କନିଆଁ ମୁଣ୍ଡରେ ସିନ୍ଦୁର ଦେଇ, ବେଦି ଉପରେ ହିଁ ଆଖି ବୁଜିଦେଲେ ବର
ବାହାଘର ଚାଲିଥିଲା ବ୍ରାମ୍ହଣ ବି ମନ୍ତ୍ର ଉଚ୍ଚାରଣ କରୁଥିଲା । ଆଉ ବ୍ରାମ୍ହଣ କହିଲା ବର କୁ କନ୍ୟା ମଥାରେ ସିନ୍ଦୁର ଦେବାକୁ । ଆଉ ବର ମଧ୍ୟ ଖୁଚୁରା କଏନରେ ସିନ୍ଦୁର ନେଇ ସ୍ତ୍ରୀ ମଥାରେ ସିନ୍ଦୁର ଭରି ଦେଲା । ଆଉ ଠିକ ସେହି ସମୟରେ ତଳେ ପଡିଲା ବର । ବେଦି ଉପରେ ବେହୋସ ହୋଇଗଲା ବର । ଆଉ ସବୁ ବନ୍ଧୁ ବାନ୍ଧବ ଆସି ବର କୁ ଉଠାଇ ନେଲେ ଆଉ ମେଡିକାଲ ନେଇଗଲେ । ହେଲେ ଡାକ୍ତର ଙ୍କ ପାଖରୁ ଯେଉଁ ଖବର ଆସିଲା ତାହା ଶୁଣିବା ପରେ ସମସ୍ତଙ୍କ ହୋସ ଉଡିଗଲା । ସମସ୍ତଙ୍କ ରୋମ ମୂଳ ଟାଙ୍କୁରି ଉଠିଲା ।
ହଁ ଦର୍ଶକ ବନ୍ଧୁ ଖବର ଥିଲା ଏମିତି କି ସିନ୍ଦୁର ପିନ୍ଧିବା ପରେ ବର ର ହୃଦଘାତରେ ଜୀବନ ଚାଲିଗଲା । ଆପଣ ଥରେ ଭାବନ୍ତୁ ଏ ଖବର ଯେତେବେଳେ ଏହି ଖବର ଟି କନ୍ୟା ଶୁଣିଲା ସେତେବେଳେ ତା ଜୀବନରେ ଝଡ ମାଡି ଆସିଥିବ । ଆଉ ପାଦ ତଳୁ ଯେମିତି ମାଟି ଅତଡା ଖସିଲା ପରି ଲାଗୁଥିବ । ମୃ-ତ୍ୟୁ ବି ଏମିତି ଆସେ ।
ବାସ୍ତବିକ ଏ ଖବର ବହୁତ କଷ୍ଟଦାୟକ । ଆଖି ରୁ ଲୁହ ନେଇ ଆସୁଛି ଏ ଖବର ଶୁଣିଲା ବେଳକୁ । କେମିତି ବା ନ ଆସିବ । ମଣିଷ ଜୀବନରେ ଏମିତି ବି ମୃ-ତ୍ୟୁ ଆସେ ଯେମିତି କେହି କେବେ ବିଶ୍ଵାସ କରିବେ ନାହିଁ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବିହାର ରେ ।
ଯେଉଁଠି ବେଦି ଉପରେ ବାହାଘର ଚାଲିଥିଲା ଆଉ ବର ର ଜୀବନ ଚାଲିଗଲା । ଏଠି କହି ରଖିବାକୁ ଚାହିଁବୁ ଆୟୁସି ଯିଏ କନ୍ୟା ଆଉ ବର ଙ୍କ ନାମ ହେଉଛି ବିନୀତ । ବିନୀତ ଓ ଆୟୁସି ଙ୍କ ଖୁବ ଧୂମ ଧାମରେ ବାହାଘର ଚାଲିଥିଲା । ଆଉ ଆୟୁସି ଙ୍କ ମଥାରେ ବିନୀତ ଯେବେ ସିନ୍ଦୁର ଦେଇଥିଲେ ଆଉ ତା ପରେ ବିନୀତ ଙ୍କ ଜୀବନ ଚାଲି ଯାଇଥିଲା । ଆଉ ଲୋକେ କହୁଛନ୍ତି ବେଦିରେ ବିଧବା ହେଲା କନିଆଁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।