ମନୋରଞ୍ଜନ

ତଳେ ବିନା କିଛି ପିନ୍ଧି କେବଳ ସାର୍ଟ ରେ ନଜର ଆସିଲେ ସାଉଥ Actress Rakul Preet Singh, ଭାଇରାଲ ହେଉଛି ଭିଡିଓ

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ବର୍ତ୍ତମାନ ସମୟ ରେ ସମଗ୍ର ପୃଥିବୀ ରେ ନିଜର ଏକ ସ୍ୱତନ୍ତ୍ର ନାମ କରି ସାରିଲାଣି । ଯାହାର ଶ୍ରେୟ କେବଳ ସାଉଥ ର ଦକ୍ଷ ଅଭିନେତା ଓ ଅଭିନେତ୍ରୀ ଙ୍କୁ ଦିଆଯିବ । ସାଉଥ ଇଣ୍ଡଷ୍ଟ୍ରୀ ରେ ସମସ୍ତ ଅଭିନେତା ଓ ଅଭିନେତ୍ରୀ କୌଣସି ନା କୌଣସି କାରଣ ରୁ ଚର୍ଚ୍ଚା ର ଘେର ରେ ରହିଥାନ୍ତି । ଯେମିତି କି ଆମେ ମଧ୍ୟ ଜାଣିଛୁ କି ଅନେକ ଅଭିନେତ୍ରୀ ମାନେ ଗତ କିଛି ଦିନ ହେବ ବହୁତ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ସାଜିଛନ୍ତି । ସାଉଥ ଇଣ୍ଡଷ୍ଟ୍ରୀ ରେ ଜଣଙ୍କ ଠାରୁ ବଢି କରି ଜଣେ ବହୁତ ସୁନ୍ଦର ଅଭିନେତ୍ରୀ ଅଛନ୍ତି ।

କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜର ବେଶ ଭୁଷା ପାଇଁ ବହୁତ ଚର୍ଚ୍ଚା ରେ ରହିଥାନ୍ତି । କିନ୍ତୁ ଆଜି ଆମେ ଆପଣଂକୁ ଏପରି କିଛି ଜଣେଇବାକୁ ଯାଉଛୁ ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ବନ୍ଧୁଗଣ ଆଜି ଆମେ ଆପଣଂକୁ ସାଉଥ ଅଭିନେତ୍ରୀ ରାକୁଲ ପ୍ରୀତ ସିଂହ ଙ୍କ ଵିଷୟ ରେ ଏକ ରୋଚକ କଥା ଜଣେଇବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ସେହି ଵିଷୟରେ ।

ବନ୍ଧୁଗଣ ରାକୁଲ ପ୍ରୀତ ସିଂହ କୁ କିଏ ବା ନ ଜାଣେ । ନିଜର ଉଚ୍ଚକୋଟୀର ଅଭିନୟ ପାଇଁ ସେ ଆଜି ଘରେ ଘରେ ପରିଚିତ । ରାକୁଲ ପ୍ରୀତ ସିଂହ ଙ୍କ ର ଅନେକ ପ୍ରଶଂସକ ଅଛନ୍ତି । ସେ ସବୁବେଳେ ନିଜର ଷ୍ଟାଇଲ ଓ ପୋଷାକ କୁ ନେଇ ଚର୍ଚ୍ଚା ର ଘେର କୁ ଆସିଥାନ୍ତି । ଗତ କିଛି ଦିନ ହେବ ତାଙ୍କର ଏକ ଭିଡିଓ ବହୁତ ଭାଇରଲ ହେବାକୁ ଲାଗିଛି । ସେହି ଭିଡିଓ କୁ ତାଙ୍କର ଅନେକ ପ୍ରଶଂସକ ପ୍ରଶଂସା କରିଥିବା ବେଳେ ଆଉ କିଛି ପ୍ରସଂଶକ ଏହାକୁ ନିନ୍ଦା କରିଛନ୍ତି ।

ଏହି ଭିଡିଓ ଟି ରେ ଦେଖା ଯାଉଛି ଯେ ରାକୁଲ ପ୍ରୀତ ଏକ ପ୍ରେସମିଟ ରେ ଯୋଗ ଦେବା ପାଇଁ ଆସିଛନ୍ତି । ଯେଉଁଥିରେ ସେ କେବଳ ଏକ ସାର୍ଟ ପିନ୍ଧିଛନ୍ତି ଓ ଜୋତା ପିନ୍ଧିଛନ୍ତି । ଏହା ସହିତ ତାଙ୍କ ହାତ ରେ ଏକ ବ୍ୟାଗ ଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହି ଭିଡିଓ ଟି ରେ କେବଳ ସାର୍ଟ ହିଁ ପିନ୍ଧିଥିବାର ନଜର ଆସିଥିଲେ ତଳେ ପ୍ୟାଣ୍ଟ ପିନ୍ଧି ନ ଥିଲେ । ଏହା ପରେ ସେ ବହୁତ ଭଲ ଭଲ ପୋଜ ଦେଇ ନିଜର ଫୋଟୋ ମଧ୍ୟ ଉଠାଇଥିଲେ ।

ତାଙ୍କର ଏହିଭଳି ଭିଡିଓ କୁ ଦେଖୀ ତାଙ୍କର ଅନେକ ପ୍ରଶଂସକ ବହୁତ ପ୍ରଶଂସା କରିଥିଲେ । କିନ୍ତୁ ପ୍ରଶଂସା ଠାରୁ ଅଧିକ ତାଙ୍କୁ ନିନ୍ଦିତ ହେବାକୁ ପଡିଥିଲା । ଏହି ଭିଡିଓ ରେ ଅନେକ ଲୋକ କମେଣ୍ଟ କରି କହିଛନ୍ତି ଯେ ରାକୁଲ ପୂର୍ବରୁ ମଧ୍ୟ ଏହି ଭଳି ବିନା ପ୍ୟାଂଟ ରେ ନଜର ଆସିଥିଲେ ହୁଏତ ତାଙ୍କ ପାଖରେ କୌଣସି ପ୍ୟାଣ୍ଟ ନାହିଁ କିମ୍ବା ସେ ପ୍ୟାଣ୍ଟ ପିନ୍ଧିବାକୁ ଭୁଲି ଯାଉଛନ୍ତି ।

ଜଣେଇ ଦେଉଛୁ କି ଏହା କେବଳ ଥରେ ନୁହେଁ ବରଂ ବହୁତ ଥର ରାକୁଲ ଙ୍କ ସହିତ ଘଟି ସାରିଛି । ଥରେ ଏହିପରି ରାକୁଲ ବିନା ପ୍ୟାଣ୍ଟ ପିନ୍ଧିକରି ବଜାର ଚାଲି ଯାଇଥିଲେ । ଏହା ପରେ ଲୋକମାନେ ତାଙ୍କୁ ବହୁତ ନିନ୍ଦା କରିଥିଲେ । ରାକୁଲ ପ୍ରୀତ ସିଂହ କେବଳ ସାଉଥ ରେ ନୁହେଁ ବରଂ ବଲିଉଡ ରେ ମଧ୍ୟ ଅନେକ ଫିଲ୍ମ ରେ ନଜର ଆସିଛନ୍ତି । ତାଙ୍କର ଆଗକୁ ମଧ୍ୟ ବଲିଉଡ ରେ ଅନେକ ଗୁଡିଏ ଫିଲ୍ମ ଆସିବାକୁ ଯାଉଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button