ଓଡିଶା

ଭରତିଆ ଟାୱାରରେ ଅଗ୍ନିକାଣ୍ଡ

କଟକ, ବାଦାମବାଡି ଛକ ଉପରେ ଥିବା ଭରତିଆ ଟାୱାରରେ ଅଗ୍ନିକାଣ୍ଡ। ଭରତିଆ ଟାୱାରର ପଞ୍ଚମ ମହଲାର ଏକ ଘରେ ନିଆଁ ଲାଗିଥିବା ସୂଚନା। ନିଆଁ ଲାଗିବା ଖବର ଜଣାପଡିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ଧାଇଁଯାଇଥିଲା। ନିଆଁକୁ ଆୟତ୍ତ ଚାଲିଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି। ଏହି କୋଠାରେ ୭୦ଟି ଦୋକାନ ରହିଛି। ତେବେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡି ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button