ରାଜନୀତି

ଜାତୀୟ ଯୁବ କଂଗ୍ରେସ ପକ୍ଷରୁ ଯୁବ କ୍ରାନ୍ତି ଯାତ୍ରା , ୨୩ରୁ ୨୪ ଭିତରେ ଆସି ପହଞ୍ଚିବ ଓଡ଼ିଶାରେ

କେନ୍ଦ୍ର ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିବ କଂଗ୍ରେସ। ବେକାର ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ଦାବିରେ ଯାତ୍ରା କରିବ ଦଳ। ଜାତୀୟ ଯୁବ କଂଗ୍ରେସ ପକ୍ଷରୁ ବାହାରିବ ଯୁବ କ୍ରାନ୍ତି ଯାତ୍ରା। ୨୩ରୁ ୨୪ ଭିତରେ ଓଡ଼ିଶାରେ ଆସି ପହଞ୍ଚିବ ଏହି କ୍ରାନ୍ତି ଯାତ୍ରୀ। କନ୍ୟାକୁମାରୀରୁ କାଶ୍ମୀର ପର‌୍ୟ୍ୟନ୍ତ ଯିବ ଏହି ଯାତ୍ରା। ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ଯାତ୍ରାକୁ ସମ୍ବର୍ଦ୍ଧନା ଦିଆଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button