ବିଚାର

ଆକ୍ଵାରିୟମ ଘରେ କିପରି ରହିଲେ ଧନ ବର୍ଷା ହୁଏ , ଜାଣିବା ପାଇଁ ଏହାକୁ ପଢନ୍ତୁ

ଘରେ ମାଛ ପାଳନ କଲେ ଘରେ ଅନେକ ପ୍ରକାର ଉନ୍ନତି ହୋଇଥାଏ। ଅନେକ ଲୋକ ଖୁସିରେ ମଧ୍ୟ ପାଳନ କରିଥାନ୍ତି। ଅନେକ ଲୋକ ବାସ୍ତୁ ଅନୁଯାୟୀ ମଧ୍ୟ ପାଳନ କରିଥାନ୍ତି। ଆପଣ କଣ ଜାଣିଛନ୍ତି କି, ଘରେ ମାଛ ପାଳନ କରିବା ଦ୍ଵାରା ଘରେ କଣ ସବୁ ଲାଭ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଘରେ ମାଛ ପାଳନ କରିବା, ଆକ୍ଵାରିୟମ ରଖିବାର ଦିଗ, ନିୟମ, ସ୍ଥାନ ଓ ଲାଭ ବିଷୟରେ ଜାଣିବା।

ଘରେ ମାଛ ରଖିବା ବସ୍ତୁ ଅନୁସାରେ ଅତ୍ୟନ୍ତ ଶୁଭ ଅଟେ। ଘରେ ମାଛ ରଖିବା ଦ୍ଵାରା କଣ ସବୁ ଲାଭ ହୋଇଥାଏ ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ଅଟେ। ଯଦି ଆପଣଙ୍କ ଘରେ କିମ୍ବା ଅଫିସରେ ଆକ୍ଵାରିୟମ ରହିଛି, ତେବେ କୌଣସି ପ୍ରକାରର ନକାରାତ୍ମକ ଊର୍ଜା ପ୍ରବେଶ କରିପାରି ନଥାଏ। ଏବଂ ସକାରାତ୍ମକ ଊର୍ଜା ପ୍ରବେଶ କରିଥାଏ। ଏଣୁ ଆପଣଙ୍କ ଘରେ କିମ୍ବା ଅଫିସରେ ନିଶ୍ଚୟ ମାଛ କିମ୍ବା ଆକ୍ଵାରିୟମ ରଖନ୍ତୁ। ଯଦି ଆପଣଙ୍କର ଅନେକ ପ୍ରକାରର ପ୍ରଚେଷ୍ଟା ପରେ ମଧ୍ୟ ଉନ୍ନତି ହେଉନାହିଁ ତେବେ ଘରେ ନିଶ୍ଚୟ ମାଛ ରଖନ୍ତୁ। ମାଛ ପାଳିବା ଅର୍ଥ ଉନ୍ନତିକୁ ଆବାହନ କରିବା। ଘରେ ମାଛ ପାଳନ କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀ ମଧ୍ୟରେ ସ୍ନେହା ପ୍ରେମ ବୃଦ୍ଧି ପାଇଥାଏ। ଏବଂ ସମସ୍ତ ମତାନ୍ତର ଦୂର ହୋଇଥାଏ।

Google

ସକାଳୁ ସକାଳୁ ଉଠି ମାଛକୁ ଦେଖିବା ଦ୍ଵାରା ମନ ନିର୍ମଳ ଓ ଶାନ୍ତ ହୋଇଥାଏ। ଏବଂ ସକରାତ୍ମକ ପ୍ରଭାବ ଶରୀର ଉପରେ ପଡିଥାଏ ଯାହାଦ୍ୱାରା ସମ୍ପୂର୍ଣ ଦିନଟି ଶାନ୍ତିପୂର୍ଣ ଭାବରେ କଟିଥାଏ। ଯେଉଁ ଘରେ ମାଛ ପାଳନ କରାଯାଏ ସେହିଘରେ ମାତା ଲକ୍ଷ୍ମୀ ସର୍ବଦା ବାସ କରିଥାନ୍ତି କାରଣ ମାଛର ଅବତାର ସ୍ତ୍ରୀ ବିଷ୍ଣୁଙ୍କର ଅଟେ। ଏବେ ଆସନ୍ତୁ ବିସ୍ତାର ଭାବରେ ଜାଣିବା କେଉଁ ମାଛ ରଖିବା, କେତୋଟି ମାଛ ରଖିବା, କେଉଁ ଦିଗ ବା କେଉଁ ସ୍ଥାନରେ ରଖିବା ବା ଆକ୍ଵାରିୟମଟି କିପରି ହେଲେ ଶୁଭଦାୟକ ହୋଇଥାଏ।

ଆକ୍ଵାରିୟମଟି ବିଭିନ୍ନ ଆକାରର ହୋଇଥାଏ। ସମସ୍ତ ପ୍ରକାର ଆକ୍ଵାରିୟମ ଘର ପ୍ରତି ମଧ୍ୟ ଶୁଭ ହୋଇଥାଏ। କିନ୍ତୁ ଆକ୍ଵାରିୟମଟି ଯେତେ ବଡ ହେବ ସେତେ ଭଲ। ତେବେ କେଉଁ ପ୍ରକାରର ମାଛ ପାଳନ କରାଯାଏ ଏବଂ କେତୋଟି ମାଛ ପାଳନ କରାଯାଏ ଏହି ବିଷୟରେ ଜାଣିବା।

Google

ବାସ୍ତୁ ଶାସ୍ତ୍ର ମତରେ ନଅ ଗୋଟି ମାଛ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ସେହି ନଅଟି ମାଛ ମଧ୍ୟରୁ ଆଠଗୋଟି ଗୋଲ୍ଡ ଫିସ ଏବଂ କଳା ମାଛ ରଖିବା ବିଧି ଅଟେ। ଏହି ଆକ୍ଵାରିୟମକୁ କେବେବି ବେଡରୁମ କିମ୍ବା କିଚେନ ରୁମରେ ରଖନ୍ତୁ ନାହିଁ। ଏହାଦ୍ବାରା ସ୍ଵାମୀ ସ୍ତ୍ରୀ ମଧ୍ୟରେ କ-ଳ-ହ, ଝ-ଗ-ଡା ବୃଦ୍ଧି ପାଇଥାଏ। ଏଣୁ କୌଣସି ବାରଣ୍ଡା, ଡ୍ରଇଙ୍ଗ ରୁମ, ଷ୍ଟଡି ରୁମ, ଲିଭିଙ୍ଗ ରୁମରେ ଏହି ଆକ୍ଵାରିୟମ ରଖିବା ଉଚିତ। ଆକ୍ଵାରିୟମ ରଖିବାର ସଠିକ ଦିଗ ହେଉଛି ଐଶନ୍ୟ କୋଣ। ଏହାକୁ ଉତ୍ତର ଏବଂ ପଶ୍ଚିମ ଦିଗରେ ରଖିପାରିବେ। କିନ୍ତୁ ଏହାକୁ କେବେବି ଘରର ମଝିରେ ବା ମଧ୍ୟ ସ୍ଥଳରେ ରଖନ୍ତୁ ନାହିଁ। ଏବଂ ଘରର ଅ-ଗ୍ନୀକୋଣରେ ମଧ୍ୟ ରଖନ୍ତୁ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button