ଦେଶ ବିଦେଶ

ଘର ଝାଡୁ, ପୋଛା ମାରିବା ବେଳେ ସ୍ତ୍ରୀ ଙ୍କର କେଉଁ ଭୁଲ ସ୍ଵାମୀଙ୍କୁ କରିଥାଏ ବର୍ବାଦ ?

ଘରେ ସ୍ବଚ୍ଛତା ରଖିବା ଦ୍ଵାରା ଘରେ ସମୃଦ୍ଧତା ବଢିଥାଏ । ଘରକୁ ସକାରାତ୍ମକ ଊର୍ଜା ଓ ସୁଖ ଶାନ୍ତି ଆସିଥାଏ । ଅଳିଆ ଆବର୍ଜନା ଘରକୁ ଦରିଦ୍ରତା ଆମନ୍ତ୍ରଣ କରିଥାଏ । ସେଥିପାଇଁ ଘରର ଅଳିଆ ଆବର୍ଜନାକୁ ସର୍ବଦା ଘରଠାରୁ ଦୂରରେ ରଖିବା ଉଚିତ । ଯାହା ଦ୍ଵାରା ଘର ଠାରୁ ଦରିଦ୍ରତା ଓ କ୍ଲେଶ ସବୁବେଳେ ଦୂରରେ ରହିବ । ଆମେ ଘରକୁ ସଫା ସୁତୁରା ରଖିବା ପାଇଁ ପୋଛା ତ ଲଗାଇ ଥାଉ । କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ! ଯଦି ଆପଣ ପୋଛା ଲଗାଇବା ସମୟରେ କିଛି ଭୁଲ କରିଥାନ୍ତି ।

 

ତେବେ ତାର ବିପରୀତ ପରିଣାମ ଭୋଗିବାକୁ ପଡିଥାଏ । ଘର ପୋଛା ଲଗାଇବା ଦ୍ଵାରା ଆମ ଘର ସଫା ହୋଇଥାଏ କିନ୍ତୁ ପୋଛା ଲଗାଇବା ସମୟରେ କିଛି ଜିନିଷର ଧ୍ୟାନ ନରଖୁଛେ ତେବେ ଆପଣ ଆପଣଙ୍କ ଘରକୁ ଗରିବୀକୁ ଆମନ୍ତ୍ରଣ କରୁଛନ୍ତି । ଯେମିତି ଆମ ଝାଡୁର ଉପଯୋଗ ସାବଧାନତାର ସହିତ କରିଥାଉ ଓ ଏହାର ଉପଯୋଗ କରିବା ସମୟରେ କିଛି କଥାର ଧ୍ୟାନ ରଖିଥାନ୍ତି ।

ଠିକ ସେହିପରି ହିଁ ଆମେ ପୋଛା ଲଗେଇବା ସମୟରେ କିଛି କଥାର ଧ୍ୟାନ ରଖିବା ଆବଶ୍ୟକ । ଦିନ ୧୨ ଟା ପରେ କି ସନ୍ଧ୍ଯା ସମୟରେ ପୋଛା ଲଗାଇବା ଅନୁଚିତ । ପୋଛା ସବୁବେଳେ ସକାଳେ ଲଗାଇବା ଉଚିତ । ଯାହା ଦ୍ଵାରା ଘରେ ଜମା ହୋଇଥିବା ନକରାତ୍ମକ ଊର୍ଜା ଘରୁ ବାହାରକୁ ଚାଲିଯାଇଥାଏ । ଘର ସକାରାତ୍ମକ ଊର୍ଜା ଓ ସ୍ବଚ୍ଛତାରେ ଭରପୁର ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button