ମନୋରଞ୍ଜନ

12 ବର୍ଷର ଓଡ଼ିଆ ଝିଅ ଏବେ କରିଛନ୍ତି କନ୍ନଡ଼ ଫିଲ୍ମରେ ଆକ୍ଟିଙ୍ଗ…ଓଡିଶା ପାଇଁ ଗର୍ବ ! ନିଜ ଜୀବନର ଲକ୍ଷକୁ ନେଇ କହିଲେ କିଛି ଏମିତି….ଦେଖନ୍ତୁ Video

ବନ୍ଧୁଗଣ, ଆଜି ଆମ୍ଭେ ଏକ ଏଭଳି କୁନି ପ୍ରତିଭା ସମ୍ବନ୍ଧରେ କହିବାକୁ ଯାଉଅଛୁ ଯେ କି ଓଡିଆ ସିରିୟଲରେ ଅଭିନୟ କରିବା ସହିତ ବର୍ତ୍ତମାନ କନ୍ନଡ ଚଳଚିତ୍ରରେ ମଧ୍ୟ ଅଭିନୟ କରି ସାରିଲେଣି । ଏହି ଝିଅଟି ଗୋଟେ ପଟେ ସ୍କୁଲ ରେ ପାଦ ଦେଲେ ପାଠ ପଢିବା ନିମନ୍ତେ ଅନ୍ୟପଟେ ସିନେ ଜଗତରେ ମଧ୍ୟ ପାଦ ଦେଲେ ସିରିୟଲ କରିବା ପାଇଁ । ଏହା ପରବର୍ତ୍ତୀ ସମୟରେ ରିଲ୍ସ ଆଣିଦେଲା ନୂଆ ଅଧ୍ୟାୟ ଏବଂ ଋଲ୍ସ କରୁ କରୁ ଚାଲିଗଲେ କନ୍ନଡ଼ ଫିଲ୍ମ କରିବା ନିମନ୍ତେ ।

ତେବେ ଆସନ୍ତୁ ଜାଣିନେବା ଏଭଳି ଏକ କୁନି ପ୍ରତିଭା ସମ୍ବନ୍ଧରେ । କୁନି ପ୍ରତିଭା ଙ୍କ ବୟସ ମାତ୍ର ୧୨ । ତାଙ୍କ ନାମ ହେଉଛି ସୃତି ସ୍ଵରୁପା ଦାସ । ସେ କହିଛନ୍ତି ଯେ ଓଡିଆ ସିରିୟଲ ସେ ନର୍ସରୀ କ୍ଳାସ ରୁ ଆରମ୍ଭ କରିଥିଲେ । ପାଠ ପଢିବା ସହତ ସିରିୟଲ ମଧ୍ୟ କରୁଥିଲେ । ପାଠ ଏବଂ ସିରିୟଲ ରେ ଆଗ୍ରହ ବହୁତ ଥିବାର ସୃତି କହିଛନ୍ତି । ଏହା ସହିତ ସେ ମିରର ଆଗରେ ଛିଡା ହୋଇ ଡ୍ୟାନ୍ସ କରନ୍ତି ତଥା ବାବୁସାନଙ୍କର ଦେଖି ଡ୍ୟାନ୍ସ କରନ୍ତି ।

ସମସ୍ତଙ୍କ ଗୀତ ଦେଖି ଡ୍ୟାନ୍ସ କରନ୍ତି । ସେ କହିଛନ୍ତି ଯେ ମିରର ତାଙ୍କର ବନ୍ଧୁ ଏବଂ ସେ ତା’ ଆଗରେ ଛିଡା ହୋଇ ଅଭିନୟ ଶିଖିଛନ୍ତି । ମାତ୍ର ସିରିୟଲରେ ପାଦ ଦେବା ନିମନ୍ତେ କେହି ସହଯୋଗ କରି ନାହାନ୍ତି ଏବଂ ସେ ତାଙ୍କ ମା ବାପା ଙ୍କ ସହିତ ବଜାରରେ ଯିବା ସମୟରେ ସେଠାରେ ସୁ-ଟି-ଙ୍ଗ ହେଉଥିଲା ଏବଂ ସୃତି ଯାଇ ସିଧା ଡାଇରେକ୍ଟର ଙ୍କ କୋଳରେ ବସିଯାଇଥିଲେ

ଏହାପରେ ଡାଇରେକ୍ଟର ତାଙ୍କ ପଚାରିଥିଲେ ଯେ ଜଣଙ୍କର ଝିଅ ହେବୁ ସେ କହିଥିଲେ ହଁ । ଏହାପରେ ତେଜସ୍ଵିନୀ ବୋଲି ସିରିୟଲରେ ପ୍ରଥମେ ଅଭିନୟ କରିଥିଲେ ଏହାପରେ ସମୁଦାୟ ୬ ଟି ସିରିୟଲ କରିସାରିଲେଣି । ଏବଂ ଚଳଚିତ୍ର ୫ ଟି କରିଛନ୍ତି ।

ଏହାପରେ କାନ୍ନାଡ଼ା ଚଳଚିତ୍ର କରିବାରେ ବିଶେଷ କଷ୍ଟ ହୋଇନାହିଁ ସେ ଯେଉଁ ମୁମେଣ୍ଟ ଗୁଡିକ କରନ୍ତି ତାହାକୁ ଦେଖି ଦେହି ସମସ୍ତ ଅଭିନୟ ତଥା ଡାଇଲୋଗ ମାନେ ରଖିଛନ୍ତି ବୋଲି କହିଛନ୍ତି ସୃତି । ଆଗକୁ ଫିଲ୍ମ ଇଣ୍ଡଷ୍ଟ୍ରୀର ହିରୋଇନ ହେବା ସହିତ ଡାକ୍ତର ହେବାକୁ ଲକ୍ଷ ରଖିଛନ୍ତି ସୃତି । ତେବେ ଭଗବାନ ତାଙ୍କ ଲକ୍ଷ ସ୍ଥଳରେ ପହଞ୍ଚିବା ନିମନ୍ତେ ତାଙ୍କୁ ସହାୟ ହୁଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button