ଜୀବନଶୈଳୀ

Swapna Shastra- ସ୍ଵପ୍ନରେ ଛୋଟ ପିଲା ଦେଖିବାର ମାନେ କଣ ହୋଇଥାଏ ? ଜାଣନ୍ତୁ ଏହାର ଶୁଭ ଅଶୁଭ ଫଳାଫଳ

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆଜି ଆପଣଙ୍କୁ ଜଣାଇବୁ ସ୍ବପ୍ନ ରେ ଛୁଆ ଦେଖିବା ର ଅର୍ଥ କଣ । ସ୍ବପ୍ନ ଏକ ଏମିତି ଶବ୍ଦ ଯାହାକୁ କେହି ବୁଝିବା ବହୁତ କଷ୍ଟ ହୋଇଥାଏ । ସ୍ବପ୍ନ ପ୍ରତ୍ୟେକ ପ୍ରାଣୀ କୁ ଆସିଥାଏ । କିନ୍ତୁ ବହୁତ ସମୟରେ ଆମେ ଯାହା ସ୍ବପ୍ନ ଦେଖିଥାଉ ତାହାକୁ ସକାଳେ ଆମେ ଭୁଲି ଯାଇଥାଉ । ଏବଂ ଏମିତି କିଛି ବି ସ୍ୱପ୍ନ ଥାଏ ଯାହାକୁ ଆମେ ଭୁଲିକି ବି ଭୁଲିପାରି ନ ଥାଉ । ଆଜି ଆମେ ଆପଣଙ୍କୁ ସେହି ସ୍ବପ୍ନ ବିଷୟରେ ଜଣାଇବୁ ଯାହା ଆମକୁ ଶୁଭ ଏବଂ ଅଶୁଭ ସଂକେତ ଦେଇଥାଏ ।

ଯେଉଁ ବ୍ୟକ୍ତି ବହୁତ ସମୟ ଧରି ଶୋଇ ରହିଥାଏ । ଏବଂ ବହୁତ ସମୟରୁ ସେ ତା ରୋଗ ରୁ ଉଠି ପାରୁନଥାଏ ତାର ରୋଗ ଭଲ ହୁଏ ନାହିଁ । ତେବେ ସେ ଯଦି ତା ସ୍ବପ୍ନ ରେ ସେ ଯାଆଁଳା ଛୁଆ ଦେଖେ ତେବେ ସେ ପୂର୍ବ ପରି ପୁଣିଥରେ ସୁସ୍ଥ ହୋଇଯାଇଥାଏ । ଯଦି କୌଣସି ବି ବ୍ୟକ୍ତି ର ବ୍ୟବସାୟ ରେ କ୍ଷତି ହେଉଥାଏ ଏବଂ ସେ କେବେବି ସଫଳତା ହାସଲ କରିପାରିନଥାଏ ତେବେ ସେ ଯଦି ତାର ସ୍ବପ୍ନ ରେ ଯାଆଁଳା ଛୁଆ ଦେଖେ ତେବେ ତାର ପରିଣାମ ଏହା ହୋଇଥାଏ କି ସେ ରାତା ରାତି ସଫଳ ହୋଇଥାଏ ନିଜ ବ୍ୟବସାୟ ରେ ।

ଏବଂ ତାକୁ ତା ବ୍ୟବସାୟ ରେ ଅନେକ ପ୍ରକାର ସଫଳତା ମିଳିଥାଏ । ବନ୍ଧୁଗଣ , ଯଦି କୌଣସି ବି ବ୍ୟକ୍ତି ର ବିବାହ ହେଇ ପାରୁନାହିଁ । ଏବଂ ତାର ବିବାହ ର କୌଣସି ଯୋଗ ନାହିଁ । ତେବେ ସେ ଯଦି ତାର ସ୍ବପ୍ନ ରେ ଯାଆଁଳା ଛୁଆ ଦେଖେ ତେବେ ତାର ବିବାହ ର ଯୋଗ ବହୁତ ଜଲଦି ହିଁ ଖୋଲିଯାଇଥାଏ । ଏବଂ ସେ ବହୁତ ଜଲଦି ହିଁ ବିବାହ ର ବନ୍ଧନ ରେ ବାନ୍ଧି ହୋଇଯାଇଥାନ୍ତି ।

ଯେଉଁ ବିବାହିତ ମହିଳା ର କୌଣସି ବି ଛୁଆ ହେଇନାହିଁ ଏବଂ ସେ ତାର ଛୁଆ ନ ହେବାର ଗୁଣ ଯୋଗୁଁ ବହୁତ ଚିନ୍ତା ଏବଂ କଷ୍ଟ ରେ ଅଛନ୍ତି ତେବେ ସେ ଯଦି ତାଙ୍କ ସ୍ବପ୍ନ ରେ ଦୁଇଟି ଯାଆଁଳା ଛୁଆ ଦେଖିବେ ତେବେ ସେ ତାଙ୍କ ଜୀବନରେ ବହୁତ ଜଲଦି ହିଁ ସନ୍ତାନ ସୁଖ ଲାଭ କରିଥାନ୍ତି । ଯଦି କୌଣସି ବ୍ୟାପାରି ତାର ସ୍ବପ୍ନ ରେ ଦୁଇଟି ଯାଆଁଳା ଛୁଆ ଦେଖିଥାଏ ତେବେ ତାର ବହୁତ ଲାଭ ହୋଇଥାଏ । ତାର ଆୟ ପାଇଁ ଶୁଭ ବୋଲି ମାନାଯାଇଥାଏ ।

ବହୁତ ସମୟରେ ଗର୍ଭବତୀ ମହିଳା ମାନେ ନିଜ ସ୍ବପ୍ନ ରେ ଛୁଆ ମାନଙ୍କୁ ଦେଖିଥାନ୍ତି । କାରଣ ସେ ସବୁବେଳେ ଛୁଆ ମାନଙ୍କର କଥା ଭାବିଥାନ୍ତି । ଯାହାଫଳରେ ତାଙ୍କ ସ୍ବପ୍ନ ରେ ଛୁଆ ଆସିଥାଏ । ତା ଛଡା ନିଜ ଦାମ୍ପତ୍ୟ ଜୀବନରେ ଛୁଆ ମାନଙ୍କ ସ୍ବପ୍ନ କିମ୍ବା ଛୁଆ ଖେଳୁଥିବାର ସ୍ୱପ୍ନ ଦେଖିବା ଫଳରେ ନିଜ ବିବାହିତ ଜୀବନରେ ଖୁବ ଶୀଘ୍ର ସେମାନେ ସନ୍ତାନ ପ୍ରାପ୍ତି ର ସୁଖ ପାଇଥାନ୍ତି । କିନ୍ତୁ ଆପଣଙ୍କ ସ୍ବପ୍ନ ରେ ଯଦି ଆପଣ କାନ୍ଦୁଥିବା ଛୁଆ ଦେଖୁଛନ୍ତି ତେବେ ତାହା ବହୁତ ଅଶୁଭ ହୋଇଥାଏ ।

ତାହା କୌଣସି ମହତ୍ କାର୍ଯ୍ୟ ରେ ଅସଫଳତା ର ସଂକେତ ଦେଇଥାଏ । ପିଲାମାନେ ମନରୁ ବହୁତ ଭଲ ହୋଇଥାନ୍ତି । କିନ୍ତୁ ସେହି ଛୁଆ ଙ୍କୁ ଦେଖିବାର ଅନେକ କାରଣ ମଧ୍ୟ ରହିଥାଏ । ଆପଣ ଯଦି ଆପଣଙ୍କ ସ୍ୱପ୍ନ ରେ ବଡ଼ ଛୁଆ ଙ୍କୁ ଦେଖୁଛନ୍ତି ତେବେ ତାହା ଆପଣଙ୍କ ପାଇଁ ଶୁଭ ସଂକେତ ହୋଇଥାଏ । ଆପଣଙ୍କ ଆଗାମୀ ଜୀବନରେ ଏହା ସଫଳତା ଆଣିଥାଏ । ଆପଣଙ୍କ ଛୁଆ ଏବଂ ପରିବାର ପାଇଁ ଏହା ଶୁଭପ୍ରଦ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button