ନୀତି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀରରେ ରହିଥିବା କଳାଜାଇ ମଧ୍ୟ ଆମ ପାଇଁ ଏକ ବିଶେଷ ମହତ୍ଵ ରଖିଥାଏ । କଳାଜାଇ କେବଳ ଶରୀରର ସୁନ୍ଦରତାକୁ ବଢାଇ ନଥାଏ । ବଂର ନାରୀ ମାନଙ୍କର କିଛି ଏପରି କିଛି ବିଶେଷ ଅଙ୍ଗରେ ଯଦି କଳାଜାଇ ରହିଥାଏ । ତେବେ ତାହା ନାରୀ ମାନଙ୍କୁ ଅତ୍ୟନ୍ତ ସୁଖୀ ଓ ସୌଭାଗ୍ୟବତୀ କରାଇଥାଏ । ଯେଉଁ ମହିଳା ମାନଙ୍କର ନାଭୀ ପାଖାପାଖି ବା ନାଭୀର ଠିକ ତଳକୁ କଳାଜାଇ ରହିଥାଏ । ସେହି ମହିଳା ମାନେ ଜୀବନରେ ବହୁତ ଭୋଗବିଳାସ କରିବାର ଅବସର ପାଇଥାନ୍ତି । ଘର, ଗାଡି ଓ ସୁନା ଗହଣା ଏମାନେ ଭୋଗ କରିଥାନ୍ତି । ଯେଉଁ ମହିଳା ମାନଙ୍କର ପିଠିରେ କଳାଜାଇ ରହିଥାଏ । ସେହି ମହିଳା ମାନେ ବହୁତ ରୋମାଣ୍ଟିକ ସ୍ଵଭାବର ହୋଇଥାନ୍ତି । ଏହା ସହ ଏମାନେ ବହୁତ ଖର୍ଚୀ ମଧ୍ୟ ହୋଇଥାନ୍ତି । ଯେଉଁ ମହିଳା ମାନଙ୍କର ମଥାରେ ବା କପାଳରେ କଳାଜାଇ ରହିଥାଏ । ସେହି ମହିଳା ମାନେ ଧନବାନ ପୁରୁଷଙ୍କୁ ବିବାହ କରିଥାନ୍ତି । ଏମାନେ ଭଗବାନଙ୍କ ଉପରେ ବହୁତ ଆସ୍ଥା ରଖିଥାନ୍ତି । These Are The Winners Of Our Best Of Beauty Breakthrough Awards Herbeauty You’ve Lost Weight. Why Does It Come Back? Herbeauty 6 Surprising Reasons Why Men Love Curvy Women! Herbeauty What Happened Next Made Things Even Worse Herbeauty ଯେଉଁ ନାରୀର ବେକରେ କଳାଜାଇ ରହିଥାଏ । ସେହି ନାରୀମାନେ ବହୁତ ଉତ୍ତମ ଚରିତ୍ରର ହୋଇଥାନ୍ତି । ଏହା ସହ ନିଜ ଘର ପରିବାର ପ୍ରତି ବହୁତ ହିଁ ଯତ୍ନବାନ ହୋଇଥାନ୍ତି । ଯେଉଁ ମହିଳା ମାନଙ୍କର ଅଣ୍ଟାରେ କଳାଜାଇ ରହିଥାଏ । ସେହି ମହିଳା ମାନେ ନିଜ ଜୀବନରେ ସଫଳତା ପାଇଥାନ୍ତି । ଏହା ସହ କୌଣସି ନା କୌଣସି ଉଚ ପଦବୀରେ ଏମାନେ ସ୍ଥାନ ପାଇଥାନ୍ତି । अन्य जबरदस्त कंटेंट Viewers Had To Look Away When This Happened On Live Tv Buzz Day क्या चाय का एक प्याला आपकी डायबिटीज दूर कर सकता है? Insulux Diabetic Support 60 Years After Elvis’ Mother Died Family Knew Something Was Wrong Buzz Day No Arms? No Problem! Triple Amputee Bulldozes Over Obstacles Zestradar ଯେଉଁ ମହିଳା ମାନଙ୍କର ଜଙ୍ଘରେ କଳାଜାଇ ରହିଥାଏ । ସେପରି ମହିଳା ମାନେ ବହୁ ଶୀଘ୍ର ପୁରୁଷ ମାନଙ୍କୁ ନିଜ ପ୍ରତି ଆକର୍ଷିତ କରାଇ ଦେଇଥାନ୍ତି । ଯେଉଁ ମହିଳା ମାନଙ୍କର ଥୋଡିରେ ବ ଓଠ ତଳକୁ କଳାଜାଇ ରହିଥାଏ । ସେହି ମହିଳା ମାନେ ଧନବତୀ ହୋଇଥାନ୍ତି । ଏହା ସହିତ ଏହି ମହିଳା ମାନେ ପ୍ରେମ ବିବାହ କରିବାର ବହୁତ ସମ୍ଭାବନା ରହିଥାଏ । ଯେଉଁ ମହିଳା ମାନଙ୍କର ଗାଲରେ କଳାଜାଇ ରହିଥାଏ । ସେହି ମହିଳା ମାନେ ବହୁତ ଷୌଭାଗ୍ୟଶାଳିନୀ ହୋଇଥାନ୍ତି । ଏହା ସହ ବାହାଘର ପରେ ମଧ୍ୟ ଏହି ମହିଳା ମାନଙ୍କର ଜୀବନ ବହୁତ ହିଁ ସୁଖମୟ ରହିଥାଏ । ଯେଉଁ ନାରୀ ମାନଙ୍କର ଲଲାଟରେ କଳାଜାଇ ରହିଥାଏ । ଏହି ନାରୀ ମାନଙ୍କର ଦାଂପତ୍ଯ ଜୀବନ ବହୁତ ଭଲ ରହିଥାଏ । ଯେଉଁ ନାରୀ ମାନଙ୍କର ଓଠ ଉପରେ କଳାଜାଇ ରହିଥାଏ । ସେହି ନାରୀ ମାନେ ସମାଜରେ ମାନ ସମ୍ମାନର ଅଧିକାରିଣୀ ହୋଇଥାନ୍ତି । ଯେଉଁ ମହିଳା ମାନଙ୍କର ପାଦରେ କଳାଜାଇ ରହିଥାଏ । ସେମାନେ ନିଜ କାର୍ଯ୍ୟରେ ସଫଳତା ହାସଲ କରିବା ସହ ସମାଜରେ ତାଙ୍କର ସମ୍ମାନ ବହୁତ ରହିଥାଏ ।

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭଗବାନ ନାରାୟଣଙ୍କ ତୁଳସୀ ଗଛ ବହୁତ ହିଁ ପ୍ରିୟ ହୋଇଥାଏ । କଥାରେ ଅଛି ଯେଉଁ ଘରେ ତୁଳସୀ ଗଛ ରହିଥାଏ । ଏହା ସହ ପ୍ରତିଦିନ ତୁଳସୀ ଗଛର ପୂଜନ କରାଯାଇଥାଏ । ସେହି ଘରେ ଭଗବାନ ନାରାୟଣ ଓ ମା’ ଅର୍ଣ୍ଣପୂର୍ଣ୍ଣାଙ୍କ ସଦା ସର୍ବଦା ବାସ ହୋଇଥାଏ । ତେବେ ବନ୍ଧୁଗଣ ତୁଳସୀ କେତେ ପ୍ରକାରର ଆପଣ ଜାଣିଛନ୍ତି କି ? ତେବେ ତୁଳସୀ କେତେ ପ୍ରକାରର ଓ କେଉଁ ତୁଳସୀ ଗଛ ଘରେ ଲଗାଇବା ଉଚିତ ହୋଇନଥାଏ । ସେହି ସମ୍ପର୍କରେ ଆଲୋଚନା କରିବା ।

ତୁଳସୀ ଗଛକୁ ଛାତ ଉପରେ ଲଗାଇବା ଉଚିତ ହୋଇନଥାଏ । ତୁଳସୀ ଗଛକୁ ଅନ୍ଧାରୁଆ ସ୍ଥାନରେ ମଧ୍ୟ ଲଗାଇବା ଉଚିତ ହୋଇନଥାଏ । ତୁଳସୀ ଗଛକୁ ଅନ୍ଧାରୁଆ ସ୍ଥାନରେ ରଖିବା ଦ୍ଵାରା ଘରର ଆର୍ଥିକ ସ୍ଥିତି ଖରାପ ହୋଇଥାଏ । ତୁଳସୀକୁ ଏପରି ସ୍ଥାନରେ ଲଗାଇବା ଉଚିତ । ଯେଉଁଠାରେ କି ତୁଳସୀ ଗଛ ଉପରେ ସୂର୍ଯ୍ୟକିରଣ ପଡିପାରୁଥିବ । ତୁଳସୀ ଗଛ ପାଖରେ ଗଣେଶ କିମ୍ବା ଶିବଙ୍କ ମୂର୍ତ୍ତି କେବେ ମଧ୍ୟ ରଖିବା ଉଚିତ ହୋଇନଥାଏ ।

ତୁଳସୀ ଗଛ ଉପରେ କୌଣସି ଅଶୁଦ୍ଧ ପାଣି ପଡିବା ଉଚିତ ହୋଇନଥାଏ । ତୁଳସୀ ଗଛକୁ ଦକ୍ଷିଣ ଦିଗରେ ଲଗାଇବା ଶୁଭ ମନା ଯାଇନଥାଏ । ତୁଳସୀ ଗଛକୁ ଐଶାନ୍ୟକୋଣରେ ଲଗାଇବାକୁ ଅତ୍ୟନ୍ତ ଶୁଭପ୍ରଦ ମନାଯାଇଥାଏ । ଉତ୍ତର ଓ ପୂର୍ବ ଦିଗର ସମାହାରକୁ ଐଶାନ୍ୟ କୋଣ କୁହାଯାଇଥାଏ । ତୁଳସୀ ଗଛ ପାଖାପାଖି ଝାଡୁ, ଜୋତା, ଚପଲ ଆଦି ଲଗାଇବା ଉଚିତ ହୋଇନଥାଏ । ଏପରି କରିବା ଦ୍ଵାରା ଆଖପାଖର ପରିବେଶ ନକରାତ୍ମକ ହୋଇଥାଏ ।

ବନ୍ଧୁଗଣ ତୁଳସୀ ହେଉଛି ୫ ପ୍ରକାରର । ଯେପରି ରାମ ତୁଳସୀ, ଶ୍ଯାମ ତୁଳସୀ, ବିଷ୍ଣୁ ତୁଳସୀ, ଲେମ୍ବୁ ତୁଳସୀ ଓ ଶ୍ଵେତ ତୁଳସୀ । ସମସ୍ତଙ୍କ ଘରେ ପ୍ରାୟତଃ ରାମ ଓ ଶ୍ଯାମ ତୁଳସୀ ଗଛ ରଖାଯାଇଥାଏ । ତେବେ ଶାସ୍ତ୍ର ଅନୁସାରେ ଘରେ ରାମ ଓ ଶ୍ଯାମ ତୁଳସୀକୁ ଛାଡିଦେଲେ ଅନ୍ୟ କୌଣସି ତୁଳସୀ ରଖିବା ଉଚିତ ହୋଇନଥାଏ । ଯେଉଁ ତୁଳସୀର ରଙ୍ଗ ସାଧରଣତଃ ସବୁଜ ରଙ୍ଗର ହୋଇଥାଏ, ତାହାକୁ ରାମ ତୁଳସୀ କୁହାଯାଇଥାଏ ।

ନୀଳଲୋହିତ ରଙ୍ଗର ତୁଳସୀକୁ ଶ୍ଯାମ ତୁଳସୀ କୁହାଯାଇଥାଏ । ତେବେ ତୁଳସୀ ଗଛ ଶୁଖିଯିବାକୁ ଜମାରୁ ମଧ୍ୟ ଭଲ ଲକ୍ଷଣ ବିଚାର କରାଯାଇନଥାଏ । ତେଣୁ ଏଥିପ୍ରତି ଧ୍ୟାନ ରଖିବା ଉଚିତ ଯେ, ତୁଳସୀ ଗଛକୁ ସଦା ସର୍ବଦା ପାଣି ଦେଇ ତାହାକୁ ଉପଯୁକ୍ତ ଯତ୍ନ ସହକାରେ ରଖିବା ଉଚିତ ।

ଯଦି ଏତେ ସବୁ କରିବା ସତ୍ବେ ମଧ୍ୟ ତୁଳସୀ ଗଛ ଶୁଖି ଯାଇଥାଏ । ତେବେ ସେହି ଶୁଖିଲା ତୁଳସୀ ଗଛକୁ ଉପାଡି ତାହାକୁ ପାଣିରେ ବିସର୍ଜନ କରି ଦିଅନ୍ତୁ । ଏହା ବଦଳରେ ପୁନଶ୍ଚ ସବୁଜ ସୁନ୍ଦର ତୁଳସୀ ଗଛ ରୋପଣ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button