ମନୋରଞ୍ଜନ

ଏମାନେ ହେଉଛନ୍ତି ରିଅଲ TV ସିରିଏଲ ‘ଗୁଡ୍ଡନ ତୁମସେ ନା ହୋ ପାଏଗା’ ରୁ ଫେମସ ହୋଇଥିବା Actor ଙ୍କର ଲାଇଫ ପାର୍ଟନର, ଯାହାଙ୍କୁ ଆପଣ ଆଗରୁ କେବେ ବି ଦେଖି ନଥିବେ

ବନ୍ଧୁଗଣ ଆପଣ ମାନେ ସାମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ସିରିଏଲ ‘ଗୁଡନ ତୁମସେ ନା ହୋ ପାଏଗା’ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି ଦର୍ଶକ ମାନଙ୍କୁ ବହୁତ ଅଧିକ ପସନ୍ଦ ଆସିଥିଲା । କାରଣ ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ପ୍ରଦର୍ଶନ କରିଥିଲେ । ଏହି ସିରିଏଲରେ ଗୁଡନ ନିଜ ଠାରୁ ଅଧିକ ବର୍ଷ ବୟସରେ ପୁଅ ସହ ବିବାହ କରିଛନ୍ତି । ଯାହାଫଳରେ ଏହି ଦୁଇଜଣଙ୍କ ମଧ୍ୟରେ ସବୁବେଳେ ଝଗଡା ହେଉଛି । ହେଲେ ଅଧିକ ଝଗଡା ହୋଇ ମଧ୍ୟ ଏହି ଦୁଇଜଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା ।

ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ବହୁତ ଲୋକପ୍ରିୟତା ହାସିଲ କରିଛନ୍ତି । ଆଜିଆମେ ଅପାନ ମାନଙ୍କୁ ଏହି ସିରିଏଲରେ ଅଭିନୟ କରୁଥିବା କଳାକାର ମାନଙ୍କର ରିଅଲ ଲାଇଫ ପାର୍ଟନର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତାହାଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଦଳଜିତ କୋର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଦଳଜିତ କୋର । ଏହି ସିରିଏଲରେ ଦଳଜିତ ଜିନ୍ଦଲର ଭୂମିକା ପଦର୍ଶନ କରିଥିଲେ । ଏହି ସିରିଏଲରେ ତାଙ୍କର ଭୂମିକା ବହୁତ କମ ସମୟ ପର୍ଯ୍ୟନ୍ତ ରହିଥିଲା ହେଲେ ସେ ବହୁତ ସୁନ୍ଦର ଭାବରେ ନିଜ ଭୂମିକା ପଦର୍ଶନ କରିଛନ୍ତି । ନିଜ ସୁନ୍ଦର ଅଭିନୟ ଦ୍ଵାରା ସେ ବହୁତ ଲୋକପ୍ରିୟତା ହାସିଲ କରିଛନ୍ତି । ଦଳଜିତ ଅଭିନେତା ସଲିନ ଭାନୋତଙ୍କ
ସହ ବିବାହ କରିଥିଲେ ହେଲେ ୨୦୧୫ ମସିହାରେ ତାଙ୍କର ଛାଡପତ୍ର ହୋଇ ଯାଇଥିଲା, ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି ଯାହାର ଲାଳନ ପାଳନ ଏବେ ଦଲଜିତ କରୁଛନ୍ତି ।

ରିହାନ ରୟ- ଏହି ସିରିଏଲରେ ରିହାନ ପାରୁଲର ଭୂମିକା ପଦର୍ଶନ କରିଛନ୍ତି । ଏହି ସିରିଏଲରେ ରିହାନ ଏକ ନେଗେଟିଭ ଭୂମିକା ପଦର୍ଶନ କରିଛନ୍ତି । ହେଲେ ତାଙ୍କ ଅଭିନୟକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଛନ୍ତି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ରିହାନ ବିବାହ କରିନାହାନ୍ତି ଓ ଜସ୍ମିନ ରୟ ନାମକ ଏକ ଅଭିନେତ୍ରୀଙ୍କ ସହ ତାଙ୍କର ଅଫେୟାର ଚାଲିଛି । ଏମାନେ ୪ ବର୍ଷ ହେବ ରିଲେସନରେ ଅଛନ୍ତି ଓ ବହୁତ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।


କନିକା ମାନ- ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ କନିକା ମାନ । ଏହି ସିରିଏଲରେ କନିକା ଗୁଡନର ମୁଖ୍ୟ ଅଭିନେତ୍ରୀର ଭୂମିକା ପଦର୍ଶନ କରିଛନ୍ତି । ଦର୍ଶକ ମାନେ କନିକାଙ୍କ ଅଭିନୟକୁ ବହୁତ ପସନ୍ଦ କରିଥିଲେ ଓ କନିକାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । କନିକା ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି ହେଲେ ଖବର ମିଳିଛି ଯେ ସେ ନିଜ କୋ ଷ୍ଟାର ନିଶାନ୍ତ ସିଂହ ମାଲକାନିଙ୍କ ସହ ରିଲେସନରେ ଅଛନ୍ତି ।

ନିଶାନ୍ତ ସିଂହ ମାଲକାନି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତା ନିଶାନ୍ତ ସିଂହ ମାଲକାନି । ଏହି ସିରିଏଲରେ ନିଶାନ୍ତ ମୁଖ୍ୟ ଅଭିନେତା ଅକଶିତର ଭୂମିକା ପଦର୍ଶନ କରିଛନ୍ତି । ଦର୍ଶକ ମାନଙ୍କ ମନରେ ସେ ନିଜର ଏକ ନୂଆ ପରିଚୟ ମଧ୍ୟ ସୃଷ୍ଟି କରିଛନ୍ତି । ହେଲେ ନିଶାନ୍ତ ବିବାହ କରିନାହାନ୍ତି କିନ୍ତୁ ସେ ଅଭିନେତ୍ରୀ କନିକା ମାନଙ୍କ ସହ ରିଲେସନରେ ଅଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button