ଜୀବନଶୈଳୀ

ଗର୍ଭବତୀ ସ୍ତ୍ରୀର ଫଟୋକୁ ଯେତେବେଳେ କରିଲେ ଜୁମ, ଦେଖିକି ସ୍ଵାମୀର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ

ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଦେଶ ବିଦେଶ ଖବର ସହିତ ବେଳେ ବେଳେ କିଛି ଏମିତି ଅଜବ ଗଜବ ଜିନିଷ ଦେଖିବାକୁ ମିଳିଯାଏ କି ତାହାକୁ ବିଶ୍ଵାସ କରିବା ଅସମ୍ଭବ ହୋଇଯାଏ । କହିବାକୁ ଗଲେ ପ୍ରାୟତଃ ସମସ୍ତେ ସୋସିଆଲ ମିଡିଆରେ ନିଜର ଫଟୋ ଶେୟାର କରିଥାନ୍ତି ।

କେତେ ଥର ଆପଣମାନେ ଦେଖିଥିବେ କି ସୋସିଆଲ ମିଡିଆରେ ଏମିତି କିଛି ଫଟୋ ଭାଇରାଲ ହୋଇଥାଏ, ଯାହାକି ବହୁତ ସାଧାରଣ ହୋଇଥାଏ କିନ୍ତୁ ଯେତେବେଳ ତାହାକୁ ଜୁମ କରି ଦେଖାଯାଏ ତେବେ ସେଥିରେ କିଛି ଏମିତି ଜିନିଷ ନଜର ଆସିଥାଏ କି ଯାହାକୁ ଦେଖିବା ପରେ ଲୋକମାନଙ୍କର ହୋସ ଉଡିଯାଏ ।

କେତେ ଥର ଆପଣଙ୍କ ସାମ୍ନାରେ ସୋସିଆଲ ମିଡିଆରେ ଏମିତି କିଛି ଫଟୋ ଆସିଥିବ ଯେଉଁଥିରେ ଫଟୋ ଉଠାଉଥିବା ବ୍ୟକ୍ତି ଛିଡା ହୋଇଥାଏ । କିନ୍ତୁ ଯେତେବେଳେ ସେହି ଫଟୋକୁ ଜୁମ କରିଦେଖାଯାଏ ତେବେ ସେଥିରେ କୌଣସି ଆତ୍ମା କିମ୍ବା କିଛି ଅଲଗା ପ୍ରକାର ଅଦ୍ଭୁତ ଜିନିଷ ଦେଖିବାକୁ ମିଳି ଥାଏ ।

ଆଜି ଆମେ ଆପଣମାନଙ୍କୁ ଏମତି ହିଁ ଏକ ଗର୍ଭବତୀ ମହିଳାଙ୍କର ଫଟୋ ଦେଖାଇବୁ, ଯିଏକି ସମୁଦ୍ର କୂଳରେ ଛିଡା ହୋଇ ଫଟୋ ଉଠାଉଛି । ଏହା ପରେ ସେହି ଫଟୋରେ କିଛି ଏମିତି ଆସିଯାଉଛି କି ଯାହାକି ଜୁମ କରିବା ପରେ ଜଣା ପଡୁଛି ।

ଫଟୋରେ ଆପଣମାନେ ଦେଖି ପାରିବେ କି ଜଣେ ଗର୍ଭବତୀ ମହିଳା ସମୁଦ୍ର କୂଳରେ ଛିଡା ହୋଇ ଫଟୋ ଉଠାଉଛି । ଏହା ପରେ ଯେତେବେଳେ ମହିଳା ଓ ତାହାର ସ୍ଵାମୀ ଏହି ଫଟୋକୁ ଜୁମ କରି ଦେଖିଲେ ତ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ । କହିଦେଉଛୁ କି ଫଟୋ ର ପଛକୁ ଦେଖି ପାରିବେ କି ଫଟୋ କ୍ଲିକ ହେବା ମାତ୍ରେ ହିଁ ସମୁଦ୍ରରେ ଗୋଟିଏ ସାର୍କ ମାଛ ଉପରକୁ ଡେଉଁ ଥିବାର ନଜର ଆସୁଛି ।

ଯେତେବେଳ ସେମାନେ ଫଟୋକୁ ଜୁମ କରି ଦେଖିଲେ ତ ଫଟୋ ଟି ବହୁତ ସୁନ୍ଦର ଦେଖା ଯାଉଥିଲା କାରଣ ପଛରେ ସାର୍କ ଆସି ଫଟୋକୁ ଆହୁରି ସୁନ୍ଦର କରିଦେଇଥିଲା । ଏହି ଫଟୋକୁ ଦେଖି ଆପଣମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ ଓ କହିବେ କି ଫଟୋ ଉଠାଉଥିବା ବ୍ୟକ୍ତିର କଣ ଟାଇମିଙ୍ଗ ଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button