ଜୀବନଶୈଳୀ

କାନ୍ଦ ବୋବାଳିରେ ଫାଟି ପଡୁଛି ଘର, ବିଷଧର ସାପ (cobra) କାମୁଡିବା ପରେ ପିଲାଟିର ଅବସ୍ଥା ଯାହା ହେଲା ନା…ଦେଖନ୍ତୁ ଏହି Video

ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଶାର ପ୍ରକ୍ଷାତ ସାପ ଧରାଳି ମିର୍ଜା ଆରିଫଙ୍କୁ ବେସ ଭଲ ଭାବରେ ଜାଣିଥିବେ । ମିର୍ଜା ଆମ ଓଡିଶାର ଅନେକ ଜିଲ୍ଲାକୁ ଯାଇ ସାପ ମାନଙ୍କୁ ଉଦ୍ଧାର କରନ୍ତି । ସାପ ଉଦ୍ଧାର କରିବା ସମୟରେ ସେ ଭିଡିଓ କରି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ କରନ୍ତି ଯାହାକୁ ଦେଖିବା ପାଇଁ ଦର୍ଶକ ମାନେ ବେସ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ମିର୍ଜା ଅନେକ ଘାତକ ସାପ ଗୁଡିକୁ ଧରି ଛନ୍ତି ଯାହା ଆପଣ ମାନେ ନିଶ୍ଚୟ ଦେଖିଥିବେ ।

ହେଲେ ଗତ କିଛି ସମୟ ହେବ ମିର୍ଜାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ମିର୍ଜା ଏକ ନାଗ ସାପକୁ ଉଦ୍ଧାର କରିବା ପାଇଁ ଏକ ଗାଁକୁ ଯାଇଛନ୍ତି ହେଲେ ନାଗ ସାପଟି ଯାହା କରିଛି ତାହା ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ସାପଟି ଠାକୁର ଘର ଭିତରେ ଥିଲା ଗୋଟେ ଛୋଟ ଛୁଆଟି ସାପ ବିଷୟରେ ନ ଜାଣି ଠାକୁର ଘର ଭିତରେ ପଶି ଥିଲା ଯାହାଫଳରେ ନାଗଟି ଛୁଆକୁ ଚୋଟ ମାରିଥିଲା ।

ବନ୍ଧୁଗଣ ସାପ ଚୋଟ ମାରିବାର କିଛି ସମୟ ପରେ ଛୁଆଟି ନିଜ ପ୍ରାଣ ହରାଇଛି । ଛୁଆର ମୃତ୍ୟୁ ହେବା ଦ୍ଵାରା ପରିବାର ଲୋକ ମୁଣ୍ଡ ପିଟି କାନ୍ଦୁ ଛନ୍ତି  । ଏହା ପରେ ସେଟାକୁ ମିର୍ଜା ସେହି ସାପଟିକୁ ଉଦ୍ଧାର କରିବା ପାଇଁ ଯାଇଛନ୍ତି ଆଉ ଅତି ସାବଧାତନାର ସହ ସେ ସାପକୁ ଉଦ୍ଧାର ମଧ୍ୟ କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button