ଦେଶ ବିଦେଶ

ଦାଉଦର ମୁମ୍ବାଇ ସମ୍ପତ୍ତି ସାଢ଼େ ୩ କୋଟିରେ ନିଲାମ

ଅଣ୍ଡରଓ୍ଵାର୍ଲଡ ଡନ୍‌ ଦାଉଦ ଇବ୍ରାହିମ୍‌ର ମୁମ୍ମାଇରେ ଥିବା ସମ୍ପତ୍ତି ସାଢ଼େ ୩ କୋଟି ଟଙ୍କାରେ ନିଲାମ ହୋଇଛି । ୧ କୋଟି ୯୧ ଲକ୍ଷ ଟଙ୍କାରୁ ନିଲାମି ଆରମ୍ଭ ହୋଇଥିଲା । ଦକ୍ଷିଣ ମୁମ୍ବାଇରେ ଥିବା ଏହି ସମ୍ପତ୍ତି ନିଲାମି ଡାକରାରେ ୨୫ ଜଣ ସାମିଲ ହୋଇଥିଲେ । ହେଲେ ସର୍ବାଧିକ ଟଙ୍କାର ନିଲାମି ଡାକି ଦାଉଦ ସମ୍ପତ୍ତିର ମାଲିକ ବନିଥିଲେ ସୈଫି ବୁରହାନି ଅପଲିଫ୍ଟମେଣ୍ଟ ଏସ୍‌ବିଏଟି ନାମ ଏକ ଟ୍ରଷ୍ଟ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button