ପ୍ରତିଦିନ ଖାଆନ୍ତୁ କେବଳ ଏହି 5 ପତ୍ର, କମିବ ଚର୍ବି, ଚମକିବ ଚେହେରା, କେଶ ହେବ ଗହବା ଓ ଲମ୍ବା…

ଭୃଶୁଙ୍ଗ ପତ୍ରକୁ ଆମେ ଖାଇବାରେ ବ୍ୟବହାର କରିଥାଉ ଯାହା ଦ୍ଵାରା ଖାଦିର ଟେଷ୍ଟ ଅଧିକ ବଢିଥାଏ । ଏହାକୁ କଞ୍ଚା ଖାଇବା କିଛି ମୁସ୍କିଲ କାମ ନୁହେଁ । ଭୃଶୁଙ୍ଗ ପତ୍ର କଞ୍ଚା ଖାଇବା ଦ୍ଵାରା ପାଚନ କ୍ରିୟା ଠିକ ହେବା। ମାନସିକ ଚାପ ଦୂର ହେବା ଓ ମେଦ ବହୁଳତା କମ କରିହୁଏ । ଏହା ସହ ଏହାର ପେଷ୍ଟ ତିଆରି କରିଲେ କେଶ ଝଡିବା ବନ୍ଦ ହେବା ସହ ଚେହେରା ରେ ଚମକ ଆସିଥାଏ ।
ଆଜି ଆମେ ଆପଣ ମାନଙ୍କୁ ଭୃଶୁଙ୍ଗ ପତ୍ର ର କିଛି ଫାଇଦା ବିଷୟରେ କହିବାକୁ ଯାଉଛୁ । ୧- ସକାଳୁ ଖାଲି ପେଟରେ ୪ରୁ ୫ଟି ଭୃଶୁଙ୍ଗ ପତ୍ର ଚୋବାଇ ଖାଇବା ପରେ ଏକ ଗ୍ଳାସ ଗରମ ପାଣି ସେବନ କରନ୍ତୁ । ଏମିତି କରିଲେ ୧୫ରୁ ୨୦ ଦିନ ମଧ୍ୟରେ ମୋଟାପା କମ ହେବାରେ ଲାଗିବ ।
୨- ଯଦି ଚେହେରାରେ ପିମ୍ପଲ, ବ୍ରଣ ଭଳି ସମସ୍ଯା ରହିଛି ତେବେ ଭୃଶୁଙ୍ଗ ପତ୍ର ଓ ହଳଦୀର ପେଷ୍ଟ ତିଆରି କରି ଲଗାନ୍ତୁ । ଏହା ଶୁଖିଗଲା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିନତୁ । ଏହା ସହ ସ୍କିନ ରେ ଗ୍ଲୋ ଆଣିବା ପାଇଁ ଭୃସୁଙ୍ଗ ପାତ୍ର ସହ ମୁଲତାନି ମିଟି ଓ ଗୋଲାପ ଜଳ ଆଡ କରି ପେଷ୍ଟ କରି ଲଗାନ୍ତୁ । ଯେବେ ଏହା ଶୁଖିଯିବ ମୁହଁ ଧୋଇ ଦେବେ ।
୩- ଯଦି ଶରୀରରେ ରିୟାଶେଷ ହେଉଛି ତେବେ କିଛି ଭୃସୁଙ୍ଗ ପତ୍ର ନେଇ କ୍ଷୀରରେ ଭଲ ଭାବେ ଫୁଟାନ୍ତୁ । ଏହା ଥଣ୍ଡା ହେବା ପରେ ରିୟାଶେଷ ହେଇଥିବା ଜାଗାରେ ଲଗାଇ ଦିଅନ୍ତୁ । ଆପଣଙ୍କୁ ଜଲ୍ଦି ଆରାମ ମିଳିବ ।
୪- କେଶ ଝଡିବା ସମସ୍ଯା ଦୂର କରିବା ପାଇଁ ଅଳ୍ପ ଭୃସୁଙ୍ଗ ପତ୍ରର ପେଷ୍ଟ ତିଆରି କରି ସେଥିରେ ଖଟା ଦହି ଆଡ କରନ୍ତୁ । ଏହା ପରେ କେସରେ ଲଗାଇ ଏହାକୁ ଅଧ ଘଣ୍ଟା ଲଗାଇ ରଖିବା ପରେ କେଶ ଶ୍ୟାମ୍ପୋ କରିପାରିବେ । ସପ୍ତାହକୁ ୩ ଥର ଏହାର ପ୍ରୟୋଗ କରିପାରିବେ ।
୫- ଡାଇବେଟିସ ରୋଗୀଙ୍କ ପାଇଁ ଭୃଶୁଙ୍ଗ ପତ୍ର ଫାଇଦାମନ୍ଦ ହୋଇଥାଏ । ଏହା ରକ୍ତଚାପ କୁ ନିୟନ୍ତ୍ରଣ କରିଥାଏ । ପାଚନ କ୍ରିୟା ଠିକ ଭାବେ ହେଉ ନ ଥିଲେ ଭୃଶୁଙ୍ଗ ପତ୍ର ଲାଭଦାୟକ ହୋଇଥାଏ ।
୬- ଗ୍ଯାସ ବା ଏସିଡିଟି ସମସ୍ଯା ଥିଲେ ଭୃଶୁଙ୍ଗ ପତ୍ର ସକାଳୁ ସେବନ କରନ୍ତୁ । ଏହା ସହ ଲିଭର ଡ୍ୟାମେଜ ହେବାରୁ ବଞ୍ଚାଇଥାଏ ଭୃଶୁଙ୍ଗା ପାତ୍ର । ତେଣୁ ଅଧିକ ଆମିଷ ବା ନିଶା ସେବନ କରୁଥିଲେ ଭୃଶୁଙ୍ଗ ପତ୍ର ନିଜର ଖାଦ୍ୟ ରେ ଆଡ କରନ୍ତୁ ।
୭- ରେଗୁଲାର ଭୃସୁଙ୍ଗ ପତ୍ର ଖାଇଲେ ଆଖି ଜନିତ ସମସ୍ଯା ହେବ ନାହି । ଏହା ସହ ଶରୀରର ଇମ୍ୟୁନିଟି ପାୱାର ବଢିବା ସହ ଶରୀର ଆକ୍ଟିଭ ରହିଥାଏ । ଏହା ସହ କ୍ୟାନ୍ସର ସହ ଲଢିବା ସହ ଭୃଶୁଙ୍ଗ ପତ୍ର ସହାୟକ ହୋଇଥାଏ । ମାନସିକ ଚାପରୁ ମୁକ୍ତି ପାଇବା ୨ରୁ ୪ଟି ଭୃସୁଙ୍ଗ ପତ୍ର ଖାଆନ୍ତୁ ।