ଦେଶ ବିଦେଶ

Interesting Odia Gk- ଜଣେ ମା’ ର 3 ଟି ପିଲା ଯାହାଙ୍କ ନାମ ମାର୍ଚ୍ଚ, ଅପ୍ରେଲ ଓ ମଇ ତ କୁହନ୍ତୁ ତାଙ୍କ ମା’ଙ୍କ ନାମ କଣ ? ଯିଏ କହି ପାରିବ ସିଏ ଜିନିୟସ

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ମଜାଳିଆ ଏବଂ ଜଣା ଅଜଣା ପ୍ରଶ୍ନ ଉତ୍ତର ଏହା ଦ୍ୱାରା ଆପଣ ନିଜ ବୁଦ୍ଧି ର ବିକାଶ କରିବା ସହ ଆପଣଙ୍କୁ ଅନେକ ମଜା ବି ଲାଗିବ। ଆପଣ କିଛି ନୂଆ ପୁରୁଣା କଥା ଜାଣି ପାରିବେ ଏବଂ ଏହା ଦ୍ୱାରା ଆପଣ ନିଜର ଜ୍ଞାନ କୁ ମଧ୍ୟ ବୃଦ୍ଧି କରି ପାରିବେ।ତେବେ ଆସନ୍ତୁ ଜାଣିନେବା ସେହି ପ୍ରଶ୍ନ ଉତ୍ତର ବିଷୟରେ।

୧- ରାତିରେ ଅଛି ଦିନରେ ନୁହେଁ, ଦୀପ ର ଉପରେ ନାହିଁ କିନ୍ତୁ ତଳେ ଅଛି।
ଉତ୍ତର- ଅନ୍ଧାର।

୨- ଏଭଳି କେଉଁ ପକ୍ଷୀ ରହିଛି ଯିଏ ଘୋଡା ରୁ ବି ଅଧିକ ଜଲ୍ଦି ଦୌଡ଼ି ପାରେ।
ଉତ୍ତର- ଶୁତୁରମୁର୍ଗ।

୩- ଏଭଳି କେଉଁ ଜୀବ ଅଛି ଯିଏ ପାଣି ପିଇଲେ ମରିଯାଏ।
ଉତ୍ତର- କଙ୍ଗାରୁ ରେଟ।

୪- ଟାଇ କୁ ହିନ୍ଦୀରେ କଣ କୁହାଯାଏ।
ଉତ୍ତର- କଂଠ ଲଂଗଠ।

୫- ଏଭଳି କେଉଁ ଜିନିଷ ଅଛି ଯାହାକୁ ଥରେ ପିନ୍ଧିବା ପରେ ତାକୁ ଆଉ କାଢି ପାରିବେ ନାହିଁ।
ଉତ୍ତର- କଫନ।

୬- ଦୁନିଆରେ ସବୁଠାରୁ ଅଧିକ ତୀବ୍ର ଦୌଡ଼ିବା ପଶୁ କିଏ।
ଉତ୍ତର- ଚିତାବାଘ।

୭- ଏଭଳି କେଉଁ ଜୀବ ରହିଛି ଯିଏ ନିଜର ଜିଭ କାଢି ପାରିବ ନାହିଁ।
ଉତ୍ତର- କୁମ୍ଭୀର।

୮- ଭାରତ ର କେଉଁ ନଗର ପାଣିରେ ବୁଡି ରହିଛି।
ଉତ୍ତର- ଦ୍ୱାରକା ନଗର।

୯- ଭାରତରେ କେଉଁ ବ୍ୟକ୍ତି ର ଫଟୋ ଅଧିକ ଛପିଥାଏ।
ଉତ୍ତର- ମହାତ୍ମା ଗାନ୍ଧୀ।

୧୦- ଗଜଲ ର ଜନକ କିଏ।
ଉତ୍ତର- ଆମୀର ଖୁସରୋ।

୧୧- ବିଶ୍ୱ ପ୍ରସିଦ୍ଧ ଦାନ୍ତ ମନ୍ଦିର କେଉଁଠି ଅବସ୍ଥିତ।
ଉତ୍ତର- ଶ୍ରୀଲଙ୍କା ର କେଣ୍ଡି ସହର।

୧୨- ଭାରତରେ ବ୍ରହ୍ମା ଙ୍କ ଏକମାତ୍ର ମନ୍ଦିର କେଉଁଠି ଅବସ୍ଥିତ।
ଉତ୍ତର- ପୁଷ୍କର।

୧୩- ଏଭଳି ଗୋଟିଏ ଜିନିଷ ରହିଛି ଯାହା କି ଖରା ଏବଂ ଶୀତ ରେ ଥଂଡା ହିଁ ରୁହେ।
ଉତ୍ତର- ବରଫ।

୧୪- ଦୁନିଆରେ ସବୁଠାରୁ ଅଧିକ ଧର୍ମ ର ଲୋକମାନେ ରୁହନ୍ତି।
ଉତ୍ତର- ଇସାଇ ଧର୍ମ।

୧୫-ଜଣେ ମା ର ତିନୋଟି ଛୁଆ ମାର୍ଚ୍ଚ, ଅପ୍ରେଲ,ଏବଂ ମଇ ତେବେ କୁହନ୍ତୁ ବର୍ତ୍ତମାନ ତାଙ୍କ ମାଆ ଙ୍କ ନାମ କଣ।
ଉତ୍ତର- ‘କଣ’

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button