ସ୍ୱାସ୍ଥ୍ୟ

କରୋନା କରିପାରେ ଅନ୍ଧ, କେମିତି ବଞ୍ଚିବେ- Dr. Rahul

ବର୍ତମାନ ସମୟରେ ଲୋକ ଭୂ-ତା-ଣୁ ସଂ-କ୍ର-ମ-ଣ ଠାରୁ ବଞ୍ଚି ଯାଉଛନ୍ତି କିନ୍ତୁ ଗୋଟେ ନୂଆ ରୋ-ଗ ବାହାରୁଛି ଯାହା ନା ହେଲା ବ୍ଲାକ ଫଙ୍ଗସ ଏହି ରୋ-ଗରୁ ବଞ୍ଚିବା ବହୁତ କ-ଷ୍ଟ-କର ହୋଇଥାଏ ।

ତେବେ ଏହି ରୋ-ଗ ଯେତେବେଳେ ଭୂ-ତା-ଣୁ ନୂଆ ନୂଆ ଆରମ୍ଭ ହେଇଥିଲା ସେହି ସମୟରେ କିଛି ଲୋକଙ୍କୁ ହେଇଥିଲା କିନ୍ତୁ ଏହାର ରୋ-ଗୀ ଏତେ କମ ଥିଲେ ଯେ ଏହି କଥା ଖବର ରେ ବାହାରିଲା ନାହିଁ ଆଉ ବହୁତ ଲୋକ ଏହାକୁ ଜାଣିବାକୁ ପାଇଲେ ନାହିଁ କିନ୍ତୁ ବର୍ତମାନ ବ୍ଲାକ ଫଙ୍ଗସ ବହୁତ କେସ ସାମନାକୁ ଆସିଛି ଆଉ ଏହି କାରଣରୁ ବହୁତ ପ୍ରକାର ଅସୁବିଧା ଦେଇଖିବାକୁ ମିଳିଛି । ତେବେ ଆଗ ଜାଣିବା ବ୍ଲାକ ଫଙ୍ଗସ କଣ ଆଉ ଏହା କେମିତିକା ଲୋକଙ୍କ ଆ-କ୍ର-ମ-ଣ କରୁଛି ଆଉ ଏହାର ଚିକିତ୍ସା କଣ ସବୁ ବିଷୟରେ ଜାଣିବା

ବ୍ଲାକ ଫଙ୍ଗସ ଏମିତି ଗୋଟେ ରୋ-ଗ ଯାହା ସେହି ଭଳି ଲୋକଙ୍କୁ ସବୁଠାରୁ ଅଧିକ ଅଟାକ କରିଥାଏ ଯାହାର ରୋ-ଗ ପ୍ରତି ରୋଧକ କ୍ଷମତା ବହୁତ କମ ହୋଇଥାଏ ଆଉ ଆପଣଙ୍କୁ ମଧୁ ମେହ ବା କ୍ୟା-ନ୍ସ-ର ବା ଏଚଆଇବି ବା ଅନ୍ୟାନ୍ୟ ବଡ ରୋ-ଗ ହୋଇଥାଏ ଆଉ ଆପଣଙ୍କ ଇମୁନୀଟି ବଢିବା ଜାଗାରେ କମି କମି ଯାଇଥାଏ । ସତେରଏଡ ନେଲା ପରେ ଆପଣଙ୍କ ଶରୀର ଆଉ ଦୁର୍ବଳ ହୋଇଥାଏ, ତେବେ ବହୁତ କଷ୍ଟରେ ଆପଣଙ୍କ ଭୂ-ତା-ଣୁ ଭଲ ହୋଇଥାଏ ବହୁତ ଲୋକଙ୍କ ଭୂ-ତା-ଣୁ ଭଲ ବି ହୋଇ ନଥାଏ ଆଉ ବ୍ଲାକ ଫଙ୍ଗସ ହୋଇ ଯାଇଥାଏ । ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ବ୍ଲାକ ଫଙ୍ଗସ ଲକ୍ଷଣ କିଛି ଅଧିକ ହୋଇନଥାଏ ଏହା ଆପଣଙ୍କ ନାକରେ କିଛି ଅଟକିଲା ଭଳି ଅନୁଭବ ହୋଇଥାଏ ।

ଭଲରେ ନିଶ୍ଵାସ ନେଇ ହୁଏ ନାହିଁ ଏହା ଛଡା ପାଟି ଆଉ ନାକ ବହୁତ ନାଲୁଆ ନାଲୁଆ ଅନୁଭବ ହୋଇଥାଏ । ତେବେ ଆପଣଙ୍କୁ ନିଜ ଡକ୍ଟର ପାଖକୁ ଯିବା ଉଚିତ ଆଉ ଡକ୍ଟର ଏହି ସମୟରେ ସିଟି ସ୍କାନ କରିବା ଆବଶ୍ୟକ ଯଦି ସିଟି ସ୍କାନରେ ଜଣା ପଡୁ ନାହିଁ ତେବେ କନଫର୍ମ ହବା ପାଇ ଆପଣ ବାୟୋପ୍ସି କରି ପାରନ୍ତି, ତେବେ ବାୟୋପ୍ସିରେ ଆପଣଙ୍କ ଶରୀର ଗୋଟେ ଟିସୂ ନିଆ ଯାଏ ଆଉ ତାହା ପରୀକ୍ଷା କରା ଯାଇଥାଏ ତେବେ ଏହି ପରୀକ୍ଷାରେ ସବୁ କିଛି ଭଲ ଭାବରେ ଜଣା ପଡିଥାଏ ।

ବ୍ଲାକ ଫଙ୍ଗସ ହେଇଥିବା ଲୋକଙ୍କ ନାକରେ ଫଙ୍ଗସ ହବା ଆରମ୍ଭ ହୋଇଥାଏ ଯାହା ଉପରକୁ ଉଠିବା ଆରମ୍ଭ ହୋଇଥାଏ ଯାହା ଦ୍ଵାରା ସାଇନ୍ସ ରେ ଫଙ୍ଗସ ଯାଇଥାଏ ଏହା ପରେ ଆଖି ଉପରେ ଅଟାକ କରେ ଯାହା ଦ୍ଵାରା ଆଖି ଫୁଲିବା ଆରମ୍ଭ ହୋଇଥାଏ, ଆଖିରୁ ପାଣି ବାହାରିଥାଏ କ-ଷ୍ଟ ହୋଇଥାଏ, ଏହା ପରେ ଫଙ୍ଗସ ଉପରକୁ ମୁଣ୍ଡକୁ ଚଢି ଯାଇଥାଏ ଯାହାର ବ୍ଲାକ ଫଙ୍ଗସ ମୁଣ୍ଡକୁ ଚଢି ଯାଇଥାଏ ସେହି ଲୋକଙ୍କୁ ବଞ୍ଚାଇବା କ-ଷ୍ଟକର ହୋଇଥାଏ ।

ବ୍ଲାକ ଫଙ୍ଗସ ପାଇଁ ଆଣ୍ଟିଫଙ୍ଗାଲ ଔଷଧ ବ୍ୟବହାର କରା ଯାଇଥାଏ ଯାହାର ନା ହେଲା ଆମ୍ଫୋଟେରିଜମ ବି ଏହା ବ୍ଲାକ ଫଙ୍ଗସ ପାଇଁ ବହୁତ ଭଲ ଔଷଧ ଅଟେ କିନ୍ତୁ ସଠିକ ସମୟରେ ଦିଆ ହେଲେ ଏହା ଆପଣଙ୍କ ରୋ-ଗୀକୁ ବଞ୍ଚାଇ ପାରେ କିନ୍ତୁ ଡେରି ହେଲେ ଆପଣଙ୍କୁ ଅସୁବିଧା ହେଇ ପାରେ ।

Related Articles

Leave a Reply

Your email address will not be published. Required fields are marked *

Back to top button