ଦେଶ ବିଦେଶ

ରାବଣ ପୋଡି ସମୟରେ ଅଘଟଣ: ବହୁ ଲୋକ ଆହତ

ଯମୁନା ନଗର: ହରିଆଣାର ଯମୁନା ନଗରରେ ବୁଧବାର ସଂଧ୍ୟାରେ ରାବଣ ପୋଡି ଅବସରରେ ଅଘଟଣ, ବହୁ ଲୋକ ଆହତ। ରାବଣ ପୋଡି ପାଇଁ ଯମୁନା ନଗରରେ ବହୁ ଲୋକଙ୍କ ଭିଡ ଜମିଥିଲା। ସମୟ ଅନୁଯାୟୀ ରାବଣ ଦେହରେ ନିଆଁ ଲଗାଗଲା। କିନ୍ତୁ ଦୁର୍ଭାଗ୍ୟକୁ ରାବଣ ପୁତୁଳା ଜଳୁଥିବା ଅବସ୍ଥାରେ ଦେଖଣାହାରୀଙ୍କ ଉପରେ ପଡିଯାଇଛି।  ଏଥିରେ ଅନେକ ଲୋକ ପୋଡି ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button