ଦେଶ ବିଦେଶ

Interesting Gk Questions- ଇଂରାଜୀ ର ଏମିତି ଏକ ବାକ୍ୟ କୁହନ୍ତୁ, ଯେଉଁଥିରେ ଇଂରାଜୀ ର ସମସ୍ତ ଅକ୍ଷର ଆସୁଥିବ ?

କେତେ ଥର କିଛି ଲୋକଙ୍କ ସହିତ ଏମିତି ହୋଇଥାଏ କି ସେମାନେ ଇଣ୍ଟରଭ୍ୟୁ ନାମ ଶୁଣି ଡରି ଯାଇଥାନ୍ତି କାରଣ ଇଣ୍ଟରଭ୍ୟୁ ଏକ ଏମିତି ପ୍ରକ୍ରିୟା ହୋଇଥାଏ ଯାହା ଦ୍ଵାରା ବ୍ୟକ୍ତିର ମାନସିକ ସ୍ଥିତି ଜଣା ପଡିଥାଏ କିନ୍ତୁ ଏହି ପ୍ରକ୍ରିୟା ବହୁତ କଷ୍ଟ ହୋଇଥିବାରୁ ବ୍ୟକ୍ତି ଏଥିପାଇଁ ଡରି ଯାଇଥାନ୍ତି । ଆପଣ କେଉଁଠିକୁ ପରୀକ୍ଷା ଦେବାକୁ ଯାଇଛନ୍ତି ତାହେଲେ ପରୀକ୍ଷାରେ ପାସ କରିବା ପାଇଁ ସମସ୍ୟା ଆସି ନଥାଏ କିନ୍ତୁ ଇଣ୍ଟରଭ୍ୟୁରେ ଆପଣଙ୍କୁ ବହୁତ କିଛି ସହିବାକୁ ପଡିଥାଏ କାରଣ ଲେଖିବା ବହୁତ ସହଜ ହୋଇଥାଏ କିନ୍ତୁ ଯେତବେଳେ କାହା ସାମ୍ନାରେ ବସି କଥା ହେଉଥାନ୍ତି ତାହେଲେ ଅଧିକ ଲୋକ ଡରି ଯାଇଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ପଚାରିବୁ ଯାହାକୁ ଇଣ୍ଟରଭ୍ୟୁରେ ପଚରାଯାଏ । ଏହି ପ୍ରଶ୍ନ ସେହି ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ହୋଇଥାଏ ଯେଉଁମାନଙ୍କୁ ଲାଗିଥାଏ କି ତାଙ୍କ ମସ୍ତିସ୍କ ବହୁତ ଦୃତ ଗତିରେ ଚାଲିଥାଏ । ତେବେ ଏହି ଝିଅଟିକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ତାହେଲେ ଆପଣ ବୁଝିଯିବେ କି ଆପଣ ସତରେ ବୁଦ୍ଧିମାନ ଅଟନ୍ତି ନା ତାହା ଆପଣଙ୍କର ଭ୍ରମ ଅଟେ ।

୧.ମନୁଷ୍ୟ ପ୍ରଥମେ କେଉଁ ଜୀବର କ୍ଷୀର ପିଇବା ଆରମ୍ଭ କରିଥିଲା?
ଉତ୍ତର-ଛେଳି ର।

୨.ଦୁନିଆ ର କେଉଁ ପକ୍ଷୀ ଅଛି ଯିଏ ପୋଷ୍ଟ ମ୍ୟାନ ଭାବରେ କାର୍ଯ୍ୟ କରିଥାଏ?
ଉତ୍ତର-ପାରା।

୩.ଡ଼ନ କେଉଁ ଦେଶର ସମ୍ବାଦପତ୍ର ଅଟେ?
ଉତ୍ତର-ପାକିସ୍ତାନ ର।

୪.ଦୁନିଆ ର ସବୁଠାରୁ ବଡ଼ ମୂର୍ତି କେଉଁଠାରେ ଅବସ୍ଥିତ?
ଉତ୍ତର-ଭାରତ ରେ।

୫.ଭାରତ ରେ ଏକ ଟଙ୍କିଆ ନୋଟ କିଏ ପ୍ରଚଳନ କରିଥାନ୍ତି?
ଉତ୍ତର-ଅର୍ଥ ମନ୍ତ୍ରୀ।

୬.ଭାରତ ର କେଉଁ ରାଜ୍ୟର ମାନେ ବାଦଲ ର ଘର ବୋଲି ବୁଝାଇଥାଏ?
ଉତ୍ତର-ମେଘାଳୟ।

୭.ତାହା କେଉଁ ଜୀବ ଅଟେ ଯିଏ କୌଣସି ବିପଦ ଅନୁଭବ କଲେ ନିଜ ପିଲାଙ୍କୁ ପେଟ ଭିତରେ ପୁରେଇ ଦେଇଥାଏ?
ଉତ୍ତର-କଙ୍ଗାରୁ।

୮.ତାହା କେଉଁ ଜୀବ ଯିଏ ଅନ୍ଧାର ରେ ମଧ୍ୟ ଦେଖିପାରିଥାଏ?
ଉତ୍ତର-ଚିତା।

୯.କେଉଁ ଦେଶ ରେ ଗୀତ ଗାଇବା ଦ୍ୱାରା ଦଣ୍ଡ ଦିଆ ଯାଇଥାଏ?
ଉତ୍ତର-ଉତ୍ତର କୋରିଆ।

୧୦.ଖାୟାଲ ରଖିଆ କର କେଉଁ ଗାୟକ ଙ୍କ ର ଗୀତ ଅଟେ?
ଉତ୍ତର-ନେହା କକ୍କର।

୧୧.୧୦ କିଲୋଗ୍ରାମ ରେ କେତେ ଗ୍ରାମ ହୋଇଥାଏ?
ଉତ୍ତର-୧୦୦୦୦ ଗ୍ରାମ।

୧୨.ଗୋଟିଏ କୁକୁଡ଼ା ଉପରେ କେତେ ସମୟ ଉଡି ପାରେ?
ଉତ୍ତର-୧୦ ରୁ ୧୫ ସେକେଣ୍ଡ।

୧୩.ଉଡାଯାହାଜ ରେ କେଉଁ ଜିନିଷ କୁ ନେବା ପାଇଁ ମନା କରାଯାଇଥାଏ?
ଉତ୍ତର-ନଡ଼ିଆ କୁ।

୧୪.କେଉଁ ଠାରେ ସବୁଠାରୁ ଅଧିକ ବିଲାତି ଉତ୍ପାଦନ କରାଯାଇଥାଏ?
ଉତ୍ତର-ଭାରତ ରେ।

୧୫.ଭାରତ ରେ ସବୁଠାରୁ ବଡ଼ ପଶୁ ମେଳା କେଉଁଠାରେ ଲାଗିଥାଏ?
ଉତ୍ତର-ସୋନ ପୁର।

୧୬.ନେହା କକ୍କର ନିଜର ପ୍ରଥମ ଗୀତ କେବେ ଗାଇଥିଲେ?
ଉତ୍ତର-୨୦୦୮ ମସିହା ରେ।

୧୭.ଦୁନିଆ ରେ ସବୁଠାରୁ ବଡ଼ ପେନ୍ସିଲ ର ଲମ୍ବ କେତେ?
ଉତ୍ତର-୮ ଫୁଟ ୩ ଇଞ୍ଚ।

୧୮.ଭାରତ ରେ ପ୍ରଥମ ଥର ପାଇଁ ଉଡାଯାହାଜ କେବେ ଉଡାଯାଇଥିଲା?
ଉତ୍ତର-୧୮୯୫।

୧୯.ଦୁନିଆ ର ସବୁଠାରୁ ଲମ୍ବା ଲୋକ କିଏ?
ଉତ୍ତର-ରୋବର୍ଟ ବାଡ଼ଲୋ।

୨୦.ସାପ ର ଦେଶ କାହାକୁ କୁହାଯାଏ?
ଉତ୍ତର-ବ୍ରାଜିଲ।

୨୧.କେଉଁ ଜୀବ ର ରକ୍ତ ଧଳା ହୋଇଥାଏ?
ଉତ୍ତର-ଅସରପା।

୨୨.ଭାରତ ର କେଉଁ ରାଜ୍ୟ ରେ ସବୁଠାରୁ ବଡ଼ ଗୀର୍ଜା ଘର ଅଛି?
ଉତ୍ତର-ଗୋଆ ରେ।

୨୩.ତାହା କେଉଁ ଯିବ ଅଟେ ଯିଏ କେବେ ବି ବାନ୍ତି କରି ପାରେ ନାହିଁ?
ଉତ୍ତର-ଘୋଡା।

୨୪.କବାଡି କେଉଁ ଦେଶର ଜାତୀୟ ଖେଳ ଅଟେ?
ଉତ୍ତର-ବାଂଲାଦେଶ।

୨୫.ଇଂରାଜୀ ର ଏମିତ ଏକ ବାକ୍ୟ କୁହନ୍ତୁ ଯେଉଁଥିରେ ଇଂରାଜୀ ର ସମସ୍ତ ଅକ୍ଷର ଆସିଥାଏ?
ଉତ୍ତର-Quick Brown Fox Jumps Over the lazy dog.

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button