ଦେଶ ବିଦେଶ

ପୋଲିସ ବାଲାଙ୍କ ଏମିତି ଲଜ୍ୟାଜନକ କାରନାମା କ୍ୟାମେରାରେ କଏଦ ହେଇଗଲା ନହେଲେ କେହି ବିଶ୍ଵାସ କରି ନଥାନ୍ତେ, ଭିଡିଓ ଦେଖିଲେ ଆପଣ ବି କହିବେ ଛିଃ…ଛିଃ…

ନମସ୍କାର ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଏହି ସୋସିଆଲ ମିଡ଼ିଆ ଉପସ୍ଥିତ ଥିବେ । ଫେସବୁକ, ଇଂଷ୍ଟାଗ୍ରାମ,ହ୍ଵାଟ୍ସଆପ, ୟୁଟିୟୁବ ଆଦି ଆପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ ।

ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେୟାର କରି ଭାଇରାଲ କରାଯାଉଛି । ତେବେ ଯଦି କୌଣସି ଭିଡିଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭିଡିଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭାଇରାଲ କରି ଥାଆନ୍ତି ।

ତେବେ କିଛି ଭାଇରାଲ ଭିଡିଓ ରେ ସାଧାରଣ ଜନତା ନୁହେଁ ବରଂ ଖାକି ପୋଷାକ ପିନ୍ଧିଥିବା ପୋ-ଲି-ସ ମାନଙ୍କ ର କିଛି ଅଦ୍ଭୁତ କାର୍ଯ୍ୟ ଦେଖିବାକୁ ମିଳିଥାଏ । ତେବେ ପୋ-ଲି-ସ ଆମ ସୁ-ର-କ୍ଷା ପାଇଁ ରହିଥାନ୍ତି ଏବଂ ଦେଶ ର ସୁ-ର-କ୍ଷା ପାଇଁ ନିଜ ର ବ-ଳି-ଦା-ନ ମଧ୍ୟ ଦେଇ ଦିଅନ୍ତି । କିନ୍ତୁ କିଛି ପୋ-ଲି-ସ କର୍ମଚାରୀ ଙ୍କ ଯୋଗୁଁ ସମ୍ପୂର୍ଣ୍ଣ ପୋ-ଲି-ସ ଡ଼ିପାର୍ଟମେଂଟ ବ-ଦ-ନା-ମ ହୋଇ ଯାଇଛନ୍ତି । ତେବେ ଆସନ୍ତୁ ଆଜି ସେହି ପୋ-ଲି-ସ ମାନଙ୍କ ର ଅଦ୍ଭୁତ ଘ-ଟ-ଣା ର ଭାଇରାଲ ଭିଡିଓ ସମ୍ପର୍କରେ ଆଲୋଚନା କରି ନେବା ।

୧- ପ୍ରଥମ ଭିଡିଓ ଟି ହେଉଛି ପୁନେ ର । ସେଠାରେ କିଛି ଟ୍ରାଫିକ ପୋ-ଲି-ସ ଅଫିସର ଗାଡି ର ଚେ-କିଂ ପାଇଁ ଗାଡି କୁ ଅଟକାଉ ଥିଲେ । ତେବେ ଗାଡି ଚେ-କିଂ ବେଳେ ସେମାନେ କଣ କରନ୍ତି ଆପଣ ନିଶ୍ଚିତ ଭଲ ଭାବରେ ଜାଣିଥିବେ । ସେହି ଭଳି ସେଠାରେ ସ୍ୱାତୀ ସୋନାର ନାମ ର ଜଣେ ପୋ-ଲି-ସ ଅଫିସର କିଛି ଗାଡି ଚେ-କିଂ କରୁଥିଲେ ସେତେବେଳେ ଦୁଇ ଜଣ ଝିଅ ସ୍କୁଟି ନେଇ କି ଆସିଲେ କିନ୍ତୁ ତାଙ୍କ ପାଖରେ କୌଣସି କାଗଜ ପତ୍ର ନଥିଲା ତେଣୁ ସେ ମହିଳା ପୋ-ଲି-ସ ଜଣକ ନିଜ ପଛ ପକେଟ ରେ ପଇସା ରଖିକି ଯିବା ପାଇଁ କହିଥିଲେ । ଏହା ସବୁ ସେଠାରେ ଥିବା ଜଣେ ଯୁବକ ନିଜ ମୋବାଇଲ ରେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ଦେଇଥିଲେ ।

୨- ଦ୍ୱିତୀୟ ଭିଡିଓ ରେ ଜଣେ ଯୁବକ ଯାହାର ନାମ ଵିଷ୍ଣୁ ଶର୍ମା ସେ ନିଜ କାରରେ ବସିବା ବେଳେ ମଧ୍ୟ ହେଲମେଟ ଲଗେଇ ଗାଡି ଚଳାନ୍ତି । ଏହାର କାରଣ ପଚାରିବାରୁ ସେ କହିଥିଲେ କି ୧ ଡିସେମ୍ବର ୨୦୧୭ ରେ ସେ ନିଜ କାରରେ ଆସୁଥିବା ସମୟରେ ଜଣେ ପୋ-ଲି-ସ କର୍ମଚାରୀ ତାଙ୍କୁ ଅଟକାଇ କାଗଜପତ୍ର ମାଗିଥିଲେ ଏବଂ ସେ ନିଜର କାଗଜ ପତ୍ର ମଧ୍ୟ ଦେଖାଇଦେଲେ କିନ୍ତୁ ସେ ପୋ-ଲି-ସ ଜଣକ କିଛି ନ ମିଳିବାରୁ ହେଲମେଟ ପାଇଁ ଚାଲାଣ କାଟିଦେଲେ ତେବେ ସେ ଏହା ପର ଠାରୁ ସବୁଦିନ ହେଲମେଟ ପିନ୍ଧି ବୁଲନ୍ତି ।

ତେବେ ଏହା ସୋସିଆଲ ମିଡ଼ିଆ ରେ ବହୁତ ଭାଇରାଲ ହେବାକୁ ମଧ୍ୟ ଲାଗିଲା ଏବଂ ପରେ ସେ ପୋ-ଲି-ସ କର୍ମଚାରି ମଧ୍ୟ ଧ-ରା ପ-ଡି-ଗ-ଲେ । ତାଙ୍କ ନାମ ହେଉଛି ପ୍ରହ୍ଲାଦ । ତାଙ୍କୁ ଏ ବିଷୟରେ ପ୍ରଶ୍ନ କରିବାରୁ ସେ କହିଲେ କି ସେ ସିଟ ବେଲ୍ଟ ପାଇଁ ଚାଲାଣ କା-ଟୁ-ଥି-ଲେ କିନ୍ତୁ ଭୁଲ ରେ ହେଲମେଟ ପାଇଁ କ-ଟି-ଗ-ଲା ।

୩- ତୃତୀୟ ଭିଡିଓ ରେ ଜଣେ ପୋ-ଲି-ସ ଅଫିସର ଜଣେ ସାଧାରଣ ଯୁବକ ଆଗରେ ଉଠ ବସ ହେଉଥିଲା । କାରଣ ଏହା ଥିଲା କି ସେ ପୋ-ଲି-ସ ଅଫିସର ଲା-ଞ୍ଚ ନେଲା ସମୟରେ ସେହି ବ୍ୟକ୍ତି ଜଣକ ତାର ଭିଡିଓ ବନେଇ ଦେଇଥିଲେ ତେଣୁ ନିଜ ଚାକିରୀ କୁ ବଞ୍ଚେଇବା ପାଇଁ ସେ ଯୁବକ ଆଗରେ ନେ-ହୁ-ରା ହେଉଥିଲେ । ତେବେ ଏହି ଭିଡିଓ ଟି ମଧ୍ୟ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହୋଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button