ମାତ୍ର 16 ବର୍ଷ ବୟସରେ ଆକ୍ସିଡେଣ୍ଟରେ ଗୋଟିଏ ଗୋଡ ହରାଇଥିଲେ ଏହି Actress, ତଥାପି ନିଜ ଦମଦାର ଡ୍ୟାନ୍ସ ଆଉ ଆକଟିଂରେ ଲୋକଙ୍କୁ କରିଦେଲେ ଦିବାନା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ ।
ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ସୁଧା ଚନ୍ଦ୍ରନ ।

ସୁଧା ଚନ୍ଦ୍ରନ ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ପାଇବା ସହ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ ବନ୍ଧୁଗଣ ସୁଧାଙ୍କୁ ଏହି ସଫଳତା ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ମିଳିଛି । ସୁଦ୍ଧା ଚନ୍ଦ୍ରନ ଶାରୀରିକ ବିକଳାଙ୍ଗ ହେବା ସତ୍ବେ ବହୁତ କଷ୍ଟ କରି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି ।
ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ତାଙ୍କ କାରିୟର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସୁଧା ଚନ୍ଦ୍ରନଙ୍କ ବିଷୟରେ । ବନ୍ଧୁଗଣ ସୁଦ୍ଧା ଚନ୍ଦ୍ରନ ଶିଖାଇଛନ୍ତି କିପରି ଶାରୀରିକ ବିକଳାଙ୍ଗ ହୋଇ ମଧ୍ୟ ଜୀବନରେ ସଫଳତା ହାସଲ କରିହେବ । ତାଙ୍କ ଜୀବନ ବହୁତ ପୀଡା ଓ କଷ୍ଟରେ ବୀତିଛି । ବନ୍ଧୁଗଣ ୧୯୮୧ ମସିହାରେ ସୁଦ୍ଧାଙ୍କ ସହ ଏକ ଦୁ-ର୍ଘ–ଟଣା ହୋଇଥିଲା । ଏହି ଦୁ-ର୍ଘ-ଟ-ଣାରେ ସୁଦ୍ଧାଙ୍କ ଗୋଡ ଭା-ଙ୍ଗି ଯାଇଥିଲା । ଏହାପରେ ଡାକ୍ତର ତାଙ୍କର ଚିକିତ୍ସା କରି ତାଙ୍କୁ ଘରକୁ ପଠାଇ ଦେଇଥିଲେ । ସେହି ସମୟରେ ସୁଦ୍ଧା ମାତ୍ର ୧୬ ବର୍ଷ ବୟସର ଥିଲେ ।

ବନ୍ଧୁଗଣ ତାଙ୍କର ସେହି ଦୁ-ର୍ଘ-ଟ-ଣାଟି ତାଙ୍କ ପାଇଁ ଘାତକ ପ୍ରମାଣିତ ହୋଇଥିଲା । ଦୁ-ର୍ଘ-ଟ-ଣା ହୋଇଥିବା ସ୍ଥାନଟି ବହୁତ ଶୋଚନୀୟ ଅବସ୍ଥାରେ ପରିଣତ ହୋଇଯାଇଥିଲା ଯାହାଫଳରେ ଡାକ୍ତରଙ୍କୁ ତାଙ୍କର ଗୋଟିଏ ଗୋଡ କା-ଟି-ବାକୁ ପଡିଥିଲା । ନିଜ ଗୋଟେ ଗୋଡକୁ ହାରିବା ପରେ ସୁଦ୍ଧା ନିଜ ଜୀବନ ପ୍ରତି ନିରାଶ ହୋଇଯାଇଥିଲେ । ସେହି ସମୟରେ ସେ ମାନସିକ ଚିନ୍ତାର ଶି-କା-ର ହୋଇଯାଇଥିଲେ ।

ଏପରିକି ସୁଦ୍ଧା ନିଜ ହାତରେ ନିଜ ପ୍ରାଣ ନେବା ପାଇଁ ଚିନ୍ତା କରୁଥିଲେ । ହେଲେ ବନ୍ଧୁଗଣ ସେହି ସମୟରେ ତାଙ୍କ ମା ବାପା ତାଙ୍କୁ ବହୁତ ପ୍ରେରଣା ଦେଇଥିଲେ । ଏହାପରେ ସୁଦ୍ଧା ଏକ ପ୍ରୋସ୍ଥେଟିକ ଗୋଡ ଲଗାଇ ଦେଲେ । ହେଲେ ଏହି ଗୋଡରେ ଚଳାଚଳ ଓ ନୃତ୍ୟ ଆଦି କରିବା ପାଇଁ ବହୁତ କଷ୍ଟକର ଥିଲା । ହେଲେ ସୁଦ୍ଧା ଚନ୍ଦ୍ରନ ସମସ୍ତ ଅସମ୍ଭବ ପରିସ୍ଥିତିକୁ ସମ୍ଭବ କରିଥିଲେ ।

ବନ୍ଧୁଗଣ ସୁଦ୍ଧା କେବଳ ୫ ବର୍ଷ ବୟସରେ ଭାରତନାଟ୍ୟମ ସିଖୁଥିଲେ । ସେ ନିଜର ସେହି ପ୍ରୋସ୍ଥେଟିକ ଗୋଡରେ ସମସ୍ତ ପ୍ରକାର ଅଭିନୟ ଓ ଡ୍ୟାନ୍ସ କରିଥିଲେ । ଯାହାଫଳରେ ସେ ନିଜ ଜୀବନରେ ବହୁତ ନାମ ଅର୍ଜନ କରିପାରିଥିଲେ ।



