କେଉଁ ଫୁଲ 36 ବର୍ଷ ରେ ଗୋଟେ ଥର ଫୁଟିଥାଏ ? ଏହା ସହ ଜାଣନ୍ତୁ ସାଧାରଣ ଜ୍ଞାନ ଭଳି ପ୍ରଶ୍ନ ଓ ଏହାର ଉତ୍ତର
ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ ।

ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ତେବେ ଚାଲନ୍ତୁ ସେହିପରି କିଛି ଆପଣ ମାନଙ୍କ ନିକଟରେ ଜଣା ଓ ଅଜଣାର କଥା ଆଲୋଚନା କରିବା ।
1- ଦୁନିଆରେ ସବୁଠାରୁ ଅଧିକ ମରୁଥିବା ଜୀବ ର ନାମ କଣ ?
ଉତ୍ତର- କୁକୁଡା ।
2- କେଉଁ ଦେଶର ଲୋକେ କୁକର ପାଳନ୍ତି ନାହିଁ ?
ଉତ୍ତର- ଆଇସଲ୍ୟାଣ୍ଡ ।
3- ଏମିତି କେଉଁ ଜୀବ ଅଛି ଯାହାର ଆଖି ନାହିଁ ?
ଉତ୍ତର- କଇଁଛ ।
4- କେଉଁ ଦେଶରେ ଗାଳି ଦେବାରୁ 5 ବର୍ଷ ଦଣ୍ଡ ଦିଆଯାଇଥାଏ ?
ଉତ୍ତର- କ୍ୟୁବା ।
5- ଭାରତରେ କେଉଁ ରାଜ୍ୟର ଭାଷା ଇଂରାଜୀ ଅଟେ ?
ଉତ୍ତର- ନାଗାଲ୍ୟାଣ୍ଡ ।
6- ଗୁଡି ଉଡାଇବାର କଳା ସର୍ବ ପ୍ରଥମେ କେଉଁ ଦେଶରେ ବିକଶିତ ହୋଇଥିଲା ?
ଉତ୍ତର- ଚୀନ ।
7- ପ୍ରଥମ ଥର ଶରୀରର କେଉଁ ଅଙ୍ଗରେ ଏକ୍ସରେ ବାହାର କରାଯାଇଥିଲା ?
ଉତ୍ତର- ହାତ ।
8- ପ୍ରଥମ ଥର IPS ର ପରୀକ୍ଷା କେବେ ହୋଇଥିଲା ?
ଉତ୍ତର- 1926 ରେ ।
9- ଭାରତରେ ସର୍ବ ପ୍ରଥମେ ମେଟ୍ରୋ କେଉଁ ସାହରେ ଚାଲିଥିଲା ?
ଉତ୍ତର- କୋଲକାତା ।

10- ରାଣୀ ଲକ୍ଷ୍ମୀବାଇ ଙ୍କ ଜନ୍ମ କେଉଁ ଠାରେ ହୋଇଥିଲା ?
ଉତ୍ତର- ଉତ୍ତରପ୍ରଦେଶ ।
11- ଚାନ୍ଦରେ 4G ନେଟୱାର୍କ କେଉଁ କମ୍ପାନୀ ଉପଲବ୍ଧ କରିଥିଲା ?
ଉତ୍ତର- ଭୋଡାଫୋନ ।
12- ଦୁନିଆରେ ସବୁଠୁ ଅଧିକ ଜୀବ କଣ ଦେଖାଯାଏ ?
ଉତ୍ତର- ଅଜଗର ।
13- କଙ୍ଗାରୁ କେଉଁ ଦେଶର ରାଷ୍ଟ୍ର ପଶୁ ମାନାଯାଏ ?
ଉତ୍ତର- ଅଷ୍ଟ୍ରେଲିୟା ।
14- ଭାରତର ସବୁଠୁ ଉଚ୍ଚ ଟିଭି ଟାୱାର କେଉଁ ସହରରେ ସ୍ଥିତ ଅଛି ?
ଉତ୍ତର- ଦିଲ୍ଲୀ ।
15- ଲ୍ୟାଣ୍ଡ ଅଫ କଙ୍ଗାରୁ କେଉଁ ଦେଶକୁ କୁହାଯାଏ ?
ଉତ୍ତର- ଅଷ୍ଟ୍ରେଲିୟା ।
16- ଦୁନିଆରେ ସବୁଠୁ ଶୁଦ୍ଧ ପାଣି କେଉଁ ଦେଶକୁ କୁହା ଯାଇଥାଏ ?
ଉତ୍ତର- ସ୍ଵିଜରଲ୍ୟାଣ୍ଡ ।
17- ଅଫିମ ର ସର୍ବାଧିକ ଉତ୍ପାଦନ କେଉଁ ଦେଶ କରିଥାଏ ?
ଉତ୍ତର- ଆଫଗାନିସ୍ତାନ ।
18- ମାନରେଗା ଯୋଜନା କେବେ ଆରମ୍ଭ ହୋଇଥିଲା ?
ଉତ୍ତର- 2006 ରେ ।
19- କେଉଁ ଫୁଲ 36 ବର୍ଷ ରେ ଗୋଟେ ଥର ଫୁଟିଥାଏ ?
ଉତ୍ତର- ନାଗଫୁଲ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।



