ଓଡିଶା

ବଦଳିବ ନିକୋ ପାର୍କ ରୂପରେଖ

ଭୁବନେଶ୍ୱର: ବଦଳିବ ନିକୋ ପାର୍କ ରୂପରେଖ। ପ୍ରାକୃତିକ ଉପାୟରେ ହେବ ପୁନଃରୁଦ୍ଧାର କାର୍ଯ୍ୟ l 22 ଟି SHG ମହିଳା ଗ୍ରୁପ ମାଧ୍ୟମରେ ହେବ ପୁନଃରୁଦ୍ଧାର କାର୍ଯ୍ୟ। ଖୁବଶିଘ୍ର କାମ ସାରିବାରୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରୋଜେକ୍ଟ ପାଇଁ ଏକ କୋଟି 86 ଲକ୍ଷ ଟଙ୍କାର ବେୟବରାଦ କରାଯାଇଛି। ପ୍ରୋଜେକ୍ଟର ଉଦଘାଟନ ହେବା ସହ ଆଜି ଠୁ ଆରମ୍ଭ ହୋଇଛି ପୁନଃରୁଦ୍ଧାର କାର୍ଯ୍ୟ।

Related Articles

Leave a Reply

Your email address will not be published. Required fields are marked *

Back to top button