ଓଡିଶା

ବିଜେଡି ଜନଜାଗରଣ ଅଭିଯାନ ପଛର କାରଣ କ’ଣ?

ଭୁବନେଶ୍ବର: ଅଗଷ୍ଟ ୧୬ରୁ ପ୍ରତି ପଞ୍ଚାୟତରେ ବିଜେଡି ଆରମ୍ଭ କରିବ ଜନଜାଗରଣ ଅଭିଯାନ । ଭତ୍ତାକୁ ନେଇ ବିଜେପିକୁ ସୋସିଆଲ୍ ମିଡିଆରେ ସିଧା ଆଟାକ୍ କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ। ବିଜେପିର ପ୍ରତିଶ୍ରୁତି ପାଣିର ଗାର ହୋଇଛି। ଭତ୍ତାଧାରୀ ବୟସ୍କ ତଥା ରାଜ୍ୟବାସୀଙ୍କ ସହ ପ୍ରତାରଣା ହୋଇଛି, ଯାହା ଲୋକଙ୍କ ଭିତରେ ଜନଅସନ୍ତୋଷ ବଢାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button