ମନୋରଞ୍ଜନ

ସହଜରେ ଜାଣିପାରିବେ ତାଙ୍କ ହୃଦୟରେ ଆପଣଙ୍କ ପାଇଁ କଣ ରହିଛି, କେବଳ ବାଛିବାକୁ ହେବ ଏଥିରୁ ଗୋଟିଏ ନମ୍ବର (Tarot Card Reading)

ନମସ୍କାର ବନ୍ଧୁଗଣ, ଆମ ମନରେ ଥିବା ସାଥିଙ୍କ ମନକୁ ପଢିବା ଆମ ପାଇଁ ଏତେ ସହଜ ହୋଇନଥାଏ । କିନ୍ତୁ ସବୁବେଳେ ଜଣେ ସାଥି ତା ସାଥି ଠାରୁ ଏଇଆ ହିଁ ଆଶା କରିଥାଏ କି କିଭଳି ସେ ତାଙ୍କ ହୃଦୟର ଭାଷାକୁ କିଛି ନ କହି ମଧ୍ୟ ସେ ବୁଝି ଯାଉଥିବେ । ତେବେ ଏହା ବାସ୍ତବରେ ତ ଏତେ ସହଜ ହୋଇନଥାଏ । କିନ୍ତୁ ଆଜି ଆପଣମାନେ ଆମର ଏହି ପୋଷ୍ଟ ମାଧ୍ୟମରେ ଜାଣିବା ପାଇଁ ପାଇବେ  ଆପଣଙ୍କ ସାଥିଙ୍କ ମନରେ ଚାଲିଥିବା କଥାକୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଆପଣ ଉପରେ ଦେଖୁଥିବା ତିନୋଟି ନମ୍ବର ମଧ୍ୟରୁ ଆପଣଙ୍କ ମନ ପସନ୍ଦର ଏକ ନମ୍ବର ଟିଏ ବାଛନ୍ତୁ । ଆପଣ ବାଛିଥିବା ନମ୍ବର ହିଁ ଆପଣଙ୍କ ସାଥିଙ୍କ ମନ କଥା ଆପଣଙ୍କୁ ଜଣାଇବ । 1-  ଆପଣଙ୍କ ସାଥି ଆପଣଙ୍କୁ ତାଙ୍କ ଜୀବନର ରକ୍ଷକ ବୋଲି ଭାବୁଛନ୍ତି । ସେ ଆପଣଙ୍କ ସହ ସୁରକ୍ଷିତ ଅନୁଭବ କରିଥାନ୍ତି । ତାଙ୍କୁ ଲାଗୁଛି କି ଆପଣ ନିଜକୁ ନିଜେ ବହୁତ ଶକ୍ତିଶାଳୀ ବୋଲି ଭାବୁଛନ୍ତି ।

ଆପଣଙ୍କୁ ଲାଗୁଛି କି ଆପଣ ଆପଣଙ୍କ ଜୀବନରେ ଯାହା ସବୁ କରିଛନ୍ତି ତାହା କେହି ମଧ୍ୟ କରିନାହାନ୍ତି । ଆପଣଙ୍କ ସାଥି ଆପଣଙ୍କ ସାମାନ୍ଯ ଗର୍ବୀ ବୋଲି ଭାବୁଛନ୍ତି । ତାଙ୍କୁ ଲାଗୁଛି ଆପଣ ଏହା ଭାବୁଛନ୍ତି କି ଆପଣଙ୍କ ସାହାର୍ଯ୍ୟ ବିନା ସେ କିଛି ମଧ୍ୟ କରିପାରିବେ ନାହିଁ ।

2- ଆପଣଙ୍କୁ ନେଇ ତାଙ୍କ ମନରେ ସବୁ ପ୍ରକାର ଭାବନା ଚାଲିଛି । ସେ ଏବେ ଯାଏ ଆପଣଙ୍କୁ ନେଇ କୌଣସି ନିସ୍ପତିରେ ପହଞ୍ଚି ପାରିନାହାନ୍ତି । କେବେ ଆପଣଙ୍କୁ ସେ ବହୁତ ଭଲ ଭାବୁଛନ୍ତି ତ କେବେ ଆପଣଙ୍କୁ ବହୁତ ଖରାପ ଭାବୁଛନ୍ତି । ବେଳେ ବେଳେ ତାଙ୍କୁ ଆପଣ ମହାନ ବୋଲି ମଧ୍ୟ ଅନୁଭୂତ ହୋଇଥାନ୍ତି । ଆଉ କେତେବଳେ ଆପଣଙ୍କୁ ସେ ସବୁଠାରୁ ନିଚ୍ଚ ବୋଲି ମଧ୍ୟ ଭାବୁଛନ୍ତି । ତେଣୁ ସେ ଆପଣଙ୍କୁ ନେଇ ବିଲକୁଲ ବି ସ୍ତିର ନାହାନ୍ତି । ସେ ଆପଣଙ୍କୁ ଠିକରେ ବୁଝିବା ପାଇଁ ଚାହିଲେ ମଧ୍ୟ ବୁଝି ପାରୁନାହାନ୍ତି ।

3- ଆପଣଙ୍କ ସାଥି ଭାବୁଛନ୍ତି କି ଆପଣ ବହୁତ ପରିଶ୍ରମୀ ମଣିଷ ଅଟନ୍ତି । ବହୁତ ବେଶୀ କାମ ଆପଣ କରିଥାନ୍ତି । ଆପଣ ବହୁତ ଅଧିକ ଚିନ୍ତାରେ ରହୁଛନ୍ତି । ଜୀବନରେ ଆପଣ ବହୁତ ଅଧିକ ଦୁଃଖ ଦେଖିଛନ୍ତି । ସବୁବେଳେ ଆପଣ ଜୀବନକୁ ଏକ ବୋଝ ଭାବି କଟାଉଛନ୍ତି ।

ତେଣୁ ଆପଣଙ୍କ ସାଥି ଆପଣଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଛନ୍ତି କି ଆପଣ ଏତେ ଚିନ୍ତା ନ ନେଇ ଜୀବନକୁ ଉପଭୋଗ କରିବା ଆବଶ୍ୟକ । ତାଙ୍କୁ ଲାଗୁଛି ଆପଣ ନିଜର ଯତ୍ନ ଠିକରେ ନେଉନାହାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button