ବିଚାର

ଜାଣନ୍ତୁ କିଏ ଥିଲେ ରାମଙ୍କ ବଡ ଭଉଣୀ ? ଯାହାର ସ୍ଵାମୀ କରିଥିଲେ ଯଜ୍ଞ ଯାହାପରେ ଦଶରଥଙ୍କର ହୋଇଥିଲେ ୪ଟି ପୁତ୍ର

ଋଷି ବାଲ୍ମୀକି ଲିଖିତ ରାମାୟଣ ସବୁ ପାତ୍ର ବିଷୟରେ ଲୋକ ବହୁତ ଭଲ ଭାବରେ ଜାଣିଛନ୍ତି, ଏହା ପରେ ଗୋସ୍ଵାମୀ ତୁଳସୀଦାସ ରାମଚରିତମାଂସ ଲେଖିଲେ ଯାହା ଘରେ ଘରେ ପ୍ରଚଳିତ ହେଲା । ସମସ୍ତେ ଏହି କଥା ଜାଣିଛନ୍ତି ଯେ ରାଜା ଦଶରଥଙ୍କ ୪ଟି ପୁତ୍ର ଥିଲେ ରାମ, ଲକ୍ଷ୍ମଣ, ଭରତ ଏବଂ ଶତୃଘନ କିନ୍ତୁ କଣ ଆପଣ ମାନେ ଆଜାଣିଛନ୍ତି ଯେ ରାମଙ୍କ ବଡ ଭଉଣୀ ମଧ୍ୟ ଥିଲେ । ତେବେ ବହୁତ ଲୋକ ରାମାୟଣ ଦେଖିଛନ୍ତି କିନ୍ତୁ ବାଲ୍ମୀକି କୃତ ରାମାୟଣ ରେ ରାମଙ୍କ ଭଉଣୀ ବିଷୟରେ ଲେଖା ଯାଇଛି ।

ତେବେ ବହୁତ ଲୋକ ରାମଙ୍କ ପୁଅ ଲବ କୁଶ ବିଷୟରେ ଜାଣିଛନ୍ତି କିନ୍ତୁନ ଅନ୍ୟ ଭାଇଙ୍କ ସନ୍ତାନ ବିଷୟରେ ମ୍କିଛି ବ୍ୟାଖ୍ୟା କରା ଯାଇ ନାହିଁ, କିନ୍ତୁ କିଛି ଲୋକ ଲକ୍ଷ୍ମଣ, ଭରତ ଏବଂ ଶତୃଘନ ସନ୍ତାନ ବିଷୟରେ ଜାଣିଛନ୍ତି । ତେବେ ଶାନ୍ତା ରାଜା ଦଶରଥ ଏବଂ ରାନି କୌଶଲ୍ୟା ଝିଅ ଥିଲେ, ତାଙ୍କୁ କୌଶଲ୍ୟା ଭଉଣୀ ବର୍ଷିଣୀ ଏବଂ ତାଙ୍କ ସ୍ଵାମୀ ଅଙ୍ଗ ଦେଶ ରାଜା ରମପଦ ତାଙ୍କୁ ନିଜ ଝିଅ କରିଥିଲେ । ଗୋଟେ ଥର ବର୍ଷିଣୀ ନିଜ ଭଉଣୀ କୌଶଲ୍ୟା ସହ ଦେଖା ସାକ୍ଷାତ ପାଇଁ ଅୟୋଧ୍ୟା ଆସିଲେ ଯାହା ପରେ ତାଙ୍କୁ ଶାନ୍ତା କୁ ନିଜ ଝିଅ କରିବା ଇଛା ରାଜା ଦଶରଥଙ୍କୁ କହିଲେ ଏହା ପରେ ରାଜା ଦଶରଥ ବର୍ଷିଣୀକୁ ନିଜ ଝିଅ ଶାନ୍ତା ଦବାର ବଚନ ଦେଲେ ଯାହା ପରେ ଶାନ୍ତା ବର୍ଷିଣୀ ଝିଅ ହୋଇଗଲେ ।

ଏହା ପରେ ତାଙ୍କ ପାଳନ ବର୍ଷିଣୀ ନିଜ ହାତରେ କଲେ ଏହା ପରେ ଯେତେବେଳେ ଶାନ୍ତା ବଡ ହେଲେ ତାଙ୍କୁ ସବୁ ପ୍ରକାର ବେଦ, କଳା ଏବଂ ଶିଳ୍ପ ଜ୍ଞାନ ଥିଲା । ଯାହା ପରେ ହଟାତ ଗୋଟେ ଦିନ ଶାନ୍ତା ନିଜ ପିତା ରମପଦ ସହ କିଛି ବିଶେଷ କଥା ଯୋଜନା କରୁଥିଲେ ଏବଂ ଜେନ ଭିଖ୍ୟା ପାଇଁ ତାଙ୍କ ପାଖକୁ ଆସିଲେ କିନ୍ତୁ ରାଜା ଧ୍ୟାନ ଦେଲେ ନାହିଁ ଏହା ପରେ ଯାଚକକୁ ନିଜ ଦ୍ଵାରରୁ ଖାଲି ହାତ ଫେରେଇବା ପାଇଁ ଇନ୍ଦ୍ରଦେବ କୁପିତ ହେଲେ ଏବଂ ସେହି ବର୍ଷ ଅଙ୍ଗ ଦେଶ ରେ ବର୍ଷା ହେଲା ନାହିଁ ଯାହା ଦ୍ଵାରା ସବୁ ମାଟି ସୁଖୀ ଗଲା ଏବଂ କିଛି ଚାଷ ବା ଲୋକଙ୍କୁ ପାଣି ପିଇବା ପାଇଁ ମଧ୍ୟ ପ୍ରାପ୍ତ ହେଲା ନାହିଁ ।

ଏହା ପରେ ର୍ମୋପଦ ରାଜା ଋଷି ଶ୍ରୀଙ୍ଗି ପାଖକୁ ଏହାର ନିବାରଣ ପାଇଁ ଗଲେ ଯାହା ପରେ ସେ ଗୋଟେ ଯଜ୍ଞ କଲେ ଏବଂ ଇନ୍ଦ୍ର ଦେବଙ୍କୁ ପ୍ରଶନ କଲେ ଯାହା ପରେ ବର୍ଷା ହେଲା ଏବଂ ସବୁ ସମସ୍ୟା ସମାପ୍ତ ହେଈଗଲା । ଏହା ପରେ ରାଜା ର୍ମୋପଦ ନିଜ ଝିଅ ଶାନ୍ତା ବିବାହ ଋଷି ଶ୍ରୀଙ୍ଗି ସହ କରାଇ ଦେଲେ । ତେବେ ଝିଅ ପରେ ରାଜା ଦଶରଥଙ୍କ କୌଣସି ସନ୍ତାନ ନଥିଲା ଓ ତାଙ୍କ ମନରେ ଗୋଟେ ପୁଅ ଇଛା ଥିଲା ଯିଏ ତାଙ୍କ ପରେ ତାଙ୍କ ବଂଶ ଆଗକୁ ବଢେଇ ପାରୁ । ଏହା ପରେ ସେ ନିଜ ମନ୍ତ୍ରୀ ସୁମନ୍ତ ସହ ଋଷି ଶ୍ରୀଙ୍ଗିକୁ ପୁତ୍ରକାମେଷ୍ଠୀ ଯଜ୍ଞ କରିବା ପାଇଁ ଅନୁରୋଧ କଲେ ଏବଂ ଏହି ଯଜ୍ଞ ଦ୍ଵାରା ତାଙ୍କୁ ୪ଟି ପୁତ୍ର ପ୍ରାପ୍ତ ନହେଲେ ରାମ, ଲକ୍ଷ୍ମଣ, ଭରତ ଏବଂ ଶତୃଘନ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button