ଦେଶ ବିଦେଶ

କୌଣସି କର୍ମଚାରୀ ଆତ୍ମହତ୍ୟା କଲେ ସେଥିପାଇଁ ଦାୟୀ ନୁହନ୍ତି ଉପରିସ୍ଥ କର୍ମଚାରୀ: ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁଁ କୌଣସି କର୍ମଚାରୀ ଆତ୍ମହତ୍ୟା କଲେ ସେଥିପାଇଁ ଉପରିସ୍ଥ କର୍ମଚାରୀଦାୟୀ ହେବେନି। ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି। ଅଧିକାଂଶ ସମୟରେ ଉପରିସ୍ଥ କର୍ମଚାରୀଙ୍କ କାର୍ଯ୍ୟ ଚାପ ଯୋଗୁ ମାନସିକ ଭାରସାମ୍ୟ ହରାଇ ତଳ କର୍ମଚାରୀ ଆତ୍ମହତ୍ୟା କରୁଥିବା ଅଭିଯୋଗ ଆସୁଛି। ତେବେ ଉପରିସ୍ଥ କର୍ମଚାରୀ କାର୍ଯ୍ୟ ଚାପ ଦେବାକୁ ଅପରାଧିକ କାର୍ଯ୍ୟକଳାପ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କାର୍ଯ୍ୟ ଚାପ ଦେବାକୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା କୁହାଯାଇ ପାରିବନାହିଁ। ବମ୍ବେ ହାଇକୋର୍ଟ ଦେଇଥିବା ଏକ ରାୟକୁ ଖାରଜ କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button