ଓଡିଶା

ରାସ୍ତା ମଝିରେ ଗାଡି ଚାଳକ ଯୁବକଙ୍କ ଉପରକୁ ହାତ ଉଠେଇଲେ ଯୁବତୀ, କହିଲେ ବାପା ରାସ୍ତା ଭାବି ଗାଡି ଚଳାଉ ଥିଲେ। ଦେଖନ୍ତୁ ଭିଡିଓ

ସୋସିଆଲ ମିଡ଼ିଆରେ ସର୍ବଦା କୌଣସି ନା କୌଣସି ଭିଡ଼ିଓ ଭାଇରାଲ ହୋଇଥାଏ। ତେବେ ଅନେକାଂଶ ସମୟରେ ସଡକ ଦୁର୍ଘ-ଟଣା ଭିଡ଼ିଓ ଖୁବ ଭାଇରାଲ ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଏକ ଭିଡ଼ିଓ ଦେଖେଇବାକୁ ଯାଉଛୁ ଯେଉଁଥିରେ ଜଣେ ଯୁବତୀ ରାସ୍ତା ମଝିରେ ଯୁବକଙ୍କ ଅସାବଧାନତା ଗାଡି ଚାଳନକୁ ନେଇ ହାତ ଉଠେଇ ଥିଲେ। ତେବେ ରାସ୍ତା ମଝିରେ କାହା ଉପରକୁ ହାତ ଉଠେଇବା ଏହା କେତେଦୂର ଯୁକ୍ତି ଯୁକ୍ତ ସେ ନେଇ ଅନେକ ପ୍ରଶ୍ନ ଉଠେଇଛନ୍ତି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ସଡକ ଦୁର୍ଘ-ଟଣାରେ ଭାରତରେ ଅନେକ ଲୋକ ମୃ-ତ୍ୟୁବରଣ କରିଥାନ୍ତି। ସଡକ ଦୁର୍ଘ-ଟଣାରେ ମୃତ୍ୟୁ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହାପଛରେ ମୁଖ୍ୟକାରଣ ହେଉଛି ଅସାବଧାନତା ସହ ଗାଡି ଚଳାଇବା ଏବଂ ଟ୍ରାଫିକ୍ ନିୟମକୁ ଉଲ୍ଲଂଘନ କରିବା। ତେବେ ରାଜଧାନୀରେ ଏକ ବଡ ଦୁର୍ଘ-ଟଣା ଘଟିବା ପୂର୍ବରୁ ବର୍ତ୍ତି ଯାଇଥିଲେ ଯୁବତୀ।

ତେବେ ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ଜଣେ ଯୁବତୀ ଏବଂ ଯୁବକଙ୍କ ମଝିରେ ଝଗଡା କରୁଛନ୍ତି। ତେବେ ଦୁହେଁ ରାସ୍ତା ମଝିରେ ଝଗଡା କରିବା ପଛରେ କାରଣ କଣ ପ୍ରେମ ଆଉ କାରଣ ନୁହେଁ ତ ଆଜ୍ଞା ନା ଯୁବକ ଜଣକ ଟ୍ରାଫିକ ନିୟମ ଉଲଂଘନ କରି ରାସ୍ତା ଉପରକୁ ଚାଲି ଆସିଥିଲେ ତେବେ ସେହି ସମୟରେ ଯୁବତୀ ଜଣକ ଅନ୍ୟ ପଟୁ ଆସୁଥିଲେ। ତେବେ ଦୁହେଁ ଦୁହିଁଙ୍କୁ ମାଡ଼ ହୋଇ ଦୁର୍ଘ-ଟଣା ଘଟିଥାନ୍ତା ହେଲେ ବ୍ରେକ ମାରି ଯୁବତୀ ଜଣକ ନିଜ ଗାଡିକୁ ରୋକି ଦେଇଥିଲେ। ଶେଷରେ ଯୁବତୀ ଜଣକ ଗାଡିରୁ ଓହ୍ଲାଇ ଯୁବକଙ୍କୁ ଏକ ଚାପୁଡ଼ା ମଧ୍ୟ ମାରିଥିଲେ।

ଅଳ୍ପ ସମୟ ମଧ୍ୟରେ ସେଠାରେ ଲୋକ ଗହଳି ଦେଖିବାକୁ ମିଳିଥିଲା। ମିଡ଼ିଆ ମାନେ ମଧ୍ୟ ଆସି ପହଞ୍ଚି ଯାଇଥିଲେ ଏବଂ ଟ୍ରାଫିକ ପୋଲିସ ଦୁହିଁଙ୍କ ଗାଡିକୁ ରାସ୍ତା କଡ଼ ଆଡକୁ ଟାଣି ନେଇ ଆସିଥିଲେ। ମିଡ଼ିଆରେ ମାନେ ଯେତେବେଳେ ଯୁବତୀଙ୍କୁ ଯୁବକଙ୍କୁ ମାଡ଼ ମା-ରିବା ବିଷୟରେ ପଚାରି ଥିଲେ ସେତେବେଳେ ଯୁବତୀ ଜଣକ ଉତ୍ତର ଦେଇଥିଲେ ଯେ ସ୍କୁଟି ଚାଳକ ଯୁବକ ଜଣକ ଟ୍ରାଫିକ ନିୟମ ଉଲଂଘନ କରି ରାସ୍ତାକୁ ମାଡି ଆସିଥିଲେ ଏବଂ ତାଙ୍କ ପାଇଁ ଆଉ ୫ ଜଣ ଦୁର୍ଘ-ଟଣାର ଶିକାର ହୋଇଥାନ୍ତେ। ତେଣୁ ସେ ଯୁବକଙ୍କୁ ମାଡ଼ ମାରି-ଥିଲେ ଏବଂ ସେ ଏକଥା ମଧ୍ୟ କହିଥିଲେ ଯେ ଯୁବକ ଜଣକ ବାପା ରାସ୍ତା ଭାବି ନିଜ ଇଚ୍ଛା ଅନୁସାରେ ଗାଡି ଚଳାଉ ଥିଲେ।

ଯୁବକ ଜଣକୁ ଯେତେବେଳେ ମିଡ଼ିଆ ମାନେ ପଚାରି ଥିଲେ ସେତେବେଳେ ଯୁବକ ଜଣକ କହିଥିଲେ ଯେ ଯୁବତୀ ଜଣକ ଗ୍ରୀନ ସିଗ୍ନାଲ ହେବା ପୂର୍ବରୁ ରାସ୍ତା ଉପରକୁ ଚାଲି ଆସିଥିଲେ। ଯାହାଫଳରେ ନିଜେ ସଡକ ଦୁର୍ଘ-ଟଣା କରିଥାନ୍ତେ ହେଲେ ଦୋଷ ମୋ ଉପରେ ଲଦୁଛନ୍ତି। ମିଡ଼ିଆ ମାନେ ଯେତେବେଳେ ଯୁବକଙ୍କ ପାଖରେ ଲାଇସେନ୍ସ ଅଛି କି ନାହିଁ ବୋଲି ପ୍ରଶ୍ନ ପଚାରି ଥିଲେ ସେତେବେଳେ ଯୁବକ ଜଣକ ମନା କରିଥିଲେ। ତେବେ ଏଥିରେ କାହାର ଭୁଲ ଅଛି ଆପଣ ଆମକୁ ଜଣାନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button