ମନୋରଞ୍ଜନ

ଓଡିଆ ଜୋକ୍ସ: ପୁଅଟି ଝିଅକୁ କାର ରେ ବସାଇ ନିଜ ଘରକୁ ନେଇଗଲା କହିଲା ବେଡରେ ଶୋଇପଡ, ଆଉ ତା’ ପରେ ଯାହା ହେଲା ହସି ହସି ଗଡିଯିବେ

ବର୍ତ୍ତମାନର ସମୟରେ ସବୁ ଲୋକ ଟଙ୍କା କମାଇବା ପାଇଁ ରାତି ଦିନ ଏକ କରି ଦେଉଛନ୍ତି । ଯାହାଫଳରେ ସେମାନଙ୍କ ଜୀବନ ଶୈଳୀରେ ବହୁତ ପରିବର୍ତ୍ତନ ଆସୁଛି । ସେମାନେ ସବୁବେଳେ ଚିନ୍ତା ଗ୍ରସ୍ତ ହୋଇ ରହୁଛନ୍ତି । ଆପଣଙ୍କର ଏହି କଷ୍ଟକର ଜୀବନରେ ଆମେ ଆପଣଙ୍କ ଖୁସି ପାଇଁ କିଛି ମଜାଦାର ଜୋକ୍ସ ଆଣିଛୁ । ଆପଣମାନେ ଏହି ଜୋକ୍ସକୁ ପଢିଲେ ଆପଣଙ୍କ ମନ ନିଶ୍ଚିନ୍ତ ଖୁସି ହୋଇଯିବ । ତେବେ ଆସନ୍ତୁ ଜାଣିବା ଏହି ଜୋକ୍ସ ବିଷୟରେ ।

jokes 1

ବସ ରେ ଗୋଟିଏ ପୁଅ ଗୋଟିଏ ଝିଅ ପାଖରେ ଠିଆ ହୋଇଥିଲା

ଅଚାନକ ପୁଅଟି ଝିଅକୁ ଲାଇନ ମାରିବାକୁ ଲାଗିଲା

ପୁଅ- କେମିତି ଅଛ ଡାର୍ଲିଂ ?

ଝିଅ- ତୋ ଘରେ ମା ଭଉଣୀ ନାହାନ୍ତି କି ?

ପୁଅ- ନା

ଝିଅ- ତ ଘରକୁ ନେଇ ଚାଲ ନା ପାଗଲ

ଏଠି କାହିଁକି ଟାଇମ ଖରାପ କରୁଛୁ !!!

jokes 2

ଝିଅ- ତୁମ ପୂର୍ବରୁ ବି ମୋର ଆଉ ଗୋଟେ ବୟଫ୍ରେଣ୍ଡ ଥିଲା ….

ପୁଅ- କିଛି କଥା ନାହିଁ, ମୁଁ ତିନି ଭାଇଙ୍କ ମଧ୍ୟରେ ସବୁଠୁ ସାନ ଅଟେ !

ଝିଅ- ତ ?

ପୁଅ- SECOND HAND ଜିନିଷର ଅଭ୍ୟାସ ଅଛି ମୋର

jokes 3

ପତ୍ନୀ ଭୟରେ ପତିକୁ ଫୋନ କରି କହିଲା…

ପତ୍ନୀ- କେଉଁଠି ଅଛ ତମେ ?

ପତି- ଅଫିସରେ ଅଛି, କଣ ହେଲା ।

ପତ୍ନୀ-କିଛି ନାହିଁ ମୋ ଭଉଣୀ ଫେରାର ହୋଇଯାଇଛି ଜଣଙ୍କ ସହ, ସେଥିପାଇଁ ପଚାରିଲି ।

jokes 4

ଜଣେ ପାଗଳ ନିଜ ହାତରେ ସିଗାରେଟ ଲୁଚାଇ

ପାଗଳ- କୁହ ମୋ ହାତରେ କଣ ଅଛି ?

ଦ୍ଵିତୀୟ ପାଗଳ- ରେଳଗାଡି

ପ୍ରଥମ ପାଗଳ- ତମେ କେମିତି ଜାଣିଲ ?

ଦ୍ଵିତୀୟ ପାଗଳ- ଧୂଆଁ ବାହାରୁଥିବା ସମୟରେ ମୁ ଦେଖି ଦେଇଥିଲି ।

jokes 5

ଗାର୍ଲଫ୍ରେଣ୍ଡ ଓ ବୟଫ୍ରେଣ୍ଡଙ୍କ ମଧ୍ୟ କଥାବାର୍ତ୍ତା

ବୟଫ୍ରେଣ୍ଡ- ତୁମେ ମୋତେ କେତେ ଭଲ ପାଉଛ ?

ଗାର୍ଲଫ୍ରେଣ୍ଡ- JIO ସିମର ବାଲାନ୍ସ ଯେତେ, ମୁ ସେତେ ଭଲ ପାଉଛି ।

ବୟଫ୍ରେଣ୍ଡ- Confused…ତାହାଲେ ମୁ ଏହାକୁ Unlimited ଭାବିବି ନା ଖାଲି ଡିସେମ୍ବର ପର୍ଯ୍ୟନ୍ତ ଭାବିବି ।

jokes 6

ପୁଅ- ଚାଲ କାର ରେ ବସ

ଝିଅ- କାହିଁକି ?

ପୁଅ- ବସ, ତା’ ପରେ କହିବି, ଝିଅଟି କାର ରେ ବସିଲା

ପୁଅଟି ଝିଅକୁ ନିଜ ଘରକୁ ନେଇଗଲା

ପୁଅ- ବେଡ ରୁମ କୁ ଚାଲ

ଝିଅ- କାହିଁକି ?

ପୁଅ- ଚାଲ, ତା ପରେ କହିବି

ପୁଅ- ଏବେ ବେଡ ରେ ଶୋଇ ଯା…

ଝିଅ- ଏ ମା…..

ପୁଅ- ଏବେ କମ୍ବଳ ଘୋଡି ହେଇ ପଡ

ଝିଅ- କାହିଁକି ?

ପୁଅ- କମ୍ବଳ ଘୋଡି ହଅ, ତା’ ପରେ କହିବି

କମ୍ବଳ ରେ ଅନ୍ଧାର ଥିଲା, ପୁଅଟି ନିଜ ହାତ ଆଗକୁ ବଢାଇଲା ଓ କହିଲା- ହେଇଟି ଦେଖ….ମୋ ଘଡି ରେ ଲାଇଟ ଜଳୁଛି !!!

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button