ଦେଶ ବିଦେଶ

ଜଙ୍ଗଲ ଭିତରେ ରାସଲୀଳା କରୁ କରୁ ଧରା ପଡିଲେ ପ୍ରେମୀ ଯୁଗଳ ଦେଖନ୍ତୁ ସ୍ଥାନୀୟ ଯୁଗଳ କଲେ ଖେଳ

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆଜିକାଲି ସମାଜ କଳୁଷିତ ହେବାରେ ଲାଗିଛି। ପ୍ରେମ ଭଳି ଏକ ପବିତ୍ର ସମ୍ପର୍କକୁ ଯୁବ ସମାଜ ଅପବିତ୍ର କରି ସାରିଲେଣି। ଆଜିକାଲି ବହୁତ ରା-ସ-ଲୀ-ଳା କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି।

ଏହାଦ୍ବାରା ସେମାନେ କଳୁଷିତ ହେବା ସହ ସମାଜ ଉପରେ ଏହା ବହୁତ ଖରାପ ପ୍ରଭାବ ପକାଉଛି। ଆଜିର ସମାଜରେ ପ୍ରେମ ପାଇଁ କେବଳ ଶା-ରୀ-ରି-କ ସମ୍ପର୍କ ପ୍ରଥମ ମହତ୍ତ୍ଵ ଥିବା ଅଧିକାଂଶ ସମୟରେ ଦେଖା ଯାଇଛି। ଯୁବା ଅବସ୍ଥାରେ ପ୍ରେମ ହେବା ସ୍ବାଭାବିକ କଥା।

ମାତ୍ର ପ୍ରେମ କୁ ଭୁଲ ବାଟକୁ ନେଇଯିବା ତାହା ସମ୍ପୂର୍ଣ ଭୁଲ ଅଟେ। ସୋସିଆଲ ମିଡିଆରେ ସବୁଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ପ୍ରତିଦିନ ଆମ ସମାଜରେ ପ୍ରେମକୁ ନେଇ ନୂଆ ନୂଆ ଘଟଣା ଘଟି ଚାଲିଛି।
ଆଜିକାଲି ଯୁଗର ମହିଳା ବା ପ୍ରେମିକା ମାନେ ଏମିତି କିଛି କାମ କରୁଛନ୍ତି ଯାହା ନି-ନ୍ଦ-ନୀ-ୟ ଅଟେ। ଆଜିକାଲି ସମାଜରେ ପ୍ରେମ ଶସ୍ତା ହେଇଗଲାଣି। ଆଜିକା ସମାଜ ବହୁତ କ-ଳ-ଙ୍କି-ତ ଅବସ୍ଥାରେ ଅଛି। ଆଜିକାଲି ଦୁନିଆରେ ପୁରୁଷ ହେଉକି ମହିଳା ସମସ୍ତେ ଖରାପ କାମ କରୁଛନ୍ତି।
ସତରେ ସମାଜ ଯେତେ ଶିକ୍ଷିତ ହେଲେ ମଧ୍ୟ ସମାଜରେ ଏବେ ମଧ୍ୟ ଲାଗି ରହିଛି ଅ-ନୈ-ତି-କ-ତା ର ଛାପ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।
ଯେଉଁଥିରେ ଯୁବକ ଯୁବତୀ ଧରା ପଡିଛନ୍ତି ଏବଂ ତାଙ୍କୁ ଧରିଛନ୍ତି ସ୍ଥାନୀୟ ବାସିନ୍ଦା। ଦୁଇ ପ୍ରେମୀ ଜୁଗଳ ଜଙ୍ଗଲରେ ରା-ସ-ଲୀ-ଳା କରୁଥିବା ସମୟରେ ସ୍ଥାନୀୟ କିଛି ଯୁବକଙ୍କ ହାତରେ ଧରାପଡ଼ିଛନ୍ତି। ଏହି ଘଟଣା ଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ରାସଲୀଳା କରୁଥିବା ସମୟରେ ପ୍ରେମୀ ଯୁଗଳ ଙ୍କୁ ସ୍ଥାନୀୟ କିଛି ଯୁବକ ଦେଖିଦେଇଥିଲେ ଓ ତାଙ୍କୁ ପଚରା ଉଚରା କରିଥିଲେ। ସେମାନଙ୍କୁ ମଧ୍ୟରୁ କେତେଜଣ ସେମାନଙ୍କୁ ହଇରାଣ କରିଥିଲେ। ଯାହା ଭାଇରାଲ ଭିଡିଓ ରେ ସ୍ପଷ୍ଟଭାବେ ଦେଖାଯାଉଛି। ତାଙ୍କ ଭିଡିଓ କରି ତାଙ୍କୁ ଧମକାଇ ଥିଲେ। ଏହି ଭିଡ଼ିଓରେ ଆପଣ ଦେଖିପାରିବେ କିପରି ପ୍ରେମକୁ ଭୁଲ ବାଟରେ ନେଉଛନ୍ତି ଆଜିର ଶିକ୍ଷିତ ସମାଜ। ଦୁଇ ପ୍ରେମୀ ଯୁଗଳ ଙ୍କ ରା-ସ-ଲୀ-ଳା ଏବେ ବହୁତ ମାତ୍ରାରେ ସୋସିଆଲ ମେଡିଆ ରେ ଭାଇରାଲ ହେବାରେ ଲାଗିଛି।

Related Articles

Leave a Reply

Your email address will not be published. Required fields are marked *

Back to top button