ଦେଶ ବିଦେଶ

Interesting Gk Questions- ଗୁଡ କୁ ଇଂରାଜୀ ରେ କଣ କୁହନ୍ତି ? କଣ ଆପଣ ଜାଣନ୍ତି …

ବନ୍ଧୁଗଣ ନମସ୍କାର।ବନ୍ଧୁଗଣ ସାଧାରଣ ଜ୍ଞାନ ଆମର ଦୈନନ୍ଦିନ ଜୀବନର ଏକ ଅଂଶ ଅଟେ।ଯେ କୌଣସି ପରୀକ୍ଷା ହେଉ କିମ୍ବା ଇଣ୍ଟରଭ୍ୟୁ ହେଉ ସବୁଥିରେ ସାଧାରଣ ଜ୍ଞାନ ର ପ୍ରଶ୍ନ ଥାଏ।ଏହା ବହୁତ ମାତ୍ରା ରେ ଚାକିରୀ କ୍ଷେତ୍ରରେ ହେଉଥିବା ପରୀକ୍ଷା ରେ ପଡିଥାଏ।ତେବେ ବନ୍ଧୁଗଣ ଯଦି ଆପଣ କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଏହାକୁ ପଢ଼ନ୍ତୁ।ତେବେ ଆସନ୍ତୁ ବନ୍ଧୁଗଣ ଏହି ପରି କିଛି ଅନେକ ଅଜଣା କଥା ବିଷୟରେ ଜାଣିବା।

୧.ଭାରତରେ ଏମିତି କେଉଁ ରାଜ୍ୟ ଅଛି ଯେଉଁଠି ସବୁଠୁ ବେଶି କଳା ରଙ୍ଗର ଲୋକ ରହୁଛନ୍ତି?
କ.କେରଳ
ଖ.ବିହାର
ଗ.ତାମିଲନାଡୁ
ଘ.ମହାରାଷ୍ଟ୍ର

୨.ନରେନ୍ଦ୍ର ମୋଦି ଖାଇବାରେ ସବୁଠୁ ବେଶି କଣ ପସନ୍ଦ କରିଥାନ୍ତି?
କ.ଖିଚଡ଼ି
ଖ.ବିରିୟାନି
ଗ.ଢ଼ୋକଲା
ଘ.ଫାପଡା

୩.ନାଳନ୍ଦା ବିଶ୍ୱ ବିଦ୍ୟାଳୟ କେଉଁ ଠାରେ ଅବସ୍ଥିତ?
କ.ବିହାର
ଖ.ଦିଲ୍ଲୀ
ଗ. କୋଲକାତା
ଘ.ଚେନ୍ନାଇ

୪.ଭାରତରେ ଆପଲ ଆଇ ଫୋନ ର ହାରାହାରି କେତେ ଜଣ ବ୍ୟବହାର କରୁଛନ୍ତି?
କ.୩୦ ମିଲିୟନ
ଖ.୧୫ ମିଲିୟନ
ଗ.୧୦ ମିଲିୟନ
ଘ.୨୦ ମିଲିୟନ

୫.ବେଶି ବିୟର ପିଇବା ଦ୍ୱାରା ଶରୀରରେ କେଉଁ ଭିଟାମିନ କମିଯାଇଥାଏ?
କ.ଭିଟାମିନ ଡ଼ି୩
ଖ.ଭିଟାମିନ ବି
ଗ. ଭିଟାମିନ ବି୧
ଘ.ଭିଟାମିନ ବି୧୨

୬.ଅକ୍ଷୟ କୁମାର ଙ୍କ ଅସଲ ନାମ କଣ?
କ.ରାଜୀବ ହରିଓମ ଭାଟିୟା
ଖ.ହରି ଓମ ଭାଟିୟା
ଗ. ଅକ୍ଷୟ କୁମାର
ଘ.ରାଜୀବ ଭାଟିୟା

୭.କେଉଁ ପଶୁ ର କ୍ଷୀର ପିଇବା ଦ୍ୱାରା ନିଶା ହୋଇଥାଏ?
କ.ସିଂହ
ଖ.ଘୋଡା
ଗ. ମେଣ୍ଢା
ଘ.ହାତୀ

୮.ସ୍ତ୍ରୀ ଲୋକଙ୍କର ଶାଢ଼ୀ ର ଲମ୍ବ କେତେ ହୋଇଥାଏ?
କ.୫-୬ ଗଜ
ଖ.୮-୧୦ ଗଜ
ଗ.୫-୭ ଗଜ
ଘ.୫-୮ ଗଜ

୯.ମନୁଷ୍ୟ ଶରୀର ରେ କେତେ ସଂଖ୍ୟକ ଶିର ଅଛି?
କ.୧୫୦୦୦୦
ଖ.୧୬୦୦୦୦
ଗ.୧୩୯୦୦୦
ଘ.୧୩୦୦୦୦

୧୦.ଏସ.ବି.ଆଇ ବ୍ୟାଙ୍କ ନିଜର ପ୍ରଥମ ଶାଖା କେଉଁ ଦେଶରେ ଖୋଲିଥିଲେ?
କ.ଚୀନ
ଖ.ପାକିସ୍ତାନ
ଗ. ଭାରତ
ଘ.ବଙ୍ଗଳାଦେଶ

୧୧.ପନିପରିବା ଉତ୍ପାଦନ ରେ ଭାରତ କେଉଁ ସ୍ଥାନରେ ଅଛି?
କ.ପ୍ରଥମ
ଖ.ଦ୍ଵିତୀୟ
ଗ.ତୃତୀୟ
ଘ.ଚତୁର୍ଥ

୧୨.ଏକ ଚଚୁନ୍ଦ୍ରା ଗୋଟିଏ ରାତି ମଧ୍ୟରେ କେତେ ଫୁଟ ଗାତ ଖୋଳି ଥାଏ?
କ.୪୦୦ ଫୁଟ
ଖ.୫୦୦ ଫୁଟ
ଗ.୩୦୦ ଫୁଟ
ଘ.୧୦୦ ଫୁଟ

୧୩.କେଉଁ ଦେଶରେ ପୋଲିସ ଏବଂ ତାଙ୍କ କାର ର ଫୋଟୋ ଉଠାଇବା ନିଷେଧ ହୋଇଥାଏ?
କ.ଚୀନ
ଖ.ଫ୍ରାନ୍ସ
ଗ. ଦକ୍ଷିଣ କୋରିଆ
ଘ.ଜାପାନ

୧୪.ପ୍ରଥମ ବଲବ କେଉଁ ଦେଶରେ ନିର୍ମାଣ କରାଯାଇଥିଲା?
କ.ଭାରତ
ଖ.ଆମେରିକା
ଗ. ଚୀନ
ଘ.ଜାପାନ

ବନ୍ଧୁଗଣ ତେବେ ଆସନ୍ତୁ ଜାଣିବା ଏହି ସବୁ ପ୍ରଶ୍ନ ର ଉତ୍ତର।
୧.ତାମିଲନାଡୁ।୨.ଢ଼ୋକଲା।୩.ବିହାର।୪.୧୦ ମିଲିୟନ।୫.ଭିଟାମିନ ବି୧।୬.ରାଜୀବ ହରିଓମ ଭାଟିୟା।୭.ହାତୀ।୮.୫-୬ ଗଜ।୯.୧୩୯୦୦୦।୧୦.ଚୀନ।୧୧.ଦ୍ଵିତୀୟ।୧୨.୩୦୦ ଫୁଟ।୧୩.ଫ୍ରାନ୍ସ।୧୪.ଆମେରିକା।

୧୫ – ଗୁଡକୁ ଇଂରାଜୀ ରେ କଣ କୁହନ୍ତି ?

ଉତ୍ତର – Jaggery/ Molasses

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button