ଦେଶ ବିଦେଶ
ସାମାନ୍ୟ ଟିକେ କଥା କଟା କଟି ରୁ ନିଜ ଗର୍ଭବତୀ ସ୍ତ୍ରୀ କୁ ଲଙ୍ଗଳା କରି ରାସ୍ତା ରେ ବୁଲାଇଲା ସ୍ଵାମୀ
ବନ୍ଧୁଗଣ ଗ-ର୍ଭ-ବ-ତୀ ସ୍ତ୍ରୀ କୁ ନେଇ ରାଜ ରାସ୍ତାରେ ବୁଲାଇଛି ସ୍ୱାମୀ। ପର ପୁରୁଷ ସହ ସମ୍ପର୍କ ଅଛି ବୋଲି ସନ୍ଦେହ କରି ନିଜ ସ୍ତ୍ରୀ କୁ ଉଲଗ୍ନ କରି ରାଜରାସ୍ତାରେ ବୁଲାଇଛି ସ୍ୱାମୀ। ସ୍ତ୍ରୀ ର ଚରିତ୍ର ଉପରେ ଦାଗ ଲଗାଇଲା ସ୍ୱାମୀ।

ପର ପୁରୁଷ ସହ ଶାରୀରିକ ସମ୍ପର୍କ ଅଛି ବୋଲି ସନ୍ଦେହ କରୁଥିଲା ସ୍ୱାମୀ ଆଉ ସେଥିପାଇଁ ନିଜର ସବୁ ସୀମା କୁ ଭୂଲି ଯାଇଥିଲା। ସ୍ତ୍ରୀ ଉପରେ ରାଗ ରଖି ତାଙ୍କୁ ମଝି ରାସ୍ତାରେ ଉଲଗ୍ନ କରି ମାଡ଼ ମାରି ଥିଲା।ଏପଟେ ମହିଳା ଜଣକ ତାଙ୍କର ଗ-ର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଆଉ ସେପଟେ ତାଙ୍କର ସ୍ଵାମୀ ଏଭଳି ଭାବରେ ଅତ୍ୟାଚାର କରୁଥିବାର ଦେଖିବାକୁ ମିଳିଥିଲା। ଗାଁ ଲୋକ ସମସ୍ତେ ଚାହିଁ ରହିଥିବା

ବେଳେ ନିଜ ସ୍ତ୍ରୀ ର ଚରିତ୍ର ଉପରେ ସନ୍ଦେହ କରି ସ୍ତ୍ରୀ ର ଏଭଳି ଅବସ୍ଥା କରିଥିଲା। ମହିଳା ଜଣକ ବଞ୍ଚିବା ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ନିଜର ରାକ୍ଷସ ସ୍ୱାମୀ ଠାରୁ ନିଜକୁ ରକ୍ଷା କରି ପାରି ନଥିଲେ।ଏସବୁ ଘଟଣାକୁ ଶାଶୁ ଘର ଲୋକ ଦେଖି ମଧ୍ୟ ନଦେଖିଲା ପରି ସେମାନେ ମଧ୍ୟ ଚୁପ୍ ରହିଥିଲେ। ଏଭଳି କି ଗ୍ରାମବାସୀ ମାନେ ମଧ୍ୟ ତାକୁ ବିରୋଧ କରି ନଥିଲେ। ପ୍ରଥମରୁ ହିଁ ସ୍ତ୍ରୀ ର ଚରିତ୍ର ଉପରେ ସନ୍ଦେହ କରି ପୁର୍ବରୁ ଅନେକ ଥର ସ୍ତ୍ରୀ କୁ ନିର୍ଯାତନା ଦେଇ ଆସୁଥିଲେ ଶାଶୂ ଘର ଲୋକେ।

ପର ପୁରୁଷ ସହ ସମ୍ପର୍କ ରଖିଛନ୍ତି ବୋଲି କହି ତାଙ୍କୁ ଖୁବ ମାଡ଼ ମଧ୍ୟ ମାରୁଥିଲେ। ଏହି ଘଟଣାକୁ ବିରୋଧ ନକରି ସମସ୍ତେ ଏହାର ଭିଡିଓ କରିଥିଲେ।
ଆଉ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଭାଇରାଲ୍ କରିଥିଲେ। ଯେତେବେଳେ ଏହି ଭିଡିଓ ପୋଲିସ ପାଖରେ ପହଞ୍ଚି ଥିଲା ସେତେବେଳେ ପୋଲିସ ଅଭିଯୁକ୍ତ କୁ ଗିରଫ କରି ଥାନାକୁ ନେଇଛି।ଏଭଳି ଏକ ଘଟଣା ରାଜସ୍ଥାନ ର ଧନିଆବାଦ ଅଞ୍ଚଳରେ ଘଟି ଯାଇଛି। ଆଉ ଏବେ ଏହାକୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ଆଉ ଏହି ଘଟଣାକୁ ପ୍ରତ୍ୟେକ କ୍ଷେତ୍ରରେ ଖୁବ୍ ନିନ୍ଦା ମଧ୍ଯ କରାଯାଇଛି।