ଜୀବନଶୈଳୀ

ଡାକ୍ତରଙ୍କ ଆତ୍ମହତ୍ୟା ମାମଲାରେ ବୃଦ୍ଧା କହିଲେ ‘ଆଜିକାଲି ସ୍ତ୍ରୀ ଗୋଟେ ସ୍ଵାମୀରେ ସନ୍ତୁଷ୍ଟ ନୁହନ୍ତି, ତାଙ୍କୁ ଲକ୍ଷେ ଟୋକା ଦରକାର, ଧରମ ଭାଇ କରି ତାଙ୍କ ସହ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଜିଭଳି ଦିନରେ ସ୍ଵାମୀ ପାଖରେ ସ୍ତ୍ରୀ ମାନେ ସବୁ ଝଡଝଞ୍ଜା କୁ ସହି ଘରସଂସାର କରିବାକୁ ପ୍ରସ୍ତୁତ ନୁହଁନ୍ତି । ତେବେ ଜଣେ ଶାଶୁ ଙ୍କ ବୋହୂ ଘରଛାଡି ଅନ୍ୟ ଏକ ଯୁବକ ସହିତ ଚାଲିଯାଇଛନ୍ତି । ଏଥିରେ ବର୍ତ୍ତମାନ ଶାଶୁ ଜଣକ ନିଜର ମନ୍ତବ୍ୟ ଦେଇ କହିଛନ୍ତି ଯେ ଆଜିଭଳି ଦିନରେ ସମାଜ ସେହିଭଳି କରିଦେଇଛି ତଥା ସ୍ତ୍ରୀ ମାନଙ୍କୁ ଏକ ସ୍ଵତନ୍ତ୍ର ପାୱାର ମିଳିଛି । ତେବେ ଏଠାରେ ପ୍ରଶ୍ନ ଯେ ସ୍ତ୍ରୀ ମାନଙ୍କୁ ପାୱାର କିଏ ଦେଲା ? ତାଙ୍କ ବାପ ଘର ଲୋକ ଦେଉଛନ୍ତି କି ?

ଶାଶୁ ଜଣଙ୍କ ଏ ନେଇ କହିଛନ୍ତି ଯେ ବାପ ଘର ଲୋକେ ମଧ୍ୟ ଦେଇପାରନ୍ତି ଏବଂ ସରକାର ମଧ୍ୟ ଦେଉଛନ୍ତି । ଆଜିଭଳି ଦିନରେ ସ୍ଵାମୀ ପଛରେ ରହୁଛି ସ୍ତ୍ରୀ ଆଗକୁ ବାହାରୁଛି । ଏହାଫଳରେ ଧରମ ଭାଇମାନେ ବାହାରୁଛନ୍ତି । କାରଣ ସ୍ଵାମୀ ମାନେ ନିଜ ଘରେ ଜୋକ ହୋଇ ରହୁଛନ୍ତି ଯଦି ସ୍ଵାମୀ କିଛି କହୁଛି ତେବେ ସ୍ତ୍ରୀ ମାନେ ଧମକ ଦେଇ କହୁଛନ୍ତି ଯେ ଆମେ ମରିଯିବୁ, ୟା ତା’ ସାଙ୍ଗରେ ପଳାଇବୁ ।

ତେବେ ଏଥିରେ ସ୍ଵାମୀ କଣ କରିପାରିବ ? ଲଜ୍ୟାକୁ ଜଗି ଲୁଗା ସମସ୍ତେ ପିନ୍ଧିଥାନ୍ତି ତେବେ ସ୍ତ୍ରୀ ଯେତେବେଳେ ସ୍ଵାମୀ କରି ହାତଧରୀ ଘରକୁ ଆଣିଛି, ସେ ଆଉ ବିଶେଷ କଣ କରିପାରିବ ? ଲୋକହସା କୁ ଡଋ ସେ ଘରେ ରହିବାକୁ ବାଧ୍ୟ । ସ୍ଵାମୀ ମାନେ ନିର୍ଯାତିତ ହେଉଛନ୍ତି ତଥା ସ୍ତ୍ରୀ ମାନଙ୍କର ଲକ୍ଷେ ଟୋକା ଦରକାର ।

ତାଙ୍କର ଗୋଟିଏ ସ୍ଵାମୀ ପାଖରେ ତାଙ୍କର ମନ ନାହିଁ । ସେ କହୁଛନ୍ତି ଯେ ତାଙ୍କ ସ୍ଵାମୀ ତାଙ୍କ ଘରେ ରହିଲା ଏବଂ ସେମାନେ ଚାରିଆଡେ ବୁଲିବେ । ଯଦିସ୍ଵାମୀ କିଛି ବାଧାବିଘ୍ନ କରିଲା ତେବେ ସେ ଛାଡିଚାଲିଯିବେ । ଶାଶୁ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ସମୟରେ ସେ କ’ଣ ସ୍ଵାମୀ ସହିତ ରହିନାହାଁନ୍ତି ? ସେ କ’ଣ ଟଚର ସହି ନାହାଁନ୍ତି ? ନା ସେମାନେ ନିର୍ଯାତିତ ହୋଇନାହାଁନ୍ତି ?

ଶାଶୁ ଶ୍ଵଶୁର ଙ୍କ ସହିତ ପିଲାଛୁଆ ଜନ୍ମ କରି ସଂସାର ବାନ୍ଧି ବର୍ତ୍ତମାନ ୬୦ ବର୍ଷ ର ଘର ସଂସାର କରି ଏ ପର୍ଯ୍ୟନ୍ତ ଆସିଛନ୍ତି । ସେହି ସମୟରେ ମଧ୍ୟ ଶାଶୁ ଶ୍ଵଶୁର ଆମ୍ଭକୁ କହୁଥିଲେ, ତେବେ ସେହି କଥାକୁ ନେଇ ଯଦି ସେ ଘର ଛାଡି ଚାଲିଯାଇଥାନ୍ତେ, ତେବେ ଆଜି କିଭଳି ଏଠି ବସିଥାନ୍ତେ ବୋଲି ପ୍ରଶ୍ନ କରିଛନ୍ତି ଶାଶୁ ମା’ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button