କ୍ରାଇମ

ଚୋରା ମଦ ଜବତ

କଟକ ଜିଲ୍ଲା ନିଆଳି ନିକଟ ଗରଗରା ଠାରେ ଓଲଟପୁର ପୋଲିସ୍‌ ୧୫୫ ବୋତଲ ଚୋରା ମଦ ଜବତ କରିଛି । ଏହି ଘଟଣାରେ ଜଣେ ବ୍ୟକ୍ତିକୁ ଅଟକ ରଖି ପୋଲିସ୍‌ ପଚରା ଉଚରା କରିଛି । ଏକ ଗାଡ଼ିରେ ମଦ ସବୁ ଫୁଲନଖରା ପଟୁ ଆସୁଥିବା ବେଳେ ପୋଲିସ୍‌ ଜବତ କରିଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button