ଧର୍ମ

ବାରମ୍ବାର ଘରକୁ ଝିଟିପିଟି ଆସିବା ଏହି ସଂକେତ ଦେଇଥାଏ,ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ଘରେ ଝିଟିପିଟି ଦେଖାଯିବା ସାଧାରଣ କଥା ଅଟେ। ଆପଣ ନିଶ୍ଚୟ ଆପଣଙ୍କ ଘରେ ଝିଟିପିଟି ଦେଖିଥିବେ। ବିଶେଷକରି ଗ୍ରୀଷ୍ମ କିମ୍ବା ବର୍ଷାତୁରେ ଘରର କାନ୍ଥରେ ଝିଟିପିଟି ଦେଖାଯାନ୍ତି।ପ୍ରାୟତ ଲୋକମାନେ ଝିଟିପିଟି ଦେଖାଯିବା ପରେ ଘରୁ ପଳାନ୍ତି। କିନ୍ତୁ ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘରେ ଏକ ଝିଟିପିଟି ଦେଖାଯିବା ଶୁଭ ଏବଂ ଅଶୁଭ ଫଳାଫଳକୁ ସୂଚିତ କରେ। ଆଜିର ଆର୍ଟିକିଲରେ, ଆମେ ଆପଣଙ୍କୁ କହିବୁ ଯେ ବାସ୍ତୁ ଅନୁଯାୟୀ ଘରେ ଝିଟିପିଟି ଥିବାର କଣ ସୂଚାଇଥାଏ।

ଆପଣ ସାଧାରଣତ ଘରେ ଧଳା ରଙ୍ଗର ଝିଟିପିଟି ଦେଖିଥିବେ। କେତେକ ଲୋକ ଏହାକୁ ଶୁଭ ଭାବନ୍ତି ଏବଂ କେତେକ ଅଶୁଭ ଭାବନ୍ତି। କିନ୍ତୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ଝିଟିପିଟି କୁ କୁହା ଯାଇଛି। କିନ୍ତୁ ଲୋକା ମନେ ଝିଟିପିଟି କୁ ଦେଖିଲେ ଘଉଡାଇ ଦିଅନ୍ତି କାରଣ ତାଙ୍କ ମଳରେ ବିଷାକ୍ତ ପଦାର୍ଥ ଥାଏ। କିନ୍ତୁ ଶାସ୍ତ୍ରର ଭିନ୍ନ ଭିନ୍ନ ମତ ଅଛି। ସାଧାରଣ ଯଦି ଘରେ ବହୁତ ଦିନ ହେବ ଝିଟିପିଟି ଦେଖାଯାଉ ନଥିବେ କିନ୍ତୁ କିଛି ପର୍ବପର୍ବାଣି ରେ ଦେଖାଯିବେ ତାହାଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। କିନ୍ତୁ ଯଦି ଝିଟିପିଟି ଲଢ଼ୁଥିବାର୍ ଦେଖା ଯାଆନ୍ତି ତେବେ ଏହା ଅଶୁଭ ହୋଇଥାଏ। ତେଣୁ ତାଙ୍କୁ ଅଲଗା କରି ଦିଅନ୍ତୁ ଏବଂ 5 ଥର ଶିବ ଶିବ କୁହନ୍ତୁ।

ଯଦି ଆପଣ ଘର ବାହାରକୁ ଯାନ୍ତି ଏହି ସମୟରେ ଝିଟିପିଟି ଦେଖାଗଲେ ଏହା ସୁଭଂ ହୋଇଥାଏ।କିନ୍ତୁ ଯଦି ଆପଣ ନୂଆ ଘରେ ପ୍ରବେଶ କରିବା ସମୟରେ ମଲା ଝିଟିପିଟି ଦେଖନ୍ତି ତାହାଲେ ଆହା ଅଶୁଭ ହୋଇଥାଏ। ଏବଂ ଏଥିପାଇଁ ଅପଣଙ୍କୁ ବାସ୍ତୁ ସନ୍ତି କରିବଜରୁରୀ ଅଟେ। ଯଦି ଆପଣଙ୍କ ଉପରେ ଝିଟିପିଟି ପଡ଼ିଯାଏ ତାହାଲେ ଆପଣଙ୍କୁ ନୂତନ ଡ୍ରେସ ମିଳିପାରେ ଏବଂ ଯଦି ମୁଣ୍ଡରେ ପଡ଼ିଯାଏ ତାହାଲେ ଧନ ପ୍ରାପ୍ତି ହୋଇଥାଏ କିନ୍ତୁ ପାଦରେ ପଡିଲେ ଯାତ୍ରା କରିବାକୁ ପଡିଥାଏ। ସେଇଭଳି ଯଦି ଆପଣଙ୍କ ଗୋଡ଼ତଳେ ଝିଟିପିଟି ମରିଯାଏ ଏହା ଶୁଭ ହୋଇ ନଥାଏ।

କିଛି ବାଧା ବିଗ୍ନ ଘଟି ପାରେ ଏବଂ ଯଦି ଝିଟିପିଟି ହାତରେ ମରିଯାଏ ତାହାଲେ ଧନ ର୍ ହାନି ହୋଇଥାଏ। ଏବଂ ଯଦି ଆପଣ ଘରୁ ବାହାରିବା ସମୟରେ ଝିଟିପିଟି ମରିକି ମୁଖ୍ୟ ଦ୍ୱାରରେ ପଡିଥାଏ ତାହାଲେ କିଛି ବାଧା ଅପଣଙ୍କ ସହ ଘଟିବାର ଥିଲା କିନ୍ତୁ ଝିଟିପିଟି ତା ନିଜ ଉପରକୁ ନେଇଗଲା। ଯଦି ଘରର୍ କାନ୍ଥରେ ନାଗୁଡ଼ ନଥିବା ଝିଟିପିଟି ଚଳୁଥିବାର ନଜର ଆସନ୍ତି ତାହାଲେ ଅପଣଙ୍କ ଶତ୍ରୁ କିଛି ଷଡ଼ଯନ୍ତ୍ର ରଚୁଥିବାର ଜଣା ପଡେ ଏବଂ ଯଦି ଆପଣ ଦୁଇଟି ନାଗୁଡ଼ ଥିବା ଝିଟିପିଟି ଦେଖନ୍ତି ତାହାଲେ ସେହି ନାଂଗୁଡ଼ କୁ ସିନ୍ଦୁର ଏବଂ ଚନ୍ଦନରେ ରଖନ୍ତୁ ଧନ ପ୍ରାପ୍ତ ହୋଇଥାଏ। କିନ୍ତୁ ଯଦି ଘରେ କଳା ଝିଟିପିଟି ଦେଖାଯାନ୍ତି ତାହାଲେ ସନ୍ତାନ ପ୍ରାପ୍ତି ପାଇଁ ଅସୁବିଧା ହୋଇଥାଏ କିନ୍ତୁ ଜମିବାଡ଼ି କ୍ଷେତ୍ରରେ ଏହା ବହୁତ ସାହାଯ୍ୟ କରନ୍ତି କିନ୍ତୁ ଧଳା ଝିଟିପିଟି ବହୁତ ସୁଭହୋଇଥାନ୍ତି। କିନ୍ତୁ ଯଦି ଆପଣଙ୍କ ଉପରେ ଝିଟିପିଟି ପଡ଼ିଯାଏ ତାହାଲେ ଆପଣ ହଳଦୀ ସହିତ ଗାଧେଇ ପଡନ୍ତୁ ସବୁ ଠିକ ହୋଇଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button