ଦେଶ ବିଦେଶ

Odia Jokes – ଚାକରାଣୀ କହିଲା- ମେମ ସାହାବ, ମୁଁ ଗର୍ଭବତୀ ଅଛି, ମତେ ଲାମ୍ବା ଛୁଟି ଦରକାର, ଆଉ ତା’ ପରେ ….

ଗୋଟିଏ ସୁସ୍ଥ ସୁନ୍ଦର ଜୀବନରେ ବଞ୍ଚିବାକୁ ହେଲେ ମଣିଷକୁ ନିଜକୁ ଖୁସି ରଖିବାକୁ ହେବ ଆଉ ସେ ସେତେବେଳେ ଖୁସି ରେ ରହିପାରିବ ଯେତେବେଳେ ସେ ନିଜ ମନକୁ ପ୍ରସନ୍ନ ରଖିବ । ତେବେ ଆମେ ନିଜକୁ ଖୁସିରେ ରଖିବା ପାଇଁ ନାନା ପ୍ରକାର କଥାରେ ମନ ବଲେଇଥାଇ କିନ୍ତୁ ଆଜି ଆମେ ଏହି ପୋଷ୍ଟରେ ସବୁଠାରୁ ଆରାମଦାୟକ ଉପାୟ କହିବୁ । ଏବେ ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ହସକଥା ଆଣି ଆସିଛୁ।

Jokes-1  ସ୍ଵାମୀ- କ୍ଷୀର ପିଇ କି, ଛି ଏ କେମିତିକା କ୍ଷୀର ?
ସ୍ତ୍ରୀ- କେସର ସରି ଯାଇଥିଲା ସେଥିପାଇଁ ମୁଁ ତମ ପକେଟରେ ଥିବା ବିମଲ ପାନ ମସଲାକୁ କ୍ଷୀରରେ ପକାଇ ଦେଇଛି
କାରଣ ଏହାର ଦାନା ଦାନାରେ ଅଛି କେଶରର ଦମ

Jokes-2

ଦୁଇଟି ସାଙ୍ଗ ବହୁତ ଦିନ ପରେ ଦେଖା ହେଲେ

ପ୍ରଥମ ସାଙ୍ଗ- ପୁଅ ମାନଙ୍କ ଉପରେ ମୋର ଆଉ ତିଳେ ମାତ୍ର ବିଶ୍ଵାସ ନାହିଁ ।

ଦ୍ଵିତୀୟ ସାଙ୍ଗ- କାହିଁକି, ଏମିତି କଣ କରିଲେ ପୁଅ ମାନେ ତୋର ?

ପ୍ରଥମ ସାଙ୍ଗ- ଆରେ ସାଙ୍ଗ ଆଉ କଣ କହିବି, କାଲି ମୋର ବୟଫ୍ରେଣ୍ଡ ମତେ ଧୋକା ଦେଇଦେଲା ।

ଦ୍ଵିତୀୟ ସାଙ୍ଗ- କେମିତି ?

ପ୍ରଥମ ସାଙ୍ଗ- କାରଣ କାଲି ମୋର ବୟଫ୍ରେଣ୍ଡ ମୋର ଦ୍ଵିତୀୟ ବୟଫ୍ରେଣ୍ଡ ସହ ମତେ ଦେଖିଦେଲା ।

Jokes-3

ଥରେ ଗୁରୁଜୀ ପପୁକୁ ସ୍କୁଲରେ ପ୍ରଶ୍ନ ପଚାରିଲେ

ଗୁରୁଜୀ : ଯଦି ତୁମ ବାପା 10% ହିସାବରେ ମୋ ଠାରୁ 50000 ଟଙ୍କା ରୁଣ ନେବେ ତେବେ କୁହ ବର୍ଷକ ପରେ କେତେ ଟଙ୍କା ଫେରସ୍ତ କରିବେ ?

ପପୁ: କିଛି ବି ନୁହେଁ

ଗୁରୁଜୀ : ଆରେ ତୁମେ ଗଣିତ ଜାଣିନ କି ?

ପପୁ: ମୁଁ ଗଣିତ ଠିକ ଜାଣିଛି ଗୁରୁଜୀ କିନ୍ତୁ ଆପଣ ମୋ ବାପାଙ୍କୁ ଜାଣି ନାହାଁନ୍ତି ।

Jokes-4

ରାତି ସମୟରେ ଜଣେ ଲୋକ ଏକା ଯାଉଥିଲା ।

ସେହି ସମୟରେ ହଠାତ ଦୁଇଜଣ ବ୍ୟକ୍ତି ସେହି ଲୋକ ପାଖକୁ ଆସିଲେ

ସେହି ଦୁଇଜଣ ମଧ୍ୟରୁ ଜଣେ କହିଲା- କଣ ଆପଣଙ୍କ ପାଖରେ ଏକ ଟଙ୍କାର ମୁଦ୍ରା ଅଛି ?

ଲୋକଟି ଭୟଭୀତ ହୋଇ କହିଲା ହଁ ଅଛି ମୋ ପାଖରେ ହେଲେ ତମେ ଏକ ଟଙ୍କା ନେଇ କଣ କରିବ ?

ଅନ୍ୟ ଲୋକ- ଆଜ୍ଞା ଆମେ କେବଳ ଗୋଟେ ଟସ କରିବାକୁ ଚାହୁଁଛୁ ।

ରାସ୍ତାରେ ଯାଉଥିବା ଲୋକ- କଣ ପାଇଁ ଟସ କରିବ ?

ଅନ୍ୟ ଲୋକ- ଆଜ୍ଞା ଆପଣଙ୍କ ଟଙ୍କା ଆମେ ପରସ୍ପର ମଧ୍ୟରେ ବାଣ୍ଟି ଦବୁ ହେଲେ ଆପଣଙ୍କ ଘଣ୍ଟା କିଏ ନେବ, ସେଥିପାଇଁ ଟସ କରୁଛୁ

Jokes-5

ପ୍ରଥମ ସାଙ୍ଗ- ଦୁନିଆରେ ସବୁଠାରୁ ବଡ ପର୍ବର ନାମ କଣ ?

ଦୁତୀୟ ସାଙ୍ଗ- ଘରବାଲି

ପ୍ରଥମ ସାଙ୍ଗ- କେମିତି ?

ଦୁତୀୟ ସାଙ୍ଗ- କାରଣ ପ୍ରତି ସପ୍ତାହରେ ୩ ରୁ ୪ ଥର ମନେଇବାକୁ ପଡିଥାଏ

Jokes- 6

ଚାକରାଣୀ କହିଲା- ମେମ ସାହାବ

ମୁଁ ଗର୍ଭବତୀ ଅଛି,

ମତେ ଲାମ୍ବା ଛୁଟି ଦରକାର

ମାଲିକାଣୀ- ଆରେ ! ବାଃ ବହୁତ ବଢିଆ

ଯାଆ…ଆଉ ନିଜ ଧ୍ୟାନ ରଖ

ଚାକରାଣୀ- ଧ୍ୟାନ ତ ତୁମେ ନିଜର ରଖ, ମେମ ସାହବ

ଆଜିକାଲି ସାହବ ଙ୍କ ନସବନ୍ଦି ଅପରେଶନ ଫେଲ ଯାଇଛି

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button