ବିଚାର

ଆପଣ କେବେ ସଡ଼କ ଉପରେ ପଡ଼ିଥିବା ଟଙ୍କା ଗୋଟାଇଛନ୍ତି ? ଜାଣନ୍ତୁ ଏହାର ଅର୍ଥ କଣ ହୋଇଥାଏ ? ଶୁଭ ନା ଅଶୁଭ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କେତେକ ବ୍ୟକ୍ତି ଙ୍କ ସହ ଏଭଳି ହୋଇଛି, ଯେଉଁମାନେ ରାସ୍ତା ରେ ଗଲା ବେଳେ ସଡ଼କ ରେ ଟଙ୍କା ପଡିଥିବାର ଦେଖିଥାନ୍ତି ଏବଂ ତା’କୁ ନେଇ ଆସିଥାନ୍ତି। କେତେକ ବ୍ୟକ୍ତି ଙ୍କୁ ନୋଟ ମିଳିଥାଏ ତ କେତେକ ବ୍ୟକ୍ତି ଙ୍କୁ କଏନ ମିଳିଥାଏ। ନୋଟ ହେଉ ଅଥବା କଏନ ଏହାର କୌଣସି ଅର୍ଥ ନାହିଁ। କିନ୍ତୁ ଏହି ଟଙ୍କା ମିଳିବା ଆପଣଙ୍କ ଜୀବନ ରେ ଅନେକ ପ୍ରଭାବ ପକାଇଥାଏ।ତେବେ ଅସନ୍ତୁ ଜାଣିବା ସଡ଼କ ରେ ପଡ଼ିଥିବା ଟଙ୍କା ଆପଣଙ୍କୁ ମିଳିବାର ଅର୍ଥ କଣ ହୋଇଥାଏ।

୧. ବନ୍ଧୁଗଣ କେତେକ ବ୍ୟକ୍ତି ଙ୍କୁ ଅସୁବିଧା ସମୟରେ ରାସ୍ତା ଉପରେ ପଡ଼ିଥିବା କଏନ ମିଳିଥାଏ। ଏପରି ହେବାର ଅର୍ଥ ଅଦୃଶ୍ୟ ଶକ୍ତି ମାନେ ଆପଣଙ୍କୁ କହିବାକୁ ଚାହୁଁଛନ୍ତି ଯେ, ଆପଣ ନିଜ ଅସୁବିଧା ସମୟରେ ଏକୁଟିଆ ନାହାନ୍ତି, ବରଂ ଆପଣଙ୍କ ସହିତ ସମସ୍ତେ ଅଛନ୍ତି।

୨. ବନ୍ଧୁଗଣ କଏନ ଧାତୁ ରେ ତିଆରି ହୋଇଥାଏ।ଯେଉଁ ବ୍ୟକ୍ତି କଏନ କୁ ଧରିଥାଏ ସେମାନଙ୍କ ଶରୀରରେ ଥିବା ଉର୍ଜା ସେହି କଏନ ରେ ପ୍ରବେଶ କରିଥାଏ। ଗୋଟିଏ କଏନ କେତେକ ବ୍ୟକ୍ତି ଙ୍କ ହାତ ମାଧ୍ୟମରେ ଆପଣଙ୍କ ହାତକୁ ଆସିଥାଏ।ଏପରି ହେବା ଦ୍ଵାରା କଏନ ରେ ଏକ ଶକ୍ତିଶାଳୀ ଉର୍ଜା ର ପୁଞ୍ଜ ଗଠନ ହୋଇଥାଏ। ଏହାଦ୍ବାରା ସେହି କଏନ ରେ ଥିବା ଶକ୍ତିଶାଳୀ ଉର୍ଜା ଆପଣଙ୍କ ଶରୀରକୁ ପ୍ରବେଶ କରିଥାଏ।

୩. ବନ୍ଧୁଗଣ ଯଦି ଆପଣ ବହୁତ ଦିନ ଧରି କୌଣସି କାମ କରିବାର ଯୋଜନା ପ୍ରସ୍ତୁତ କରୁଛନ୍ତି ଏବଂ ସେହି କଥା ଭାବୁଥିବା ସମୟରେ ଆପଣଙ୍କୁ ରାସ୍ତା ରେ ପଡ଼ିଥିବା କଏନ ମିଳିଥାଏ, ତେବେ ଏହାର ଅର୍ଥ ଆପଣଙ୍କୁ ସହି କାର୍ଯ୍ୟ ଆରମ୍ଭ କରିବା ଉଚିତ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ।

୪. ବନ୍ଧୁଗଣ ଯଦି ଆପଣ ମାନଙ୍କୁ ରାସ୍ତା ରେ ପଡ଼ିଥିବା ନୋଟ ମିଳିଥାଏ।ତେବେ ଏହାର ଅର୍ଥ ଆପଣଙ୍କୁ ପରିସ୍ଥିତି କୁ ଜଗି ରହିବା ଆବଶ୍ୟକତା। କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ ଏବଂ କେବେବି ଡରନ୍ତୁ ନାହିଁ। ନିଜ ଉପରେ ଓ ଭଗବାନ ଙ୍କ ଉପରେ ଭରସା ରଖନ୍ତୁ। କାରଣ ଭଗବାନ ଏହି ନୋଟ ମାଧ୍ୟମରେ ଆପଣଙ୍କୁ ଶୁଭ ସଙ୍କେତ ର ସୂଚନା ଦେବାକୁ ଚାହୁଁଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button