ନକଲି ମଶା ! ଲ୍ୟାବରେ ହୋଇଛି ପ୍ରସ୍ତୁତ, ପ୍ରତି ସପ୍ତାହରେ ସହରରେ ଛଡାଯିବ ୧୨ ହଜାର ମଶା, ଜାଣନ୍ତୁ ଏହାର ବିଶେଷତ୍ଵ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଲ୍ୟାବ ରେ ପ୍ରସ୍ତୁତ ହେଉଛି ନକଲି ମଶା । ନକଲି ତ ନୁହେଁ କିନ୍ତୁ କୃତ୍ରିମ ଉପାୟରେ ପ୍ରସ୍ତୁତ କରା ଯାଇଛି ମଶା । ତିଆରି ହୋଇଥିବା ଏହି ମଶା ଡେଙ୍ଗୁ ଭାଇରସ ଓ ଜିକା ଭାଇରସ ବି-ରୋ-ଧ ରେ ଲ-ଢ଼ି-ବ । ବିଲ ଗେଟସ ଙ୍କ ଫ୍ଲୋରିଡ଼ା ରେ ଅବସ୍ଥିତ ବାୟୋଟେକ ଫାର୍ମ ଏହି ମଶା କୁ ବିକଶିତ କରିଛି । ଏହି ମଶା କୁ ଲ୍ୟାବ ରେ ପ୍ରସ୍ତୁତ କରାଯାଇଛି । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଏହି ବାୟୋଟେକ ଫାର୍ମ ର ନାଁ ହେଉଛି, ଅକ୍ସିଟେକ ଟେକନୋଲୋଜି ।

ଏହି ଫାର୍ମ ୟୁକେ ସାହାଯ୍ୟ ରେ ଏପରି କୃତ୍ରିମ ମଶା ପ୍ରସ୍ତୁତ କରିଛି । କମ୍ପାନୀ ପକ୍ଷ ରୁ କୁହାଯାଇଛି ଯେ, ସପ୍ତାହ ରେ ପ୍ରାୟ ୧୨ ହଜାର କୃତ୍ରିମ ମଶା ଙ୍କୁ ଛଡ଼ାଯିବ । ଏପରି ୧୨ ସପ୍ତାହ ଅଥବା ୩ ମାସ ଧରି ଚାଲିବ । କମ୍ପାନୀ ଏହା ମଧ୍ୟ କହିଛି ଯେ, ଏହି ପୁରୁଷ ଏଡିସ ଏଇଜେପ୍ଟି ମଶା ଭିନ୍ନ ଲି-ଙ୍ଗ ର ମଶା ଙ୍କ ସହିତ ପ୍ର-ଜ-ନ-ନ କରି ପାରିବ ।

ଯାହା ଦ୍ବାରା ଭିନ୍ନ ଲି-ଙ୍ଗ-ର ମଶା ନିଜର ରୋଗ ସୃଷ୍ଟିକାରୀ ଶକ୍ତି ହରାଇ ବସିବେ । ଏପରି କରିବା ଦ୍ୱାରା ରୋଗ ସୃଷ୍ଟିକାରୀ ମଶା ଙ୍କ ସଂଖ୍ୟା ନିୟନ୍ତ୍ରିତ ରହିବ । ଫ୍ଲୋରିଡୋ ମସ୍କିଟୋ କଣ୍ଟ୍ରୋଲ ଡିଷ୍ଟରିକ୍ଟର ଆଣ୍ଡ୍ରେୟା ଲିଲ୍ ଙ୍କ କହିବାନୁସାରେ ଏହି ପ୍ରକଳ୍ପ ଦ୍ବାରା ମଶା ଦ୍ବାରା ବ୍ୟାପୁଥିବା ଘା-ତ-କ ରୋଗ ଉପରେ ରୋକ୍ ଲାଗିବ ।

ଯାହାଦ୍ଵାରା ସହର ବାସୀ ଙ୍କ ସମେତ ବନ୍ୟ ଜୀବଜନ୍ତୁ ମଧ୍ୟ ସୁରକ୍ଷିତ ରହିବେ । ଫ୍ଲୋରିଡ଼ା ରେ ଥିବା ମାତ୍ର ୪% ମଶା ହିଁ ଜୀବନ ଘା-ତ-କ ରୋଗ ବାହକ ର ମୁଖ୍ୟ କାରଣ ହୋଇଥାନ୍ତି । ଡେଙ୍ଗୁ ଏବଂ ଜିକା ଭଳି ରୋଗ ସୃଷ୍ଟିକାରୀ ଭାଇରସ ଏହି ମଶା ଙ୍କ ମାଧ୍ୟମରେ ସଂକ୍ରମିତ ହୋଇଥାଏ । ଅକ୍ସିଟେକର କହିବାନୁସାରେ, ଏହି ନୂଆ ପ୍ରଯୁକ୍ତି ବିଦ୍ୟା ପ୍ର-ଜ-ନ-ନ ଯୋଗ୍ୟ ମଶାଙ୍କୁ ନି-ପା-ତ କରିବ ।

ଏହା ଦ୍ବାରା ମଶା ନିୟନ୍ତ୍ରଣ ପାଇଁ ହେଉଥିବା ଖର୍ଚ୍ଚ ୯୦% ପର୍ଯ୍ୟନ୍ତ ହ୍ରାସ ପାଇବ । ଏହା ପୂର୍ବରୁ ବ୍ରାଜିଲ ରେ ମଧ୍ୟ ଏପରି ଜ୍ଞାନ କୌଶଳ ରେ ରୋଗ ସୃଷ୍ଟିକାରୀ ମଶା ଙ୍କ ସଂଖ୍ୟା କୁ ୯୫% ପର୍ଯ୍ୟନ୍ତ ହ୍ରାସ କରାଯାଇ ପାରିଛି । ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।



