ମନୋରଞ୍ଜନ

ଡିଭୋର୍ସ ପରେ Mohammed Shami ଙ୍କ ପତ୍ନୀ Hasin Jahan ନଜର ଆସିଲେ ନିଜର ଅସଲି ହଟ ଅବତାର ରେ, ଦେଖିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ଟିମ ଇଣ୍ଡିଆ ର ଗ୍ରେଟ ବୋଲର ମହମ୍ମଦ ସାମି ଙ୍କ ସ୍ତ୍ରୀ ହସିନ ଜାହାଁ ଆଜି କାଲି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଛନ୍ତି । ସବୁବେଳେ ନିଜର ଫଟୋ ଏବଂ ଭିଡିଓ ମଧ୍ୟ ସେୟାର କରିଛନ୍ତି । ହସିନ ନିଜ ଫଟୋ ଏବଂ ଭିଡିଓ ପାଇଁ ବହୁତ ଚର୍ଚ୍ଚାରେ ମଧ୍ୟ ରହିଛନ୍ତି । କେତେ ଥର ନିଜ ଫଟୋ ଏବଂ ଭିଡିଓ ପାଇଁ ଟ୍ରୋଲର ମାନଙ୍କ ଶିକାର ମଧ୍ୟ ହୋଇଛନ୍ତି । ବର୍ତମାନ ପୁଣି ଥରେ ହସିନ ଜାହାଁ ପୁଣି ଥରେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି ।

ହସିନ ଜାହାଁ ମହମ୍ମଦ ସମୀ ଙ୍କ ଠାରୁ ଛାଡପତ୍ର ନେବା ପରେ ସବୁବେଳେ ଚର୍ଚ୍ଚା ରେ ରହିଛନ୍ତି । ଆଊ ହସିନ ଏମିତି କିଛି ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି କି ତାଙ୍କର ଫ୍ୟାନ୍ସ ବଢ଼ିବାରେ ଲାଗିଛନ୍ତି ଏବଂ ଲୋକମାନେ ଟ୍ରଲ ବି କରିଛନ୍ତି । ଆଜି ଆମେ ଆପଣଙ୍କୁ ହସିନ ଜାହାଁ ଙ୍କ କିଛି ଏମିତି ଫଟୋ ବିଷୟରେ କହିବାକୁ ଯାଉଛୁ ଯାହା ଦେଖିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ହସିନ ଜାହାଁ ଏହି ଫଟୋ କିସା ମାଗଜିନ ର କଭର ଫଟୋ ପାଇଁ ସୂଟ କରିଥିଲେ । କିନ୍ତୁ ଏହି ଫଟୋ ପୋଷ୍ଟ କରିବାପରେ ହଙ୍ଗାମା ହୋଇଯାଇଛି । ହସିନ ନିଜ କ୍ୟାରିୟର ମଡେଲିଂ ରେ ପୁଣି ଥରେ କରିବାକୁ ଲାଗିଛନ୍ତି । ୪ ବର୍ଷ ପରେ ପୁଣି ଥରେ ମଡେ଼ଲିଂ ରେ ପାଦ ରଖିଲେ । ତାଙ୍କ ସୋସିଆଲ ମିଡିଆରେ ମଧ୍ୟ ବୋଲ୍ଡ ଫଟୋର ଚାହିଦା ରହିଛି ।

ଇଷ୍ଟାଗ୍ରାମ ରେ ହସିନ ଙ୍କୁ ଲକ୍ଷ ଲକ୍ଷ ଲୋକ ଫଲୋ କରନ୍ତି ଏବଂ ତାଙ୍କ ବୋଲ୍ଡ ଫଟୋରେ ବି ତାଙ୍କ ଫ୍ୟାନ ଯମେଇ କି  କମ୍ମେନ୍ଟ କରୁଛନ୍ତି ଆଊ ତାଙ୍କ ତାରିଫ କରୁଛନ୍ତି କିନ୍ତୁ କେତେଥର ନିଜ ବୋଲ୍ଡ ଲୁକ ପାଇଁ ହସିନ ଟ୍ରୋଲିଙ୍ଗ ର ଶିକାର ହୋଇଛନ୍ତି । ହସିନ ନିଜର ଗୋଟେ ଫଟୋ କୁ ସୋସିଆଲ ମିଡିଆରେ ସେୟାର କରିଥିଲେ ସାଥିରେ କ୍ୟାପ୍ସନ ରେ ଲେଖିଥିଲେ ମୋତେ ଏହି ଫଟୋ ପୋଷ୍ଟ କରିବାବେଳେ ଏତେ ହସ କାହିଁକି ଲାଗୁଛି । ଏବଂ ସେହି ଫୋଟରେ ହସିନ ଜାହାଁ ବହୁତ ବୋଲ୍ଡ ଦେଖାଯାଉଥିଲେ ।

ଫଟୋ ପୋଷ୍ଟ କରିବା ପରେ ଲୋକଙ୍କର ଅଲଗା ଅଲଗା କମ୍ମେନ୍ଟ ଆସିଥିଲା । ଏହା ପୂର୍ବରୁ ସେ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ବର୍ଷାର ଆନନ୍ଦ ଉଠାଇବାର ଦେଖାଯାଇଥିଲା । ଏବଂ କ୍ୟାପ୍ସନ ରେ ଲେଖିଥିଲେ ହ୍ୟାପି ରେନି ଡେ । ଭିଡିଓ ରେ ହସିନ ଆଇ ଲଭ ୟୁ କହିବାର ମଧ୍ୟ ଦେଖା ଯାଇଥିଲା । ଏହି ଭିଡିଓ ବି ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଥିଲା ।

ହସିନ ନିଜର ସୋସିଆଲ ମିଡିଆରେ ଏମିତି ବି ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଶାଢ଼ୀ ପିନ୍ଧିବାର ଦେଖାଯାଇଛି । ଶାଢ଼ୀ ରେ ମଧ୍ୟ ସେ ନିଜର ବୋଲ୍ଡ ଲୁକ ଦେଖାଇଛନ୍ତି । କିନ୍ତୁ ସେ ଏହି ଫଟୋରେ ବହୁତ ସୁନ୍ଦର ଲାଗୁଥିଲେ । ୨୦୧୮ ରେ ହସିନ ଜାହାଁ ମହମ୍ମଦ ସମୀ ଙ୍କ ବିରୁଦ୍ଧରେ ମ୍ୟାଚ ଫିକ୍ସିଂ ଏବଂ ଘରେଲୁ ହିଂସା ର କେଶ କରିଥିଲେ ।

ଏହା ପରେ BCCI ମହମ୍ମଦ ସମୀ ଙ୍କ ଉପରେ କ୍ଲିନ ଚିଟ ଦେଇଥିଲା ସେତେବେଳେ ୨ ଜଣଙ୍କ ବିବାଦ ବହୁତ ଚର୍ଚ୍ଚାରେ ମଧ୍ୟ ରହିଥିଲା । ହସିନ ୨୦୧୮ ରେ ମହମ୍ମଦ ସମୀ ଙ୍କ ଠାରୁ ଅଲଗା ହୋଇ ଯାଇଥିଲେ । ତାଙ୍କ ବିବାହ ମାତ୍ର ୪ ବର୍ଷ ଚାଲିଲା । କିନ୍ତୁ ହସିନ ଜାହାଁ ମହମ୍ମଦ ସମୀ ଙ୍କ ପୂର୍ବରୁ ମଧ୍ୟ ଥରେ ବିବାହ କରିଥିଲେ । ସେ ଏବେ ନିଜର ୨ ଜଣ ଝିଅ ଙ୍କ ସହିତ ରହୁଛନ୍ତି ଏବଂ ମଡେଲିଂ ଦୁନିଆରେ ନିଜର ଲୁକ ପୁଣି ଥରେ ଟ୍ରାଏ କରୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button