ସ୍ୱାସ୍ଥ୍ୟ

ଏହି ସବୁ ଖାଦ୍ୟକୁ ବାରମ୍ବାର ଗରମ କରିବା ଦ୍ଵାରା ହେଇଯାଏ ବିଷ – ଏବେହିଁ ଦେଖନ୍ତୁ –

ଏମିତି କୁହାଯାଏ ଯଦି ଖାଦ୍ୟକୁ ଗରମ କରାଯାଏ ତେବେ ଏହାର ବ୍ୟାକ୍ଟେରିଆ ମରି ଯାଆନ୍ତି। କିନ୍ତୁ ଆଉ ଏମିତି କିଛି ଖାଦ୍ୟ ଅଛି ଯାହା ଆମେ ଗରମ କରିବା ଫଳରେ ସେଇ ସବୁ ଖାଦ୍ୟରେ ଟକ୍ସିନ୍ସ ଓ ବ୍ୟାକ୍ଟେରିଆ ଅଧିକ ପରିମାଣରେ ବଢି଼ ଯାଆନ୍ତି। ଯାହାର ସିଧା ସଳଖ ପ୍ରଭାବ ଆମ ଶରୀର ଉପରେ ପଡିଥାଏ ।

ଜାଣିବା ସେଇସବୁ ଖାଦ୍ୟପେୟ ବିଷୟରେ ଯାହାକୁ ଦ୍ୱିତୀୟ ଥର ଗରମ କରିବା କ୍ଷତିକାରକ। ଚା’ ପିଇବାକୁ ସମସ୍ତେ ଭଲ ପାଆନ୍ତି। ଅନେକ ଲୋକ ଏକ ସାଙ୍ଗରେ ବହୁତ ଚା କରି ତାକୁ ଦିନରେ ବାରମ୍ବାର ଗରମ କରି ପିଇଥାନ୍ତି । ଏଥିପାଇଁ ପାଚନ ତନ୍ତ୍ର ଦୁର୍ବଳ ହୁଏ ଓ ଏସିଡିଟି ବଢେ।

ଅଣ୍ଡା ବାରମ୍ବାର ଗରମ କଲେ ଏଥିରେ ଟକ୍ସିକର ପରିମାଣ ବଢ଼ିଯାଇଥାଏ ଓ ହଜମକ୍ରିୟା ଉପରେ ଖରାପ ପ୍ରଭାବ ପକାଇଥାଏ । ସେହିଭଳି ଚିକେନକୁ ମଧ୍ୟ ବାରମ୍ବାର ଗରମ କରି ଖାଇଲେ ହଜମକ୍ରିୟା ଅସୁବିଧା ହୁଏ କାରଣ ଚିକେନରେ ଥିବା ପ୍ରୋଟିନର କଂପୋଜିସନ ବଢିଥାଏ।

ଛତୁ ମଧ୍ୟ ବାରମ୍ବାର ଗରମ କଲେ ଏହାର କଂପୋଜିସନ ବଢିଯାଏ। ଯାହାର ପ୍ରଭାବ ହୃଦଜନିତ ସମସ୍ୟାକୁ ବଢ଼ାଇଥାଏ। ଭାତ ବାରମ୍ବାର ଗରମ କଲେ ଏଥିରେ ବ୍ୟାକ୍ଟେରିଆ ୨ଗୁଣ ବଢି ଯାଆନ୍ତି। ଆଳୁ ବାରମ୍ବାର ଗରମ କଲେ ବ୍ୟାକ୍ଟେରିଆ ମାତ୍ରା ଏତେ ବଢିଯାଏ ଯାହା ବିଷାକ୍ତ ହୋଇଯାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button