ଯଦି ଆପଣଙ୍କ ଓଠ ପାଖର ଏହି ସବୁ ସ୍ଥାନରେ କଳାଜାଇ ରହିଛି ! ତେବେ ନିଜର ଜୀବନର ସବୁ ସିକ୍ରେଟ ଜାଣି ନିଅନ୍ତୁ
ନମସ୍କାର ବନ୍ଧୁଗଣ , ଓଠରେ କଳାଯାଇ ରହିବାର ଅର୍ଥ କଣ ହୋଇଥାଏ । ଆସନ୍ତୁ ଜାଣିବା ଏହା ବିଷୟରେ । ଜ୍ୟୋତିଷ ଶାସ୍ତ୍ର ପରେ ଆମେ ସାମୁଦ୍ରିକ ଶାସ୍ତ୍ର କୁ ଅଧିକ ମହତ୍ଵ ଦେଇଥାଉ । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଶରୀରରେ କାଳଯାଇ ରହିବା ଆପଣଙ୍କ ଭବିଷ୍ୟତ ସମ୍ବନ୍ଧରେ କହିଥାଏ । ଆଜି ଆମେ ଓଠରେ ଏବଂ ଏହାର ଚାରି ପାଖରେ କଳାଯାଇ ଥିଲେ ଏହା ଆପଣଙ୍କ ସ୍ଵାଭାବ , ଚରିତ୍ର ଗୁଣ ବିଷୟରେ କଣ କହିଥାଏ ଜାଣିବା ।
ଯଦି ପୁରୁଷ ହେଉ ବା ଝିଅମାନଙ୍କ ଓଠ ର ଡାହାଣ ରେ କଳାଯାଇ ରହିଥାଏ ତେବେ ତାହାର ତାଙ୍କର ସରଳତା କୁ ପ୍ରକାଶିତ କରିଥାଏ । ଏହି ଲୋକମାନେ ଜୀବନ ସାଥି ଠାରୁ ଭଲ ପାଇବା ସହିତ ଘର ପରିବାର ଠାରୁ ମଧ୍ୟ ଭଲ ପାଇବା ପାଇଥାନ୍ତି । ଏହି କଳାଯାଇ ଥିବା ପୁରୁଷ ଏବଂ ସ୍ତ୍ରୀମାନଙ୍କୁ କେବେ ବି ଧନ ଅଭାବ ହୋଇନଥାଏ ।
ପ୍ରେମ ଜୀବନରେ ଏହି କଳାଯାଇ ଥିବା ପୁରୁଷ ଏବଂ ସ୍ତ୍ରୀମାନେ ଭଲ ପାଇବାରେ ସଫଳତା ପାଇଁ ପାରନ୍ତି ନାହିଁ । ଯେଉଁମାନଙ୍କ ଓଠ ଉପର ଡାହାଣ ରେ କଳାଯାଇ ରହିଥାଏ । ଏମାନେ ସହଜରେ ଅନ୍ୟମାନଙ୍କ ସହ ମିଶିବା ସହିତ ଅନ୍ୟମାନଙ୍କୁ ସହଜରେ ନିଜର କରି ନେଇଥାନ୍ତି । ଏହି ପରି ମହିଳା ଏବଂ ପୁରୁଷ ଅନ୍ୟ ଆଗରେ ସର୍ବଦା ଭଲ ହେଇ ରହିବାକୁ ପସନ୍ଦ କରିଥାନ୍ତି । ଯେଉଁମାନଙ୍କ ଉପର ବାମ ଓଠରେ କଳାଯାଇ ଥିବା ବ୍ୟକ୍ତି ସବୁ ସ୍ତରରେ ସଫଳତା ପାଇଥାନ୍ତି .
ଏମାନେ ସର୍ବଦା ଘରେ ରହି କାମ କରିବାକୁ ପସନ୍ଦ କରିଥାନ୍ତି ଏବଂ ସର୍ବଦା ନିଜ କାମରେ ଖୁସି ହୋଇଥାନ୍ତି । ଯେଉଁମାନଙ୍କ ତଳ ଡାହାଣ ଓଠରେ କଳାଯାଇ ରହିଥାଏ ଏମାନେ ଧାର୍ମିକ କାମ ଓ ଅନ୍ୟର ସହଜ କରନ୍ତି ।