ତି ଅଭିନେତା ରାଜ ରାଜେଶ ଙ୍କ ବାପା । ଅଭିନେତା ରାଜ ରାଜେଶ କହିଛନ୍ତି ଯେ ଡେଭିଲ ଅଫ ମାଇ ୱାର୍ଲ୍ଡ ସେ ଲୁମ୍‌ରୈନା ଙ୍କୁ କହୁନ୍ତି ।

ଏଭଳି କହିବାର କାରଣ ହେଉଛି ଲୁମ୍‌ରୈନା ଙ୍କର ଡେଭିଲ ଭଳି ଦାନ୍ତ ଦୁଇଟି ରହିଛି । ଲୋକ ଖରାପ ଭାବୁଛନ୍ତି ତ ଆମେ ଖରାପ ସମୟରେ କାମରେ ଆସିଥାଉ । ଲୋକମାନେ ଖରାପ ଭାବୁଛନ୍ତି ମାତ୍ର ସେ ତାଙ୍କ ବାପା ମା’ ଙ୍କ ନଜର ସାମ୍ନାରେ ସେ ତଳେ ପଡି ନାହାଁନ୍ତି ତଥା ସେ ନିଜେ ନିଜ ସହିତ ଆଖି ମିଶାଇ ଛିଡା ହୋଇ ପାରୁଛନ୍ତି । ସେହିଭଳି ସେ କେବେ କାହାର କ୍ଷତି ଚାହିଁ ନାହାଁନ୍ତି ।

ମାତ୍ର ଯେତିକି ନାଁ ମିଳିଛି ତାହାଠାରୁ ଅଧିକ ପ୍ରାୟୋରୀଟି ବଦନାମକୁ ଲୋକମାନେ ଦେଇଥାନ୍ତି । ମାତ୍ର ଯଦି ଖରାପ ଲୋକେ ଭାବୁଛନ୍ତି ତେବେ କାହାର ଭାବନାକୁ ତ ବଦଳାଇ ହେବନାହିଁ । ଲୋକମାନେ ଯଦି ଭଲ କୁ ଖରାପ ଭାବୁଛନ୍ତି ତେବେ ଖରାପ ହିଁ ଭଲ ହୋଇଯାଉ ବୋଲି କହିଛନ୍ତି ଅଭିନେତା ରାଜ ରାଜେଶ । ବିବାହର ପ୍ଲାନିଂ ବର୍ତ୍ତମାନ ନାହିଁ ତଥା ନିଜ କ୍ୟାରିୟର ଉପରେ ତାଙ୍କର ଅଧିକ ଫୋକସ ଅଛି ବୋଲି କହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button